Browsing Tag

delanga news

ଡେଲାଙ୍ଗରେ ରକ୍ତଦାନ ଶିବିର : ୮୦ ୟୁନିଟ୍‌ ରକ୍ତ ସଂଗ୍ରହ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ଅଭିଯାନରେ ଡେଲାଙ୍ଗ ବ୍ଲକର ଘୋରଡିଆ ସ୍ଥିତ ରାଧାମୋହନଦେବ ବିଦ୍ୟାପୀଠ ଠାରେ ଗତକାଲି ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର କୋଭିଡ୍‌ ଗାଇଡ୍‌ଲାଇନ ଅନୁପାଳନ ପୂର୍ବକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁରୀ…
Read More...

ବୃକ୍ଷ ହିଁ ମାନବ ଜାତିର ଆଦିମ ଗୁରୁ : ପ୍ରକୃତି ପ୍ରେମୀ ହୃଷୀକେଶ ପାଢୀ

ଡେଲାଙ୍ଗ : ( ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ବୋଳକଣାଗ୍ରାମରେ ଗଢି ଉଠିଥିବା ସବୁଜ ଡେଲାଙ୍ଗ ଟ୍ରଷ୍ଟ ପକ୍ଷରୁ ଗ୍ରାମର ଆରାଧ୍ୟଦେବ ଇଶାଣେଶ୍ୱର ଦେବଙ୍କ ପ୍ରାଙ୍ଗଣରେ ଥିବା ବହୁ ପୁରାତନ ବକୁଳବୃକ୍ଷ, ବେଲବୃକ୍ଷ, ଅଁଳାବୃକ୍ଷ ପୂଜନ ଉତ୍ସବ କରାଯାଇ ଅଛି ।…
Read More...

ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ : ଅକ୍ଟୋବର ୩ରେ ଭୋଟ ଗଣତି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଆଜି ଭାରତୀୟ ନିର୍ବାଚନ କମିଶନର ଦୁଇ ଦୁଇ ଥର ସ୍ଥଗିତ ରହିଥିବା ପିପିଲି ଉପନିର୍ବାଚନ ପାଇଁ ସେପ୍ଟେମ୍ବର ୩୦ରେ ନିର୍ବାଚନ ହେବା ସହ ଅକ୍ଟୋବର ୩ରେ ଭୋଟ ଗଣତି ଓ ଫଳାଫଳ ପ୍ରକାଶ ବୋଲି କମିଶନର ଘୋଷଣା କରିଛନ୍ତି । ପ୍ରକାଶ ଥାଉକି, ଗତ ବର୍ଷ ମନ୍ତ୍ରୀ…
Read More...

ବିଶିଷ୍ଟ ସମାଜସେବୀ ବିପିନ ବିହାରୀଙ୍କ ପରଲୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ଚାଁଇପୁର ଗ୍ରାମ ପଞ୍ଚାୟତ ଏକ ମୁରବୀଙ୍କୁ ହରାଇବା ଖବର ଯୋଗୁଁ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସଡାଙ୍ଗୋଇ ଗ୍ରାମର ବିପିନ ବିହାରୀ ପରିଡା ୮୪ ବର୍ଷ ବୟସରେ ଆଜି ପୂର୍ବାହ୍‌ହ୍ନ ୧୦.୧୫ ସମୟରେ ଦେହତ୍ୟାଗ କରିଛନ୍ତି ।…
Read More...

୨ଜଣ କର୍କଟ ରୋଗୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ସହାୟତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶ କ୍ରମେ ଡେଲାଙ୍ଗ ଅଚଂଳର ଦୁଇ ଜଣ ମହିଳା କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଡେଲାଙ୍ଗ ତହସିଲଦାର ମହେନ୍ଦ୍ର କୁମାର ବଢେଇ,…
Read More...

ଯାଦବ ବଂଶଧରଙ୍କ ପାରମ୍ପରିକ ନନ୍ଦୋତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ଚାଁଇପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବେହେରା ସାହି ଯାଦବ ବଂଶଧରମାନେ ପାରଂପାରିକ ଭାବେ ଆଜି ନନ୍ଦୋତ୍ସୋବ ପାଳନ କରିଥିଲେ । ସତେ ଯେମିତି ଗୋପପୁର ଶ୍ରୀକୃଷ୍ଣଙ୍କ ଆଗମନରେ ଆନନ୍ଦ ଉଲ୍ଲାସରେ ଝଲସିଥିଲା ଚାଁଇପୁର ମୌଜା ।…
Read More...

ଘୋରଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ : ୫ଟି ରୁପାନ୍ତିକରଣରେ ସାମିଲ ନେଇ ମନ୍ତ୍ରୀଙ୍କ…

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଘୋରଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟର ୫୦ବର୍ଷ ପୂର୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ପବିତ୍ର ଜନ୍ମାଷ୍ଟମୀରେ ପାଳିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ଉତ୍କଳ ସ୍ୱାଭିମାନ ମଚଂର ସଭାପତି ରାଧାକାନ୍ତ ଦାଶ…
Read More...

ରାଷ୍ଟ୍ରୀୟ ଖେଳ ଦିବସ ପାଳିତ ଓ କ୍ରୀଡାବିତ୍‌ ସମ୍ବର୍ଦ୍ଧିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗର ସର୍ବ ପୁରାତନ ସରକାରୀ ମହତାବ ଉଚ୍ଚ ବିଦ୍ୟାଳୟର ମହତାବ ସ୍ପୋଟସ୍‌ ଏକାଡେମୀ ଆନ୍ୟୁକୁଲ୍ୟରେ ଗତକାଲି ଡେଲାଙ୍ଗ ବ୍ଲକସ୍ଥିତ ବିଜୁ ପଟ୍ଟନାୟକ ସମ୍ମଳନୀ କକ୍ଷରେ ରାଷ୍ଟ୍ରୀୟ କ୍ରୀଡା ଦିବସ ଉତ୍ସବରେ ଅତିଥିମାନଙ୍କ ଦ୍ୱାରା କ୍ରୀଡାବିତ୍‌…
Read More...

ଟାଟା ଏସି ଗାଡିରୁ ୯ ଅଣ୍ଡିରା ବାଛୁରୀ ଉଦ୍ଧାର କଲା ଡେଲାଙ୍ଗ ପୋଲିସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗୋଟିଏ ଟାଟା ଏସି ଗାଡିରେ ୯ଟି ଅଣ୍ଡିରା ବାଛୁରୀ ପରିବହନ କରୁଥିବା ଅଭିଯୋଗରେ ଡେଲାଙ୍ଗ ଥାନା ପୋଲିସ ବାଛୁରୀଙ୍କୁ ଉଦ୍ଧାର କରିବା ସହ ଘୋରଡିଆ ଗୋପ ପାଟଣା ଗ୍ରାମର ଅଭିଯୁକ୍ତଙ୍କୁ ଗିରଫ କରି ପିପିଲି ଅଦାଲତରେ ହାଜର କରିଥିବା ସୂଚନା ମିଳିଛି । ସୂଚନା…
Read More...

ଆଚଂଳିକ ଶାନ୍ତି କମିଟି ସମନ୍ୱୟ ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ, ଜିଲ୍ଲା ଡେଲାଙ୍ଗ ବ୍ଲକର ସର୍ବ ବୃହତମ ଗ୍ରାମ ଘୋରଡିଆ । ଭିନ୍ନ ଭିନ୍ନ ସଂପ୍ରଦାୟ ଓ ଜାତିର ଲୋକ ବାସ କରୁଥିଲେ ମଧ୍ୟ ସାଂସ୍କୃତିକ ଭାଇଚାରାର ଏକ ଆଦର୍ଶ ପରମ୍ପରା ଗ୍ରାମରେ ରହିଛି । କିନ୍ତୁ ୨୦୧୭ ମସିହାରେ ସଂଘଟିତ ଏକ ଅଭାବନୀୟ ଘଟଣା କ୍ରମରେ…
Read More...