ପ୍ରବାସୀ ଭାରତୀୟ ସମ୍ମିଳନୀର ସିଧାପ୍ରସାରଣ ଦେଖିଲେ ଛାତ୍ରଛାତ୍ରୀ
ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ସ୍ଥିତ ସୁଲେଇ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍ମାର୍ଟ ଟିଭି ମାଧ୍ୟମରେ ଭୁବନେଶ୍ୱରରେ ହେଉଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସର ସିଧା ପ୍ରସାରଣ ଦେଖିଛନ୍ତି ।!-->…
Read More...
Read More...