୨ୟ ଦୀନବନ୍ଧୁ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା : ନୂଆଁପାଲିକୁ ହରାଇ ଦେଓଗାଁ ଚାମ୍ପିଅନ
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ସାଲେପାଲି ସ୍ଥିତ ଖେଳ ପଡ଼ିଆରେ ଗତ ୨୨ ତାରିଖରୁ ଆରମ୍ଭ ହୋଇଥିବା ୨ୟ ଦୀନବନ୍ଧୁ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି । ଶୁକ୍ରବାର ଦିନ ଦେଓଗାଁ ଏବଂ ନୂଆଁପାଲି ଦଳ ଅନୁଷ୍ଠିତ ହୋଇଥିବା ଫାଇନାଲ ମ୍ୟାଚରେ ବିଜୟୀ!-->…
Read More...
Read More...