ଧର୍ମପରାୟଣ ମହିଳାଙ୍କ ପରଲୋକ
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ପଞ୍ଚାୟତ ରାଢ଼ୁଅ ଗ୍ରାମର ବାର୍ଷିୟାନ ଧର୍ମପରାୟଣ ମହିଳା ବଦନୀ ପଳେଇ(୮୨)ଙ୍କ ଗୁରୁବାର ଅପରାହ୍ନ ୧ ଘଟିକାରେ ପରଲୋକ ଘଟିଯାଇଛି । ତାଙ୍କର ଏହି ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକାରଛାୟା ଖେଳିଯାଇଛି!-->…
Read More...
Read More...