ନିମବସନ୍ତ ଗ୍ରାମରେ ସାହିତ୍ୟ ସଭା ଅନୁଷ୍ଠିତ
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନିମବସନ୍ତ ଗ୍ରାମରେ ସାହିତ୍ୟ ସଭା ଅନୁଷ୍ଠିତ ହୋଇଯାଇଛି । ନିମାଇଁ ସାହିତ୍ୟ ସଂସଦ ତରଫରୁ ଆୟୋଜିତ ସାରତ୍ୱତ ଉତ୍ସବରେ ସଭାପତିତ୍ୱ କରିଥିଲେ ଦାଶରଥି ମହାନ୍ତି । ମହନ୍ତ ବୃନ୍ଦାବନ ଦାସ ଉଦ୍ଘାଟନ କରିଥିବା ବେଳେ ସାମ୍ବାଦିକ ଦିଲ୍ଲିପ ଧାଉଡିଆ,!-->…
Read More...
Read More...