Browsing Tag

gapa tie

କ୍ଷୁଦ୍ର ଗଳ୍ପ : ମାନିଆଁ ଜାରିକଲା ପଞ୍ଚାୟତ ରାଜନୀତିର ଶ୍ୱେତପତ୍ର

ଉମାଶଙ୍କର ଶତପଥୀ ମାନିଆଁ ମୁହଁରେ ବାଡବତା ନଥିଲା । ତା ମୁହଁର ଭାଷା ତା ସୀମା ସରହଦ ଡେଇଁ ଗାଆଁ ଦାଣ୍ଡ କାନ୍ଥରେ ବାଡେଇ ହେଉଥିଲା ଅନବରତ । ରହି ରହି କହୁଥିଲା - ନିର୍ଲଜତାର ବି ସୀମା ଅଛି ହେଲେ ଆମ ଗାଆଁ ସରପଞ୍ଚଟା ସେଥିରୁ ବାହାରେ । ଉଧାରିଖିଆ ପୋଡ଼ା ମୁହାଁଟା ଏଥର ବି ଠିଆ ହୋଇଛି
Read More...

ଗପ : କୋମଳ କୋଳାହଳ

ମଂଜୁ ପଣ୍ଡା ଅଦିନିଆ ବର୍ଷା - କିନ୍ତୁ ଥମିବାର ନାଁ ନେଉନି । ଘରୁ ବାହାରିଲା ବେଳେ ଛତାଟିଏ ବ୍ୟାଗରେ ରଖିବାକୁ ସେ ଭୁଲିଯାଇଛି । ଅଟୋ ଷ୍ଟାଣ୍ଡ୍‌ ସାମାନ୍ୟ ଦୂରରେ । କିନ୍ତୁ କାମ ସରିଗଲା ପରେ ମଲ୍‌ରେ ଆଉ କେତେବେଳ ଯାଏଁ ଅପେକ୍ଷା କରିହବ? ଅଳ୍ପ ଭିଜିବାକୁ ପଡିବ - କିନ୍ତୁ ଅଟୋ ଯାକେ
Read More...

ଗପ : କାଳ ବୈଶାଖୀ

ବିଜୟ ପ୍ରଧାନ ସକାଳୁ ସବୁ ଠିକ ଥିଲା। ହଠାତ କେଜାଣି କୋଉଠୁ ମାଡ଼ିଆସିଲା କଳାହାଣ୍ଡିଆ ମେଘ। ଚଉଦିଗ ଅନ୍ଧାର। ସାଥିରେ ଝଡ଼ ପ୍ରମାଣେ ପବନ। ଗାଁଦାଣ୍ଡରେ ଚକା ଭଉଁରୀ ଖେଳି ଉଡ଼ି ବୁଲିଲେ ପରିତ୍ୟକ୍ତ କାଠି କୁଟା, ପ୍ଲାଷ୍ଟିକ ଜରି, ଗୁଡଖା ଖୋଳ ଇତ୍ୟାଦି ଇତଃସ୍ତତ। ବାଡ଼ିର ସଜନା ଗଛସହ କଦଳୀ
Read More...