ସାଲେପାଲି ମେହେର ପରିବାରର ସାମୁହିକ ନୂଆଁଖାଇ
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ଗାଁରେ ପୂର୍ବ ପରମ୍ପରାକୁ ବଜାୟ ରଖି ଚଳିତ ବର୍ଷ ମଧ୍ୟ ମେହେର ପରିବାରର ସମସ୍ତ ସଦସ୍ୟ ଏକତ୍ର ନୂଆଁଖାଇ ପାଳନ କରିଥିଲେ । ନୂଆଁଖାଇ କେବଳ ଏକ ପର୍ବ ସହ ପରମ୍ପରା, ସଂସ୍କୃତିର ଏକ ଅଭିନ୍ନ ଅଙ୍ଗ ଓ ଭାଇଚାରାର ନିଦର୍ଶନ । ଚାରି ଦିନିଆ!-->…
Read More...
Read More...