Browsing Tag

ganjam news

ଭୋଟ୍‌ ଗଣତି ପୂର୍ବରୁ କେନ୍ଦ୍ରର ସ୍ଥିତି ଅନୁଧ୍ୟାନ କଲେ ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନ

ଗଞ୍ଜାମ, (କେ.ସତ୍ୟନାରାୟଣ ରେଡ୍ଡୀ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବା ବେଳେ ଆସନ୍ତାକାଲି ପ୍ରତି ବ୍ଲକ ମୁଖ୍ୟାଳୟରେ ସକାଳ ୮ଟା ବେଳେ ଭୋଟ୍‌ ଗଣତି ଆରମ୍ଭ ହେବ ବୋଲି ସୂଚନା ରହିଛି । ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଥିବା ବେଳେ ଗଞ୍ଜାମ ଜିଲ୍ଲା
Read More...

କୋଭିଡ଼-୧୯ ନିୟନ୍ତ୍ରଣ ଶୀର୍ଷକରେ ଆଲୋଚନାଚକ୍ର ଅନୁଷ୍ଠିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଯଶୋଦା ମହିଳା ଡିଗ୍ରୀ ମହାବିଦ୍ୟାଳୟ ଠାରେ କଲେଜ ପରିଚାଳନା ପରିଷଦ ଓ ମାଣ୍ଡିଆପଲିସ୍ଥିତ ଗ୍ରାମ୍ୟ ଜନତା ଶିକ୍ଷା ଆନ୍ଦୋଳନ ଅନୁଷ୍ଠାନ ତରଫରୁ “କୋଭିଡ଼-୧୯ ନିୟନ୍ତ୍ରଣରେ ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷାର ଗୁରୁତ୍ୱ” ସମ୍ପର୍କରେ ଏକ
Read More...

ମକ୍କା ବୋଝେଇ ପିକ୍‌ଅପ୍‌ ଭ୍ୟାନ ଦୁର୍ଘଟଣାଗ୍ରସ୍ଥ, ଡ୍ରାଇଭର ଗୁରୁତର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ସମ୍ମୁଖ ୧୬ ନମ୍ବର ଜାତୀୟ ରାଜପଥରେ ଭୋର ସମୟରେ ଏକ ମକ୍କା ବୋଝେଇ ପିକ୍‌ଅପ୍‌ ଭ୍ୟାନ ଦୁର୍ଘଟଣାଗ୍ରସ୍ଥ ହୋଇ ଡ୍ରାଇଭର ଗୁରୁତର ଆହତ ହୋଇଥିବା ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ ମଙ୍ଗଳବାର ଭୋର ସମୟରେ ଓଡ଼ି୦୭ଜି୪୩୮୦ ନମ୍ବର ବିଶିଷ୍ଟ ଏକ
Read More...

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ଓଡିଶା ସାମ୍ବାଦିକ ସଙ୍ଘର ନିନ୍ଦା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମତଦାନ ସମୟରେ ଯାଜପୁର ଜିଲ୍ଲା ବିଂଝାରପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ଓଡିଶା ସାମ୍ବାଦିକ ସଙ୍ଘ (ଓଜେୟୁ)ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି । ଓଜେୟୁ ଗଞ୍ଜାମ ଜିଲ୍ଲା ସଭାପତି ରବିନ୍ଦ୍ର
Read More...

ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ନ ଥିଲା ଆନୁସଙ୍ଗିକ ବ୍ୟବସ୍ଥା : ମତଦାନ କରି ପାରିଲେନି ଦିବ୍ୟାଙ୍ଗ ଶିକ୍ଷକ, ଜିଲ୍ଲାପାଳ ଓ…

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମତଦାନ ଗତକାଲି ଶେଷ ହୋଇଯାଇଛି । ତଥାପି କେଉଁଠି ନା କେଉଁଠି ପ୍ରଶାସନର ତ୍ରୁଟି ଯୋଗୁଁ ଭିନ୍ନକ୍ଷମ ଭୋଟରମାନେ ନିଜର ମୂଲ୍ୟବାନ ଭୋଟ ଦେଇ ପାରିନଥିବା ଅଭିଯୋଗ ପଦାକୁ ଆସିଛି । ଏହିଭଳି ଏକ ଅଭିଯୋଗ
Read More...

ଗଞ୍ଜାମ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତୃତୀୟ ପର୍ଯ୍ୟାୟ ମତଦାନ

୨ଟି ଜିଲ୍ଲା ପରିଷଦ କ୍ଷେତ୍ର ଓ ୧୨ଟି ପଞ୍ଚାୟତରେ ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡସଭ୍ୟଙ୍କ ଭାଗ୍ୟ ଭୋଟ ବାକ୍ସରେ ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଗଂଜାମ ବ୍ଲକରେ ୧୪ ଓ ୧୫ ନମ୍ବର ୨ଟି
Read More...

ପରିବେଶ ସୁରକ୍ଷା ନେଇ ଭାରତ ଭ୍ରମଣରେ ସାଇକେଲ ଆରୋହୀ ପ୍ରଦୀପ କୁମାରଙ୍କୁ ସମର୍ଦ୍ଧନା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପରିବେଶ ସୁରକ୍ଷା ସଚେତନତା ବାର୍ତ୍ତା ନେଇ ଭାରତ ଭ୍ରମଣରେ ସାଇକେଲରେ ବାହାରିଥିବା ଯୁବ ପରିବେଶବିତ ପ୍ରଦୀପ କୁମାରଙ୍କୁ ସମର୍ଦ୍ଧନା ଜ୍ଞାପନ କରାଯାଇଛି ।ଗଞ୍ଜାମ ବ୍ଲକ ହୁମ୍ମା ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥରେ ଗଞ୍ଜାମ ସହର ଦିଗଦର୍ଶନ ୟୁଥ କ୍ଲବ
Read More...

ନିର୍ବାଚନରେ ନିୟୋଜିତ ଗାଡି ଡ୍ରାଇଭରଙ୍କୁ ଅଣଦେଖା ଯୋଗୁଁ ଅସନ୍ତୋଷ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଚଳିତ ପଂଚାୟତ ନିର୍ବାଚନ ପାଇଁ ବିଭିନ୍ନ ଗାଡିକୁ ଆକ୍‌ସନରେ ନେଇଛି ଜିଲ୍ଲା ପ୍ରଶାସନ । ଆକ୍‌ସନରେ ଯାଇଥିବା ଗାଡି ଡ୍ରାଇଭର ମାନଙ୍କ ରହିବା ଏବଂ ଖାଇବା ଆଦି ସୁବିଧା ଯୋଗାଇ ଦେବା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି କିଛି ଡ୍ରାଇଭର । ଗାଡି
Read More...

ନାବାଳିକାଙ୍କୁ ଉଦ୍ଧାର କଲା ରମ୍ଭା ପୋଲିସ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲା ପ୍ରସିଦ୍ଧ ହୁମା ହାଟରୁ ଜଣେ ନାବାଳିକାଙ୍କୁ କେହି ଅପହରଣ କରିଥିବା ନାବାଳିକାଙ୍କ ବାପା ମା' ରମ୍ଭା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ରମ୍ଭାଥାନା ପୋଲିସ ଚାରିଆଡେ ଖୋଜାଖୋଜି କରିବା ପରେ ସେହିଦିନ ହିଁ ହୁମା ଅଂଚଳରୁ ଉକ୍ତ
Read More...

ଜୁନିୟର ମିଷ୍ଟର ଇଣ୍ଡିଆରେ ଗଞ୍ଜାମରୁ ଭାଗ ନେବେ ଡମ୍ବରୁଧର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଆସନ୍ତା ୨୨ ତାରିଖରେ ପୁଡୁଚେରୀରେ ହେବାକୁ ଥିବା ୧୨ତମ ଜୁନିୟର ବଡିବିଲ୍ଡିଂ ଚାମ୍ପିୟାନ ସିପ୍‌ରେ ଗଂଜାମ ସହରର ଯୁବ ବଡିବିଲ୍ଡଂର ଜି.ଡମ୍ବରୁଧର ରାଓ (୨୦) ଭାଗ ନେଉଥିବା ଜଣାପଡିଛି । ସେ ୫୫ ବର୍ଗ କେଟେଗୋରୀରେ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଭାଗ
Read More...