Browsing Tag

delanga news

ବରକେରା ବିଦ୍ୟାଳୟରେ ବିଶ୍ଵ ବନ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ବିଶ୍ଵ ବନ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ସତ୍ୟବାଦୀ ଯୁଗର ପଞ୍ଚସଖାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇ ପଞ୍ଚସଖାଙ୍କ
Read More...

ଡେଲାଙ୍ଗରେ ପଖାଳ ଦିବସ ପାଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଇଥାଏ । ପଖାଳ ଓଡିଶାର ଘରେ ଘରେ ଏକ ସୁପରିଚିତ ଓ ସମସ୍ତଙ୍କର ଆଦରଣୀୟ ଖାଦ୍ୟ । ଏଥିରେ ଅନେକ ଔଷଧୀୟ ଓ ସ୍ୱାସ୍ଥ୍ୟଗତ ପ୍ରାକୃତିକ ଆବଶ୍ୟକତା ରହିଛି । ଓଡିଶାରେ ଏପରି କୌଣସି ଘର
Read More...

ସାଗର ସ୍ନାନ ଉପଲକ୍ଷେ ରାମ ନାଟକ ପରିବେଷଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ସୁଜନପୁର ଗ୍ରାମ ପଞ୍ଚାୟତର ଜଗଦଳପୁର ଗ୍ରାମର ଆରାଧ୍ୟ ଠାକୁରାଣୀ ମା' ପାଦୁକାଇଙ୍କ ପୀଠରେ ସାଗର ସ୍ନାନ ଉପଲକ୍ଷେ ଜଗଦଳପୁର ଗ୍ରାମର ମା' ପାଦୁକାଇ ରାମନାଟ୍ୟ କଳାପରିଷଦ ତରଫରୁ ରାମ ନାଟକ ଲଙ୍କାପୋଡି ଉତ୍ସବ ଅନୁଷ୍ଠିତ
Read More...

ଏପ୍ରିଲ ୫ରେ ଜମିବ ଘୋରଡିଆର ପ୍ରସିଦ୍ଧ ଦୟଣାଚୋରୀ ମେଲଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦୟଣାଚୋରୀ ପର୍ବ ଅନୁରୁପ ଡେଲାଙ୍ଗ ବ୍ଲକ ତଥା ପୁରୀ ଜିଲ୍ଲାର ସର୍ବବୃହତମ ଗ୍ରାମ ଘୋରଡିଆ ଗ୍ରାମର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀରାଧାକାନ୍ତ ଦେବ ଓ ଶ୍ରୀଶ୍ରୀ ରାଧାମୋହନ ଦେବଙ୍କ ଐତିହାସିକ ପ୍ରସିଦ୍ଧ ଦୟଣାଚୋରୀ
Read More...

ଆନ୍ତର୍ଜାତୀୟ ମାଣ୍ଡିଆ ବର୍ଷ ୨୦୨୩ ଅବସରରେ ବିଶ୍ଵସ୍ତରୀୟ ସମ୍ମିଳନୀ ଉଦ୍‌ଘାଟିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆନ୍ତର୍ଜାତୀୟ ମାଣ୍ଡିଆ ବର୍ଷ ୨୦୨୩ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀରେ ବିଶ୍ଵସ୍ତରୀୟ ସମ୍ମିଳନୀ ଉଦ୍‌ଘାଟନ କରିଛନ୍ତି । କୃଷି ବିଜ୍ଞାନ କେନ୍ଦ୍ର, ସାକ୍ଷୀଗୋପାଳ, ପୁରୀ ସମ୍ମିଳନୀ କକ୍ଷରେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ
Read More...

ହସ ଦିବସ ପାଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : 'ହସ ଦିବସ' ପ୍ରତିବର୍ଷ ମାର୍ଚ୍ଚ ୧୯ରେ ପାଳନ କରାଯାଏ । ଏହା ଏକ ଅନୌପଚାରିକ ପାଳନ ଦିବସ ଯାହା ଲୋକଙ୍କୁ ହସିବାକୁ ଏବଂ ହସର ଲାଭ ଉପଭୋଗ କରିବାକୁ ଉତ୍ସାହିତ କରେ । ଡାକ୍ତରୀ ଅଧ୍ୟୟନରୁ ଜଣାପଡେ ଯେ, କିଛି ମିନିଟର ହସ ରକ୍ତଚାପକୁ ହ୍ରାସ କରିପାରେ,
Read More...

ବିଶ୍ୱ ପୁନଃ ଚକ୍ରଣ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : 'ଗ୍ଲୋବାଲ୍ ରିସାଇକ୍ଲିଂ ଡେ' ବା ବିଶ୍ଵ ପୁନଃ ଚକ୍ରଣ ଦିବସ' ହେଉଛି ଏକ ବାର୍ଷିକ କାର୍ଯ୍ୟକ୍ରମ ଯାହା ଯେ କୌଣସି ବର୍ଜ୍ୟବସ୍ତୁର ପୁନଃ ବ୍ୟବହାରର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ବର୍ଜ୍ୟବସ୍ତୁ ହ୍ରାସ ତଥା ପରିବେଶର ସୁରକ୍ଷା ପାଇଁ
Read More...

ଓଡିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଲଣ ଉଦ୍‌ଯାପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଲଣ ଗୁରୁବାର ଗୋଧୂଳି ଲଗ୍ନରେ ପାରମ୍ପରିକ ନୀତି ଅନୁଯାୟୀ ହରିହର ଭେଟ ପାରସ୍ପରିକ ଫଗୁ ବିନିମୟରେ ଉଦ୍‌ଯାପିତ ହୋଇଯାଇଛି । ୧୨ ତାରିଖ ମଧ୍ୟରାତ୍ରରୁ ଆକର୍ଷଣୀୟ ଆତସବାଜୀ ବାଣ ପ୍ରଦର୍ଶନୀ ମଧ୍ୟରେ
Read More...

ଆଧ୍ୟାତ୍ମିକ କବିତା ଆସର

ଡେଲାଙ୍ଗ/ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ହରିରାଜପୁରର ପ୍ରସିଦ୍ଧ ସୋମନାଥଙ୍କର ମେଲଣ ପଡିଆର ସୂଚନା କେନ୍ଦ୍ର ମଂଚରେ ଅନୁଷ୍ଠିତ ହୋଇଯାଇଛି ମନୋରମ ଆଧ୍ୟାତ୍ମିକ କବିତା ଆସର । ନିମାଇଁ ସାହିତ୍ୟ ସଂସଦର ସମ୍ପାଦକ ମାନସ ରଞ୍ଜନ ପଟ୍ଟନାୟକ ଆବାହନରେ ବିଭିନ୍ନ ଜାଗାରୁ ଅନେକ କବି ଲେଖକ
Read More...

ହରିରାଜପୁର ପଞ୍ଚୁଦୋଳ ମେଲଣ ମହୋତ୍ସବ ମଞ୍ଚରେ ଆଧ୍ୟାତ୍ମିକ କବିତା ଆସର ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ହରିରାଜପୁର ମେଲଣ ପଡିଆର ମହୋତ୍ସବ ମଂଚରେ ନିମାଇଁ ସାହିତ୍ୟ ସଂସଦ ତରଫରୁ ଏକ ବର୍ଣ୍ଣାଢ୍ୟ ସାରସ୍ୱତ ଉତ୍ସବ ସହ ଆଧ୍ୟାତ୍ମିକ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ମେଳଣ ପରିଚାଳନା କମିଟିର ସଂଯୋଜକ ତଥା ସମାଜସେବୀ ପ୍ରସନ୍ନ କୁମାର ମହାରଥୀ ଆନୁଷ୍ଠାନିକ
Read More...