ଦୟାନଦୀରେ ବିପଦ ସଙ୍କେତ ବନ୍ୟାଜଳ ପ୍ରବାହିତ : ହାଜର ହାଜର ଏକର ଚାଷଜମି ଜଳାର୍ଣ୍ଣବ, ଚିନ୍ତାରେ ଚାଷୀ
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ମଧ୍ୟ ଦେଇ ପ୍ରଭାହିତ ହେଉଥିବା ଦୟାନଦୀ ବର୍ତ୍ତମାନ ବିପଦ ସଂକେତ ଉପରେ ବନ୍ୟାଜଳ ପ୍ରଭାହିତ ହେଉଛି । ଦୟାନଦୀ ବନ୍ଧ ପିପିଲି କଣ୍ଟିକାଜରୁ ବନ୍ୟାଜଳ ପ୍ରବାହିତ ଦୁଇ ଦିନରେ ଡେଲାଙ୍ଗ ବ୍ଲକର ୧୦ଟି ପଞ୍ଚାୟତ ସାଊରିଆ,!-->…
Read More...
Read More...