ଗଣିତ ଅଧ୍ୟାପକଙ୍କ ମୃତ୍ୟୁରେ ଅଶ୍ରୁଳ ଶ୍ରଦ୍ଧାଜ୍ଞଳି ଅର୍ପଣ
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ କଲ୍ୟାଣପୁର ଯୁକ୍ତ ଦୁଇ ବିଜ୍ଞାନ କଲେଜର ଗଣିତ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ସେନାପତି (୪୨)ଙ୍କର କଟକ ମେଡିକାଲ କୋଭିଡ ଚିକିତ୍ସା କେନ୍ଦ୍ରରେ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି । ତାଙ୍କର ଅକାଳ ବିୟୋଗ ଖବର!-->…
Read More...
Read More...