Browsing Tag

delanga news

ଚକୁଳିଆ ପଣ୍ଡା ମାଧ୍ୟମରେ କରୋନା ଓ ଡେଙ୍ଗୁ ସଚେତନତା ଅଭିଯାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱମହାମାରୀ କରୋନା ଭୂତାଣୁ ସମଗ୍ର ବିଶ୍ୱକୁ କବଳିତ କରିଥିବା ବେଳେ କରୋନାର ପ୍ରଥମ ଓ ଦ୍ୱିତୀୟ ଲହରୀରେ ବହୁ ଧନଜୀବନ କ୍ଷୟକ୍ଷତି କରିଥିବା ବେଳେ ଲୋକଙ୍କ ଜୀବନ ଜୀବିକା ବିକାଶ ଧାରରେ ଘୋର ବ୍ୟାଘତ ସୃଷ୍ଟି କରିଛି । କରୋନାର ତୃତୀୟ ଲହରୀ ଓ
Read More...

ଡେଲାଙ୍ଗରେ କ୍ରାନ୍ତି ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କ୍ରାନ୍ତି ଦିବସ ଅବସରରେ ଅଲ ଇଣ୍ଡିଆ କିଷାନ କ୍ଷେତ୍ର ମଜଦୁର ସଂଗଠନ ତରଫରୁ ବେରବୋଇଠାରେ କ୍ରାନ୍ତି ଦିଦସ ପାଳିତ ହେବା ସହ କେନ୍ଦ୍ର ସରକାରଙ୍କ ପ୍ରଣୀତ ୩ଟି କୃଷି ଆଇନକୁ ପ୍ରତ୍ୟହାର କରାଯିବା ଏବଂ କର୍ପୋରେଟ ହଟାଅ ପାଇଁ ଦାବୀ କରାଯାଇଥିଲା । ଏଥିରେ
Read More...

ବିଡିଓଙ୍କ ଅଧ୍ୟକ୍ଷତାରେ ତିନୋଟିି ପଂଚାୟତର ସମୀକ୍ଷା ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗୋଡିଫୁଟମାଟିଆପଡା ପଂଚାୟତ ଅଫିସ କାର୍ଯ୍ୟାଳୟଠାରେ ବିଡିଓ ଦିଲ୍ଲିପ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ୩ଟି ପଂଚାୟତର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୋଡିଫୁଟମାଟିଆପଡା, ରେଙ୍ଗଳ ଓ ହରିରାଜପୁର ପଂଚାୟତର ବିଭିନ୍ନ
Read More...

ଫିନୋ ପେମେଣ୍ଟ ବ୍ୟାଙ୍କ ଲୋକାର୍ପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ବାୟା ବଜାର ନିକଟରେ ଏକ ଫିନୋ ପେମେଣ୍ଟ ବ୍ୟାଙ୍କ ଲୋକାର୍ପିତ ହୋଇଯାଇଛି । ବ୍ୟାଙ୍କର ମୁଖ୍ୟ ଶାଖା ପରିଚାଳକ ଶୈଳେଶ ପାଣ୍ଡେ ଆନୁଷ୍ଠାନିକ ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଫିନୋ
Read More...

ବିଜେଡିରେ ସାଂଗଠନିକ ବୈଠକରେ ଯୋଗଦେଲେ ଜୁନିୟର ମହାରଥୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରାଜ୍ୟରେ ବିଭିନ୍ନ ସ୍ଥାନରେ କରୋନା କଟକଣା କୋହଳ ହୋଇଛି । କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ନିର୍ବାଚନ କମିଶନରଙ୍କ ପକ୍ଷରୁ ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି । ତେବେ ଏହି କଟକଣା କୋହଳ ଦେଖି ପିପିଲି ବିଧାନସଭା ଆସନ ପାଇଁ ସବୁ
Read More...

ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଗୁଆଳିପଡା ପଂଚାୟତର ଗତେଶ୍ୱରଦେବ ନୋଡାଲ ଉ.ପ୍ରା ବିଦ୍ୟାଳୟ, ହୁମରଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଗୁଆଳିପଡା ଗ୍ରାମ ପଂଚାୟତ ସରପଂଚ କାଳନ୍ଦୀ ଚରଣ ଜେନା,
Read More...

ସଂଗ୍ରାମ ହେଲେ ଡେଲାଙ୍ଗ ବ୍ଲକ ଡିଜିଟାଲ ସେକ୍ରେଟାରୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଅରିସଲ ପଂଚାୟତ ଅରିସଲ ଗ୍ରାମର ସଂଗ୍ରାମ କେଶରୀ କୁଅଁର ବିଜୁ ଛାତ୍ର ଜନତା ଦଳ ଡେଲାଙ୍ଗ ବ୍ଲକ ଡିଜିଟାଲ ସମ୍ପାଦକ ଭାବେ ପୁରୀ ଜିଲ୍ଲା ବିଜୁ ଜନତା ଦଳ ଛାତ୍ର ସଭାପତି ରାଜେଶ ରଥ ତାଙ୍କ ନାମ ଘୋଷଣା କରିଛନ୍ତି । ସେହିପରି
Read More...

ବ୍ରେନ୍‌ ଟ୍ୟୁମ୍‌ର ରୋଗୀଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ କଲ୍ୟାଣପୁର ପଂଚାୟତ ନୁଆହାଟ ଗ୍ରାମର ରଞ୍ଜନ ବଳିଆରସିଂହ(୫୨) ବ୍ରେନ ଟ୍ୟୁମର୍‌ ରୋଗରେ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିବା ଏବଂ ଚିକିତ୍ସାରେ ଅର୍ଥ ସାଜିଛି ବାଧକ ଘଟଣାକୁ ପିପିଲି
Read More...

ରାଧାମୋହନଦେବ ଉଚ୍ଚ ବିଦ୍ୟାପୀଠରେ ବୃକ୍ଷ ରୋପଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଚଳିତ ବର୍ଷ ବନ ମହୋତ୍ସବ ଅଭିଯାନ ଅବସରରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ରାଧାମୋହନଦେବ ଉଚ୍ଚ ବିଦ୍ୟାପୀଠ, ଗଙ୍ଗପୁରପାଟ୍ଟଣା(ଘୋରଡିଆ)ର ଜାତୀୟ ସବୁଜ ବାହିନୀ(ଇକୋ କ୍ଲବ) ପକ୍ଷରୁ ଆଜି ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ସଂଜୟ କୁମାର
Read More...

ଥାଇବକ୍ସିଂ ସଂଘ ଜିଲ୍ଲା ସାଧାରଣ ସମ୍ପାଦକ ହେଲେ ନଟବର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଥାଇବକ୍ସିଂ ସଂଘ ପୁରୀ ଜିଲ୍ଲାର ସାଧାରଣ ସମ୍ପାଦକ ଭାବେ ଡେଲାଙ୍ଗ ମହତାବ ଉଚ୍ଚ ବିଦ୍ୟାଳୟର କ୍ରିଡା ଶିକ୍ଷକ ନଟବର ସେଠୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ତାଙ୍କୁ ଥାଇବକ୍ସିଂ ରାଜ୍ୟ ସଂଘର ମହାସଚ୍ଚିବ ଶୁଭେନ୍ଦୁ ସାମନ୍ତରାୟ ସ୍ୱୀକୃତି ଦେଇଥିବା
Read More...