Browsing Tag

delanga news

ଆନ୍ତର୍ଜାତୀୟ ମାତୃଭାଷା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଫେବୃଆରୀ ୨୧ ଆନ୍ତର୍ଜାତୀୟ ମାତୃଭାଷା ଦିବସ । ପ୍ରଥମ ବା ସ୍ଥାନୀୟ ଭାଷା ଉପରେ ଆଧାରିତ ବହୁଭାଷୀ ଶିକ୍ଷାର ଭୂମିକାକୁ ୟୁନେସ୍କୋ କ୍ରମାଗତ ଭାବରେ ଆଲୋକିତ କରିଛି । ଯାହାକୁ ମାତୃଭାଷା କିମ୍ବା ଘରୋଇ ଭାଷା ମଧ୍ୟ କୁହାଯାଏ । ଘରୋଇ ଭାଷା ଏବଂ…
Read More...

ସ୍କୁଲ ଛାତ୍ର ଦୀପ୍ତିରଞ୍ଜନ ପରିଡାଙ୍କ ଅକାଳ ବିୟୋଗ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସାଉରିଆ ଗ୍ରାମର ସ୍ୱର୍ଗତ ଧରଣୀଧର ପରିଡାଙ୍କ ଏକ ମାତ୍ର ପୁତ୍ର ତଥା ଘୋରଡ଼ିଆ ନୋଡାଲ ହାଇସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ର ଦୀପ୍ତିରଞ୍ଜନ ପରିଡା (୧୪) ଆଜି ସକାଳେ ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି ।…
Read More...

ଭକ୍ତ ଶିରୋମଣି ଦାସିଆଙ୍କ ମହାପ୍ରୟାଣ ଦିବସ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅନନ୍ୟ ଭକ୍ତ ଦାସିଆଙ୍କ ଜନ୍ମ ଓ ସାଧନା ପୀଠ ପୁରୀ ଜିଲ୍ଲାର ବାଲିଗ୍ରାମଠାରେ ପବିତ୍ର ମାଘ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରୟାଣ ଦିବସ ମହାସମାରୋହରେ ଭକ୍ତଦାସିଆ ସ୍ମୃତି କମିଟି ଆନୁକୂଲ୍ୟରେ ପାଳିତ ହୋଇଯାଇଅଛି । ଏହି…
Read More...

ଖେଲାଉର ପଞ୍ଚାୟତର ନୂତନ ଗୃହ ଉଦ୍‌ଘାଟନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ଖେଲାଉର ଗ୍ରାମ ପଂଚାୟତର ନୂତନ ଗୃହକୁ ମଙ୍ଗଳବାର ଅପରାହ୍ନରେ ଯୁବ ବିଧାୟକ ରୁଦ୍ର ପ୍ରତାପ ମାହାରଥୀ ଶୁଭ ଉଦ୍‌ଘାଟନ କରିଛନ୍ତି । ଏହି ଉଦଘାଟନୀ ଉତ୍ସବରେ ବିଧାୟକ ମହାରଥିଙ୍କ ସହିତ ବ୍ଲକ ଅଧକ୍ଷା ବାସନ୍ତୀ ସାହୁ,…
Read More...

ବିଶ୍ୱ ସାମାଜିକ ନ୍ୟାୟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଫେବୃଆରୀ ୨୦ ତାରିଖ ବିଶ୍ୱ ସାମାଜିକ ନ୍ୟାୟ ଦିବସ । ବିବିଧତା ଏବଂ ଭିନ୍ନତା ଦ୍ୱାରା ଚିହ୍ନିତ ଏକ ଦୁନିଆରେ ସାମାଜିକ ନ୍ୟାୟ ଅନୁସରଣ କରିବା ଆମକୁ ଭବିଷ୍ୟତ ଆଡକୁ ଗତି କରିବ ଯେଉଁଠାରେ ନ୍ୟାୟ ଏବଂ ସମାନତା ସର୍ବୋଚ୍ଚ ଶାସନ କରେ । ଯେହେତୁ ଆମେ…
Read More...

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ଡେଲାଙ୍ଗ ବ୍ଲକର ସଫଳତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଶା ସରକାରଙ୍କ ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନା ଶିକ୍ଷାର୍ଥୀ, ଶିକ୍ଷକ, ବିଦ୍ୟାଳୟ ପରିଚାଳନା ପରିଷଦ ଓ ପୁରାତନ ଛାତ୍ର ସଂସଦମାନଙ୍କୁ ଶ୍ରେଷ୍ଠତା ଭିତ୍ତିରେ ପୁରସ୍କାର ଓ ଆର୍ଥିକ…
Read More...

ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ନେଇ ଡେଲାଙ୍ଗ ବିକାଶ ପରିଷଦର ପ୍ରେସ୍‌ମିଟ୍‌

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଓ ଡେଲାଙ୍ଗର ସ୍ୱାଭିମାନ ସୁରକ୍ଷା ନେଇ ରବିବାର ଅପରାହ୍ନରେ ଡେଲାଙ୍ଗ ବିକାଶ ପରିଷଦ କାର୍ଯ୍ୟାଳୟ ଠାରେ ସମାଜସେବୀ ଶ୍ରୀମତୀ କୁନ୍ତଳା କୁମାରୀ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଏକ…
Read More...

ଛତ୍ରପତି ଶିବାଜୀ ଜୟନ୍ତୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଫେବୃଆରୀ ୧୯ ତାରିଖ ଛତ୍ରପତି ଶିବାଜୀ ଜୟନ୍ତୀ । ଏହି ଅବସରରେ ମହାନ ମରାଠା ସମ୍ରାଟଙ୍କ ୩୯୪ତମ ଜନ୍ମଦିନ ପାଳନ କରି ଅପାର ଐତିହାସିକ ଏବଂ ସାଂସ୍କୃତିକ ମହତ୍ୱକୁ ସ୍ମରଣ କରିବାର ସମୟ ଆସିଛି । ଛତ୍ରପତି ଶିବାଜୀ ମହାରାଜ, ନିଜର ବୀରତ୍ୱ, ନେତୃତ୍ୱ ଏବଂ…
Read More...

ବିଶ୍ୱ ତିମି ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଫେବୃଆରୀ ୧୮ ବିଶ୍ୱ ତିମି ଦିବସ । ମହାସାଗରର ବୃହଦାକାର ଜୀବ ତିମି ବିଷୟରେ ଆଲୋକପାତ କରିବା ପାଇଁ 'ବିଶ୍ୱ ତିମି ଦିବସ' ପାଳନ କରାଯାଏ । ଏହି ଚମତ୍କାର ଜୀବ ସେମାନଙ୍କର ସୌନ୍ଦର୍ଯ୍ୟ ତଥା ପାରିବେଶିକ ମୂଲ୍ୟ ବିଷୟରେ ସଚେତନତା ସୃଷ୍ଟି କରିବା ହେଉଛି…
Read More...

ଡେଲାଙ୍ଗ-କଣାସ ରାସ୍ତା ମରାମତି ନେଇ ରାସ୍ତା ଅବରୋଧ ଓ ଗଣଧାରଣା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ-କଣାସ ରାସ୍ତାର ଦୀର୍ଘ ଦିନ ହେଲା ଡେଲାଙ୍ଗ ବାୟା ବଜାରଠାରୁ କଲ୍ୟାଣପୁର ବଜାର ପର୍ଯ୍ୟନ୍ତ ୬ କି.ମି ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ଏହି ରାସ୍ତା ଦେଇ ସହସ୍ର ସଂଖ୍ୟାରେ ଭାରି ଯାନ, ମୋଟର ଗାଡ଼ି, ଜନସାଧାରଣ, ରୋଗୀ, ସରକାରୀ…
Read More...