Browsing Tag

deogaon news

ଦେଓଗାଁ କଛାର୍‌ପାଲି ଛକ ପାଖରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ଗୁରୁତର

ଦେଓଗାଁ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ କଛାର୍‌ପାଲି ଛକ ସ୍କୁଲ୍‌ ପାଖରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିବା ବେଳେ ଦୁଇ ବାଇକ୍‌ ଆରୋହୀ ଗୁରୁତର ଆହତ ହୋଇ ବଲାଙ୍ଗିର ବିବିଏମ୍‌ସିଏଚ୍‌ରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି । ସୂଚନା ଅନୁସାରେ ରଂଜିତ ପାଲ୍‌(୨୫)…
Read More...

ପ୍ରଥମ ବିଶ୍ୱ ଭାଷା ସମ୍ମିଳନୀ ଅବସରରେ ଆଶୁକବି ହେମନ୍ତ ଦାଶଙ୍କୁ ଗୁଡଖାପଲା ଗ୍ରାମପଞ୍ଚାୟତ ତରଫରୁ ସମ୍ବର୍ଦ୍ଧନା…

ଦେଓଗାଁ, (କେପିଏନ୍‌ଏସ୍‌) : ଗୁଡଖାପଲା ଗ୍ରାମପଞ୍ଚାୟତ ଆନୁକୂଲ୍ୟରେ ପଞ୍ଚାୟତ ପରିସରରେ ପ୍ରଥମ ବିଶ୍ଵ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସରପଞ୍ଚ ଶ୍ରୀମତୀ ଜୀବନୀ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ସମିତି ସଭ୍ୟା ବୈଜୟନ୍ତୀ ମାଝୀ ଓ ଆଶୁକବି ହେମନ୍ତ ଦାଶ ଯୋଗ…
Read More...

ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଦକ୍ଷତା ତାଲିମ

ଦେଓଗାଁ, (କେପିଏନ୍‌ଏସ୍‌) : ଅଦ୍ୟ ତାରିଖରେ ଦେଓଗାଁ କଚ୍ଛାରପାଲି ଉଚ୍ଚ ପ୍ରାଥମିକ ସ୍କୁଲଠାରେ ଜିଲ୍ଲା ଶିକ୍ଷା ଓ ଶିକ୍ଷକ ତାଲିମ କେନ୍ଦ୍ରର ପ୍ରତ୍ୟକ୍ଷ ତତ୍ୱାବଧାନରେ ୨୮ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଦକ୍ଷତା ବିକାଶ ଓ ସ୍ୱଳ୍ପ ଖର୍ଚ୍ଚରେ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ ପାଇଁ ତାଲିମ ଶିବିର…
Read More...

ନୂଆଁ- ଓ ଅନ୍ତର୍ଗତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

ଦେଓଗାଁ, (କେପିଏନ୍‌ଏସ୍‌) : ଜରାସିଂହା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଦ୍ଵାରା ଆୟୋଜିତ ନୂଆଁ-ଓ କାର୍ଯ୍ୟକ୍ରମର ଦ୍ଵିତୀୟ ଓ ତୃତୀୟ ଦିନରେ ବିଭିନ୍ନ ପ୍ରତିଯୋଗିତା ଗୁଡିକ ଅନୁଷ୍ଠିତ ହୋଇଯାଇଛି । ପ୍ରାଧ୍ୟାପକ ରଞ୍ଜନ କୁମାର ପାଣିଗ୍ରାହୀଙ୍କ ସଂଯୋଜନା ଓ ଅଧ୍ୟକ୍ଷ ବସନ୍ତ କୁମାର ମନହିରାଙ୍କ…
Read More...

ନୂଆଁ ଓଡିଶା କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଦେଓଗାଁ, (କେପିଏନ୍‌ଏସ୍‌) : ଜରାଂସିହା ଉଚ୍ଚ ବିଦ୍ୟାଳୟରେ ନୂଆ ଓଡିଶାରେ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ପ୍ରାରମ୍ଭରେ ଖେଳ ପ୍ରଶିକ୍ଷକ ପ୍ରଶାନ୍ତ କୁମାର ଥନାପତିଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀ ଓ କର୍ମଚାରୀ ବୃନ୍ଦ ପାଟଖଣ୍ଡା ମନ୍ଦିରରୁ ଏକ ମଶାଲ ଶୋଭାଯାତ୍ରାରେ ବାହାରି…
Read More...

ଦେଓଗାଁ ସାହୁପଡ଼ା ଗଜଲକ୍ଷ୍ମୀ ପୂଜା ପାଇଁ କଳସ ଶୋଭାଯାତ୍ରା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସଦର ପଞ୍ଚାୟତ କଛାରପାଲି ସ୍ଥିତ ସାହୁପଡା ପ୍ରଗତି ଯୁବକ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଦଶମ ଗଜଳକ୍ଷ୍ମୀ ପୂଜା ପାଇଁ ଶୁକ୍ରବାର ସନ୍ଧ୍ୟାରେ ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗାଁର ମହିଳାମାନେ ସୋନଗଡ଼ ନଦୀରୁ ପୂର୍ଣ୍ଣ କଳସରେ…
Read More...

ଗୌଡ଼ଗୋଠ ପ୍ରଥମ ପାଟଖଣ୍ଡା ମହୋତ୍ସବର ତୃତୀୟ ସନ୍ଧ୍ୟା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ଗୌଡ଼ଗୋଠ ପଞ୍ଚାୟତର ଗୌଡ଼ଗୋଠରେ ଦୀର୍ଘ ୨୦ବର୍ଷ ହେବ ଚାଲି ଆସୁଥିବା ପାଟଖଣ୍ଡା ଯାତ୍ରା ଅବସରରେ ଚଳିତ ବର୍ଷ ପ୍ରଥମ କରି ପାଟଖଣ୍ଡା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଗତ ମଙ୍ଗଳବାର ଦିନ ମହୋତ୍ସବ ଆନୁଷ୍ଠାନିକ ଭାବେ ଏହି ମହୋତ୍ସବ…
Read More...

ଉପରଝର ପାଟଖଣ୍ଡା ଯାତ୍ରା ସମ୍ପନ୍ନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝର ପଞ୍ଚାୟତ ଅନ୍ତର୍ଗତ ଉପରଝରଠାରେ ରୀତିନୀତି ଅନୁସାରେ ପାଟଖଣ୍ଡା ଯାତ୍ରା ସମ୍ପନ୍ନ ହୋଇଯାଇଛି । ଏଠାରେ ୪ଦିନ ଧରି ଯାତ୍ରା ହୋଇଥାଏ । ଚଳିତବର୍ଷ ରୀତିନୀତି ଅନୁସାରେ ମା' ପାଟଖଣ୍ଡାଙ୍କ ଷୋଡ଼ଶ ପୂଜା ଅନୁଷ୍ଠିତ ହୋଇଥିଲା । ରବିବାର ନବମୀ…
Read More...

ଧରାପୃଷ୍ଠରୁ ମା’ ଦୁର୍ଗାଙ୍କ ଭସାଣି ଯାତ୍ରା

ଦେଓଗାଁ, (ମନୀଷ କୁମାର ସାହୁ) : ମା' ଜଗତଜନନୀ ଦୁର୍ଗାଙ୍କ ଭସାଣି ଯାତ୍ରା ଦେଓଗାଁ ବ୍ଲକରେ ହୋଇଯାଇଛି । ଧରାପୃଷ୍ଠରୁ ମେଲାଣି ନେଇଛନ୍ତି ମା' ଦୁର୍ଗା । ଦେଓଗାଁ ସଦର ସହ ଦୁର୍ଗା ପୂଜା ପାଳିତ ହେଉଥିବା ବ୍ଲକର ସମସ୍ତ ଗାଁରେ ବୁଧବାର ପାରମ୍ପରିକ ବାଦ୍ୟର ଧ୍ବନିରେ କମ୍ପୁଥିଲା । ଦେଓଗାଁ…
Read More...

ଜରାସିଂହା ପାଟଖଣ୍ଡା ଯାତ୍ରା : ଖଣ୍ଡାଧୁଆ ଶେଷ, ପହଞ୍ଚିଲା ପାଟ ସିନ୍ଦୁର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ବହୁ ପ୍ରତିକ୍ଷିତ ଯାତ୍ରା ଜରାସିଂହା ପାଟଖଣ୍ଡା ଯାତ୍ରାର ରବିବାର ଖଣ୍ଡାଧୁଆ ଶେଷ ହେବା ପରେ ସନ୍ଧ୍ୟାରେ ଦେଓଗାଁ ସ୍ଥିତ ମଶାଳିଆଙ୍କ ଘରକୁ ପହଞ୍ଚିଲା ପାଟସିନ୍ଦୁର । ମଶାଲିଆଙ୍କ ଘରେ ପୂଜାର୍ଚ୍ଚନା ବେଳେ ଦର୍ଶନ କରିଥିଲେ ଗାଁ ଲୋକେ । ୩ ଜଣ…
Read More...