Browsing Tag

delanga news

ରାମେଶ୍ୱର କିକ୍ରେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ : ଚମ୍ପିୟାନ ଓଗାଳପଡା କ୍ରିକେଟ କ୍ଳବ, ସାମ୍ବାଦିକ ଓ ସାମାଜିକ…

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗୋଡିପୁଟ ମାଟିଆପଡା ପଞ୍ଚାୟତ ହାଇସ୍କୁଲ ହରିପୁର ଖେଳପଡିଆରେ ସ୍ୱାଧୀନ ସେବା ସଂସ୍ଥାନ ଚେରିଟେବୁଲ ଟ୍ରଷ୍ଟ, ଆନୁକୁଲ୍ୟରେ ରାମେଶ୍ୱର କ୍ରିକେଟ ଟୁର୍ଣ୍ଣମେଣ୍ଟ୨୦୨୧ ଅନୁଷ୍ଠିତ ହୋଇଯାଇଛି । ଗତକାଲି ଫାଇନାଲ
Read More...

ଡେଲାଙ୍ଗରେ କଂଗ୍ରେସ ପକ୍ଷରୁ ଓଡିଶା ବନ୍ଦ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡ଼ିଆ) : ପେଟ୍ରୋଲ, ଡିଜେଲ ଓ ଜାଲେଣି ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି ବିରୋଧରେ ସାରା ରାଜ୍ୟରେ ପ୍ରଦେଶ କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରତିବାଦରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକରେ କଂଗ୍ରେସ କର୍ମୀମାନେ ଡେଲାଙ୍ଗ
Read More...

ବିଭାଗୀୟ କର୍ତୃପକ୍ଷଙ୍କ ତୃଟିପୂର୍ଣ୍ଣ ନିଷ୍ପତି ଯୋଗୁଁ ବହୁ ଯୋଗ୍ୟ ଚାଷୀ କାଳିଆ ଓ ପିଏମ କିଷାନ ସମ୍ମାନ ନିଧି ସହାୟତା…

ଡେଲାଙ୍ଗ, (ଦିଲୀପ କୁୂମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ବିଭିନ୍ନ ପଚାଂୟତରେ ବହୁ ଯୋଗ୍ୟ (ଚାଷୀ) ହିତାଧିକାରୀ ବିଭାଗୀୟ କର୍ତୃପକ୍ଷଙ୍କ ଅବହେଳା ଓ ତୃଟିପୂର୍ଣ୍ଣ ଯୋଗୁଁ କାଳିଆ ଓ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଆର୍ଥିକ ସହାୟତାରୁ ବଚିଂତ ହୋଇଥିବା ଅଭିଯୋଗ ହୋଇଇଛି ।
Read More...

ଡେଲାଙ୍ଗ ବ୍ଲକ୍‌ର ହାଇସ୍କୁଲ ମାନଙ୍କରେ କୋଭିଡ଼ ଗାଇଡ଼ ସଚେତନ କାର୍ଯ୍ୟକ୍ରମ

ଡେ଼ଲାଙ୍ଗ, (ଦିଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ୍‌ ବିଇଓଙ୍କ ତତ୍ୱାବଧାନରେ ସମଗ୍ର ଶିକ୍ଷା ଗାଇଡ଼ ଲାଇନ ଅନୁସାରେ ବିଦ୍ୟାଳୟ ମାନଙ୍କର ଦଶମ ଶ୍ରେଣୀ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ମାର୍ଗଦର୍ଶନ ଦିଆଯାଉଛି । ଛାତ୍ରଛାତ୍ରୀମାନଙ୍କର ମନୋବଳ ବଢ଼ାଇବା ସହିତ ଆତ୍ମବିଶ୍ୱାସ ସୃଷ୍ଟି
Read More...

ପୁରୀ ଜିଲ୍ଲାର ୧୭୦ ସରକାରୀ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା କମ୍ପ୍ୟୁଟର ଶିକ୍ଷକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ…

ଡେଲା‌ଙ୍ଗ, (ଦିଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲାର ୧୭୦ ସରକାରୀ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା କମ୍ପ୍ୟୁଟର ଶିକ୍ଷକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ତାଙ୍କର ମୁଖ୍ୟ ଦାବୀ ଥିଲା ସେମାନଙ୍କୁ ପୁନଃ ନିଯୁକ୍ତି କରିବା ସହ ପ୍ରତି ଉଚ୍ଚ
Read More...

ଉଦ୍ୟୋଗିକ ବିକାଶ ତାଲିମ ଶିବିର : ବ୍ଲିସ୍‌ ଅଫ ଇଗ୍ନୋରାନ୍‌ସ ପୁସ୍ତକ ଉନ୍ମୋଚନ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ ୨ଟି ଉଦ୍ୟୋଗିକ ବିକାଶ କାର୍ୟ୍ୟକ୍ରମ ସୋଫିଟୋରିୟମ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍‌, ଖୋର୍ଦ୍ଧା ପରିସରରେ ଅନୁଷ୍ଟିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ଅନୁଷ୍ଠାନର
Read More...

ପାଳଗଦା ଓ ଗୁହାଳ ଘର ଜଳିଗଲା

ଡେଲାଙ୍ଗ, (ଦିଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ସାଉରିଆ ଗ୍ରାମର ପବନୀ ଧାଉଡିଆଙ୍କ ଏକ ଗୁହାଳ ଘର ମଶା ଧୁଆଁବତୀରୁ ନିଆଁ ଲାଗି ଅଗ୍ନିକାଣ୍ଡ ଘଟିଥିବା ବେଳେ ଅଗ୍ନିକାଣ୍ଡରେ ଗୁହାଳ ସଂପୂର୍ଣ୍ଣ ଭାବେ ଜଳି ଯାଇଥିଲା । ଦିନବେଳା ହୋଇଥିବାରୁ ଗ୍ରାବବାସୀଙ୍କ ଦ୍ୱାରା
Read More...

ମା’ ଭଗବତୀ ପୀଠରେ ଅଷ୍ଟପ୍ରହର ନାମଯଜ୍ଞ : ମହାନ ପୌରାଣିକ ନାଟକ ‘ଆସ ଦେଖିଯିବା ଧନୁ ଯାତରା’ ମଂଚସ୍ଥ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ କଲ୍ୟାଣପୁର ଗ୍ରାମ ପଂଚାୟତ ବାଲିହୁଙ୍କା ଗ୍ରାମର ଆରାଧ୍ୟା ଦେବୀ ମା’ ଭଗବତୀଙ୍କ ପୀଠସ୍ଥଳୀରେ ଅଷ୍ଟପ୍ରହର ଓ ନାମଯଜ୍ଞ ମହାସମାରୋହ ବୁଧବାର ଅନୁଷ୍ଟିତ ହୋଇଯାଇଛି । ପୂଜକ ପଦ୍ମଚରଣ ଦାସ ଏହାର ମୁଖ୍ୟ ପୁରୋହିତ
Read More...

ଡେଲାଙ୍ଗରେ ୮୧ ଜଣ ସରକାରୀ କର୍ମଚାରୀ ନେଲେ କୋଭିଡ-୧୯ ଟୀକା

ଡେଲାଙ୍ଗ, (ଦିଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ କୋଭିଡ ଟୀକାକରଣ ଅନୁଷ୍ଠିତ ହୋଇଥିଲା । ଏଥିରେ ଡେଲାଙ୍ଗ ବ୍ଲକ, ତହସିଲ, ଥାନା କର୍ମଚାରୀ ତଥା ଅଗ୍ନିଶମ ବାହିନୀ ଓ ମେଡିକାଲର ସମସ୍ତ କର୍ମଚାରୀଙ୍କୁ ମାଗଣା କୋଭିଡ ଭ୍ୟାକସିନ ଦିଆଯାଇଥିଲା
Read More...

ବନ୍ୟା ଜନିତ ଫସଲ କ୍ଷୟକ୍ଷତି ସହାୟତା ରାଶି କେବେ ମିଳିବ ?

ଡେଲାଙ୍ଗ, (ଦିଲୀପ କୁମାର ଧାଉଡ଼ିଆ) : ଗତ ବର୍ଷ ଭୟାବହ କରୋନା ମହାମାରୀ ନଯାଉଣୁ ଅଗଷ୍ଟ ମାସର ପ୍ରଳୟଙ୍କରୀ ବନ୍ୟାରେ ଡେଲାଙ୍ଗ ଅଚଂଳରେ ହଜାର ହଜାର ଏକର ଚାଷଜମି ଜଳାର୍ଣ୍ଣବ ହେବା ସହ ବ୍ୟାପକ ଭାବେ ଧାନ, ପରିବା ଫସଲ କ୍ଷୟକ୍ଷତି ଘଟିଥିଲା । ଯାହାଫଳରେ ଚାଷୀ ଦୁର୍ଦ୍ଦଶାର ସମ୍ମୁଖୀନ ହେବା
Read More...