Browsing Tag

delanga news

ଚତୁର୍ଥ ବାର୍ଷିକ ବସନ୍ତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ‌ : କଣାସ ଚମ୍ପିଅନ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ଡେଲାଙ୍ଗ କୋଠବାଡ଼ ପଞ୍ଚାୟତ ଅନ୍ତର୍ଗତ ବଡ଼ ଆଙ୍କୁଲା ଗ୍ରାମ କ୍ରିକେଟ୍‌ ପଡ଼ିଆ ଠାରେ ଅନୁଷ୍ଠିତ ଚତୁର୍ଥ ବାର୍ଷିକ ବସନ୍ତ ମେମୋରିଆଲ୍‌ କ୍ରିକେଟ୍‌ ଟୁର୍ଣ୍ଣମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ୍‌ରେ ସମୁଦାୟ ୧୬ଟି ଦଳ ଭାଗ ନେଇ
Read More...

ବ୍ଲକ୍‌ସ୍ତରୀୟ ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ୍‌ ପରିସରରେ ଦୀନ୍‌ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ଅନ୍ତର୍ଗତ ବ୍ଲକ୍‌ସ୍ତରୀୟ ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗରେ ନୂତନ ଭାବେ ଯୋଗ ଦେଇଥିବା ବିଡିଓ ଦିଲ୍ଲୀପ କୁମାର ଷଡ଼ଙ୍ଗୀ ପ୍ରଦୀପ ଜାଳି
Read More...

ହସ୍ତ ଶିଳ୍ପ ତାଲିମ ଶିବିର

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ପଟଣପୁର ଗ୍ରାମରେ ପରିବର୍ତ୍ତନ ଓଡିଶା ପରିବାର ପକ୍ଷରୁ ହସ୍ତ ଶିଳ୍ପ ତାଲିମ୍ ଶିବିର ଅନୁଷ୍ଠିତ ହୋଇଥିଲା । ୫୦ ଜଣଙ୍କ ମଧ୍ୟରେ ତାଲିମ୍ ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ପରିବର୍ତ୍ତନ ଓଡିଶା ପରିବାରର
Read More...

ଘୋରଡିଆରେ ଅଗ୍ନି ଉତ୍ସବ ଅନୁଷ୍ଠିତ

ଡେଲାଙ୍ଗ, (ଦୀଲିପ କୁମାର ଧାଉଡ଼ିଆ) : ଡେଲାଙ୍ଗର ବିଭିନ୍ନ ଗ୍ରାମ ପୁଞ୍ଜରେ ଅଗ୍ନି ଜଳା ଉତ୍ସବ ଅନୁଷ୍ଟିତ ହୋଇଯାଇଛି । ଏହି ଅବସରେ ଘୋରଡିଆ ଗ୍ରାମର ଶ୍ରୀ ଶ୍ରୀ ସୋମନାଥ ଦେବଙ୍କୁ ଛତି ଆଲଟ ଚାମ୍ବର, ଘଣ୍ଟ, କାହାଳୀ, ନଦିଆ ସଂକୀର୍ତ୍ତନ, ବାଜା ବାଣ ଫୁଟାଇ ସୁସଜ୍ଜିତ ଆଲୋକ ସଜା ମଧ୍ୟରେ
Read More...

ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପୋଷାକ ବିତରଣ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଶ୍ରୀ ପୁରୁଷୋତ୍ତମପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ୬୧ ଜଣ ଛାତ୍ରଛାତ୍ରୀମାନଙ୍କୁ ନୂତନ ପୋଷାକ ଓ ଜୋତା ମୋଜା ବଣ୍ଟନ କରାଯାଇଛି । ରାଜ୍ୟ ସରକାରଙ୍କ କୋଭିଡ-୧୯ ଆଇନ ଅନୁଯାୟୀ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ଆସିବାକୁ ବାରଣ
Read More...

ବିଭିନ୍ନ ସ୍କୁଲରେ ଓଡିଶୀ ନୃତ୍ୟ ପ୍ରଶିକ୍ଷଣ ଶିବିର

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଏବଂ ରାଜ୍ୟସ୍ତରୀୟ ସାଂସ୍କୃତିକ ଅନୁଷ୍ଠାନ ସୁଧାର ମିଳିତ ସହଯୋଗରେ ଡେଲାଙ୍ଗ ବ୍ଳକର ମହତାବ, ରାଧାକାନ୍ତ, ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ, ସର୍ବପଲ୍ଲୀ ବିଦ୍ୟାପୀଠ, ପୁରୁଷୋତ୍ତମପୁର ନୋଡାଲ ସରକାରୀ ଉଚ୍ଚ
Read More...

କଅଁଳପଡା ଖଣ୍ଡୁଆଳ ପୀଠରେ ବିଶ୍ୱଶାନ୍ତି ଯଜ୍ଞ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ କଁଅଳପଡା ଗ୍ରାମର ଅଧିଷ୍ଟାତ୍ରୀ ଦେବୀ ମାଁ ବରାହୀ (ଖଣ୍ଡୁଆଳ) ଠାକୁରାଣୀଙ୍କ ପୀଠସ୍ଥଳୀରେ ୧୨ତମ ବାର୍ଷିକ ବିଶ୍ୱଶାନ୍ତି ଯଜ୍ଞ ଗ୍ରାମବାସୀ ପକ୍ଷରୁ ଅନୁଷ୍ଠିିତ ହୋଇଯାଇଛି । ମଙ୍ଗଳବାର ଠାରୁ ୪ଦିନ ବ୍ୟାପି ଅଙ୍କୁରାରୋପଣ,
Read More...

ସ୍ଵାଧୀନ ସେବା ଚାରିଟେବୁଲ ଟ୍ରଷ୍ଟ ଆନୁକୁଲ୍ୟରେ ମା’ ସିଦ୍ଧ ଚଣ୍ଡି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଡ଼େଲାଙ୍ଗ : ଡ଼େଲାଙ୍ଗ ଘନୀପୁର ପଞ୍ଚାୟତ ଯୋରକଣିସ୍ଥିତ ମା' ସିଦ୍ଧଚଣ୍ଡି ମନ୍ଦିର ସନ୍ନିକଟ ଖେଳ ପଡିଆରେ ସ୍ଵାଧୀନ ଚାରିଟେବୁଲ ଟ୍ରଷ୍ଟ ଆନୁକୁଲ୍ୟରେ ୨୧ ତମ ମା' ସିଦ୍ଧଚଣ୍ଡି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ବୁଧବାର ଅନୁଷ୍ଠିତ ଅନ୍ତିମ ଦିବସରେ ଫାଇନାଲ ମ୍ୟାଚରେ ତାଜ
Read More...

ବଣୀ ବକ୍ରେଶ୍ୱର ପୀଠରେ କଲ୍ୟାଣ ମଣ୍ଡପର ଭୂମିପୂଜା

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ବଣୀ ବକ୍ରେଶ୍ୱର ପୀଠସ୍ଥଳୀ କୁଆପଦା ଠାରେ ଏକ କଲ୍ୟାଣ ମଣ୍ଡପର ଭୂମିପୂଜା ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଭୂମିପୂଜାରେ ସାଉରିଆ ପଚାଂୟତର ସରପ କୁନୀମଣୀ ରାଉତରାୟ କର୍ତା ରୂପେ, ପରୋହିତ ଦୈନ ମିଶ୍ର,
Read More...

ସାଉରିଆ ପଚାଂୟତ ପ୍ରିମିୟର ଲିଗ-୨୦୨୧ ଫାଇନାଲ ମ୍ୟାଚ : ଫ୍ରଣ୍ଡସ୍‌ କ୍ଲବ ଚମ୍ପିୟାନ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ବାରବାଟୀ ଖେଳ ପଡିଆରେ ସ୍ୱାଧୀନ ସେବା ସଂସ୍ଥାନ ଚେରିଟେବୁଲ ଟ୍ରଷ୍ଟ, ବେଗୁନିଆପଡା, ଆନୁକୁଲ୍ୟରେ ସାଉରିଆ ପଚାଂୟତ ପ୍ରିମିୟର ଲିଗ-୨୦୨୧ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଆଜରି ଏହି ଉଯାପନୀ ଦିବସ
Read More...