Browsing Tag

delanga news

ସମାଜ ପରିବର୍ତ୍ତନରେ ନାରୀର ଭୁମିକା ଗୁରୁତ୍ୱପୁର୍ଣ୍ଣ : ଆର୍ନ୍ତଜାତୀୟ ମହିଳା ଦିବସରେ କରୋନା ଯୋଦ୍ଧା ସମ୍ମାନିତ

ଡେଲାଙ୍ଗ, (ଦିଲିପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ପରିସରରେ ମିଶନ ଶକ୍ତି ମହିଳା ମହାସଂଘ, ଡେଲାଙ୍ଗ ପକ୍ଷରୁ ଆର୍ନ୍ତଜାତୀୟ ମହିଳା ଦିବସ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ମହିଳା ମହାସଂଘର ସଭାନେତ୍ରୀ…
Read More...

ଏକାଦଶାହ ଅବସରରେ ଶୋକସଭା

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ପୂର୍ବତନ ବରିଷ୍ଠ ଶିକ୍ଷକ ତଥା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବେରବୋଇର ପର୍ଶୁରାମ ପ୍ରଧାନଙ୍କ ଏକାଦଶାହ ଉପଲକ୍ଷେ ଶୋକସଭା । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ଗୁଆଳିପଡା ଗ୍ରାମ ପଞ୍ଚାୟତର ବୋଳକଣା ଗ୍ରାମର ପର୍ଶୁରାମ ପ୍ରଧାନଙ୍କ ଏକାଦଶାହ…
Read More...

ସଡକ ସୁରକ୍ଷା ପ୍ରଶିକ୍ଷଣ ଶିବିର

ଡେଲା‌ଙ୍ଗ, (ଦିଲୀପ କୁମାର ଧାଉଡିଆ) : କମଳା ଫାଉଣ୍ଡେସନ ଆନୁକୂଲ୍ୟରେ ସଡକ ସୁରକ୍ଷା ପ୍ରଶିକ୍ଷଣ ଶିବିର ଗତମାସ ଫେବୃଆରୀ ୨୦ତାରିଖ ଠାରୁ ଆରମ୍ବ ହୋଇ ଚଳିତ ମାସ ମାର୍ଚ୍ଚ ୩ତାରିଖ ଦିନ ଶେଷ ହୋଇଯାଇଛି । ଏହି ଶିବିରରେ ୫୦୦ରୁ ଉର୍ଦ୍ଧ୍ବ ଟ୍ରକ ଚାଳକମାନଙ୍କୁ ସଡକ ସୁରକ୍ଷାର ବିଭିନ୍ନ ଦିଗ…
Read More...

ବିଶ୍ୱ ଶାନ୍ତି ରୁଦ୍ର ମହାଯଜ୍ଞ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ମୁନିନ୍ଦା ପଚାଂୟତ ଅଳଉତା ଗ୍ରାାମର ନୀଳକଣ୍ଠେଶ୍ୱର ଦେବଙ୍କ ପୀଠ ସ୍ଥଳୀରେ ତ୍ରୟୋଦଶ ବାର୍ଷିକ ରୁଦ୍ର ବିଶ୍ୱଶାନ୍ତି ମହାଯଜ୍ଞ ଏବଂ କ୍ଷୀର ସାଗର ଗ୍ରାମବାସୀ ପକ୍ଷରୁ ଅନୁଷ୍ଠିିତ ହୋଇଯାଇଛି । ୪ଦିନ ବ୍ୟାପି ଏହି କାର୍ୟ୍ୟକ୍ରମରେ…
Read More...

ସାଉରିଆ ବାରବାଟି ଜଙ୍ଗଲରେ ନିଆଁ : ନିଆଁ ଲିଭାଇଲେ ଡେଲାଙ୍ଗ ଅଗ୍ନିଶମ ବାହିନୀ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ଡେଲାଙ୍ଗ ତହସିଲ ଅର୍ନ୍ତଗତ ସାଉରିଆ ମୌଜାର ବାରବାଟି ଜଙ୍ଗଲରେ ଶନିବାର ସକାଳ ୧୧ଟା ୩୦ରେ କୌଣସି କାରଣରୁ ନିଆଁ ଲାଗି ବାଉଁଶ, ଆମ୍ବ ଆଦି ବହୁ ଗଛ ଜଳିଯାଇଛି । ଖବର ପାଇ ଡେଲାଙ୍ଗ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇଥିଲେ ।…
Read More...

ଡେଲାଙ୍ଗରେ ବିଜୁବାବୁଙ୍କ ୧୦୫ତମ ଜୟନ୍ତି ଓ ପଚାଂୟତ ରାଜ ଦିବସ ପାଳିତ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ପଚାଂୟତ ସମିତି ପକ୍ଷ୍ୟରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀ ଓ ପଚାଂୟତରାଜ ଦିବସ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁଙ୍କ ଅଧ୍ୟୟକ୍ଷତାରେ ପାଳିତ ହୋଇଯାଇଛି । ଏଥିରେ ବିଡିଓ ଦିଲ୍ଲିପ କୁମାର ଷଡଙ୍ଗୀ, ତହସିଲଦାର…
Read More...

ନିଆଁକୁ ଆୟତ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ତହସିଲଦାରଙ୍କ ଜରିଆରେ ସ୍ମାରକପାତ୍ର ପ୍ରଦାନ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ଶିମିଳିପାଳ ଅଭୟରଣ୍ୟ ସହିତ ଅନ୍ୟାନ ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଡେଲାଙ୍ଗର ନୂତନ ତହସିଲଦାର ମହେନ୍ଦ୍ର କୁମାର ବଢ଼ାଇଙ୍କ ଜରିଆରେ ସ୍ମାରକପାତ୍ର ପ୍ରଦାନ କରୁଛନ୍ତି ସବୁଜ ଡେଲାଙ୍ଗ ଟ୍ରଷ୍ଟର ଅଧ୍ୟକ୍ଷ ଆଇନଜୀବୀ ହୃଷିକେଶ…
Read More...

ଚତୁର୍ଥ ବାର୍ଷିକ ବସନ୍ତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ‌ : କଣାସ ଚମ୍ପିଅନ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ଡେଲାଙ୍ଗ କୋଠବାଡ଼ ପଞ୍ଚାୟତ ଅନ୍ତର୍ଗତ ବଡ଼ ଆଙ୍କୁଲା ଗ୍ରାମ କ୍ରିକେଟ୍‌ ପଡ଼ିଆ ଠାରେ ଅନୁଷ୍ଠିତ ଚତୁର୍ଥ ବାର୍ଷିକ ବସନ୍ତ ମେମୋରିଆଲ୍‌ କ୍ରିକେଟ୍‌ ଟୁର୍ଣ୍ଣମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ୍‌ରେ ସମୁଦାୟ ୧୬ଟି ଦଳ ଭାଗ ନେଇ…
Read More...

ବ୍ଲକ୍‌ସ୍ତରୀୟ ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ୍‌ ପରିସରରେ ଦୀନ୍‌ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ଅନ୍ତର୍ଗତ ବ୍ଲକ୍‌ସ୍ତରୀୟ ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗରେ ନୂତନ ଭାବେ ଯୋଗ ଦେଇଥିବା ବିଡିଓ ଦିଲ୍ଲୀପ କୁମାର ଷଡ଼ଙ୍ଗୀ ପ୍ରଦୀପ ଜାଳି…
Read More...

ହସ୍ତ ଶିଳ୍ପ ତାଲିମ ଶିବିର

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ପଟଣପୁର ଗ୍ରାମରେ ପରିବର୍ତ୍ତନ ଓଡିଶା ପରିବାର ପକ୍ଷରୁ ହସ୍ତ ଶିଳ୍ପ ତାଲିମ୍ ଶିବିର ଅନୁଷ୍ଠିତ ହୋଇଥିଲା । ୫୦ ଜଣଙ୍କ ମଧ୍ୟରେ ତାଲିମ୍ ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ପରିବର୍ତ୍ତନ ଓଡିଶା ପରିବାରର…
Read More...