Browsing Tag

deogaon news

୨୨ମାସ ପରେ ପୂରଣ ହେଲା ସ୍ଥାୟୀ ବ୍ଳକ ଶିକ୍ଷା ଅଧିକାରୀ ପଦବୀ

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ଦେଓଗାଁ ବ୍ଳକ ଶିକ୍ଷା କାର୍ଯ୍ୟାଳୟ ପରିସରରେ ନୂତନ ଭାବେ ଦେଓଗାଁ ବ୍ଳକ ଶିକ୍ଷା ଅଧିକାରୀ ଭାବେ ମମତା ମହାଡ଼ିକ ଯୋଗଦାନ କରିଛନ୍ତି । ତାଙ୍କୁ ଆନୁଷ୍ଠାନିକ ଭାବେ କାର୍ଯ୍ୟାଳୟରେ ବିଆର୍‌ସିସି ଅଜିତ ମିଶ୍ର, ଏବିଇଓ କବିରାଜ ମାଝୀ ସହ ଶିକ୍ଷା
Read More...

ଜରାସିଂହା ବୁଢ଼ିଆଈ ଯାତ୍ରା ଆଜି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ଜରାସିଂହାରେ ଅନୁ‌ଷ୍ଠିତ ହେଉଥିବା ଐତିହାସିକ ବୁଢ଼ିଆଈ ଯାତ୍ରା ଗତ ଶନିବାର ଦିନ ଗୋରସ ରୋକା ହେବା ସହ ମନ୍ଦିରରେ ପୂଜା ଆରମ୍ଭ ହୋଇଥିଲା । ଶନିବାର ଦିନ ଗାଁର ସମସ୍ତ ଶ୍ରଦ୍ଧାଳୁ ନିଜ ନିଜ ଘରୁ ଗୋରସ ଆଣିବା ପର ବୁଢ଼ୀଆଇ ମନ୍ଦିରରେ
Read More...

ଅଭିନବ ଶ୍ରୀକ୍ଷେତ୍ର ମୁରସିଂହ ଶ୍ରୀମନ୍ଦିର ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ମୁରସିଂହରେ ଶ୍ରୀକ୍ଷେତ୍ର ପୁରୀ ପରଂପରା ଚାଲି ଆସିଥିବା ରଥଯାତ୍ରା ରବିବାର ବିଲମ୍ବିତ ରାତିରେ ସମାପ୍ତ ହୋଇଯାଇଛି । ଗତ ୨୦ ତାରିଖ ରଥ ଦ୍ବିତୀୟ ଦିନଠାରୁ ରଥ ଟଣା ହୋଇ କୁତୁର୍ଲା ଆମ୍ବପାଲିରେ ମାଉସୀ ମା' ଘରେ ରହିଥିଲେ ଶ୍ରୀ ଜଗନ୍ନାଥ ।
Read More...

ଅର୍ଜୁନପୁର ହାଇସ୍କୁଲରେ ହିନ୍ଦୀ ଶିକ୍ଷକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ଦିନ ଅର୍ଜୁନପୁର ଉଚ୍ଚ ବିଦ୍ୟାଳୟ ସାମ୍ନାରେ ହିନ୍ଦୀ ଶିକ୍ଷକ ଡିଙ୍ଗର ରାଉତଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ ରଥଙ୍କର ସଭାପତିତ୍ୱରେ ସଭାକାର୍ଯ୍ୟ ପରିଚାଳନା ହୋଇଥିଲା ।
Read More...

କେଜିବିଭି ପ୍ରଧାନ ଶିକ୍ଷୟତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ପୋନିସୁଗର କଲୋନି ସ୍ଥିତ କସ୍ତୁରବା କାନ୍ଧୀ ଆବାସିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମମତା ମିଶ୍ରଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ସଭାରେ ବ୍ଲକର ଏବିଇଓ ତଥା ବିଆର୍‌ସିସି ଅଜିତ ମିଶ୍ର ମୁଖ୍ୟ ଅତିଥି
Read More...

ତୁ ତୁ ମେ ମେରେ ଶେଷ ହେଲା ଦେଓଗାଁ ପଞ୍ଚାୟତ ସମିତି ବୈଠକ

ସଭାରେ ଅଧ୍ୟକ୍ଷଙ୍କ ଅପବ୍ୟବହାର ଯୋଗୁଁ ବୈଠକ ଘଣ୍ଟାଏ ବନ୍ଦଠିକା କାମକୁ ନେଇ ସମିତି ସଭ୍ୟ - ସରପଞ୍ଚ ଟଣା ଓଟରା ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ୧୧ଟାରେ ଦେଓଗାଁ ବ୍ଲକ ସଭା କକ୍ଷରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବ୍ଲକ ଅଧ୍ୟକ୍ଷ ଦୟାନିଧୀ
Read More...

ସାଲେପାଲି ମାଉସୀ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ରାମ ଅବତାର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ଗାଁର ମାଉସୀ ମା' ମନ୍ଦିରରେ ସୋମବାର ଶ୍ରୀ ଜଗନ୍ନାଥ ରାମ ଅବତାର ଧାରଣ କରିଛନ୍ତି । ଏହାକୁ ଅଞ୍ଚଳର ଶ୍ରଦ୍ଧାଳୁ ଦର୍ଶନ କରିଛନ୍ତି ।
Read More...

ସାଲେପାଲି ମାଉସୀ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ପର୍ଶୁରାମ ଅବତାର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ଗାଁର ମାଉସୀ ମା' ମନ୍ଦିରରେ ରବିବାର ଶ୍ରୀ ଜଗନ୍ନାଥ ପର୍ଶୁରାମ ଅବତାର ଧାରଣ କରିଛନ୍ତି । ଏହାକୁ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଦର୍ଶନ କରୁଛନ୍ତି । ।
Read More...

ଗାଈବାହାଲରେ ପାନୀୟଜଳ ପ୍ରକଳ୍ପ ଉଦ୍‌ଘାଟନ କଲେ ନରସିଂହ ମିଶ୍ର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗାଈବାହାଲ ପଞ୍ଚାୟତ ଗାଈବାହାଲରେ ଶୁକ୍ରବାର ଅପରାହ୍ନରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ଏକ ପାନୀୟ ଜଳ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ହୋଇଯାଇଛି । ଉଦ୍‌ଘାଟନ ହୋଇଥିବା ଏହି ପ୍ରକଳ୍ପରେ ଘରକୁ ଘର ପାଇପ ଯୋଗେ ଗାଈବାହାଲ ଓ ଅର୍ଡା
Read More...

ସାଲେପାଲି ମାଉସୀ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ବାମନ ଅବତାର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ଗାଁର ମାଉସୀ ମା' ମନ୍ଦିରରେ ଶନିବାର ଶ୍ରୀ ଜଗନ୍ନାଥ ବାମନ ଅବତାର ଧାରଣ କରିଥିଲେ । ଏହାକୁ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଦର୍ଶନ କରିଥିଲେ । ଏବେ ତିନିଦିଅଁ ମାଉସୀ ମନ୍ଦିରରେ ପୂଜା ପାଉଛନ୍ତି ।
Read More...