Browsing Tag

delanga news

ଆଜାଦି କା ଅମୃତ ମହୋତ୍ସବ -୨୦୨୨ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କଲ୍ୟାଣପୁର ହାଇସ୍କୁଲରେ ୭୫ ବର୍ଷ ସ୍ଵାଧୀନତା ପୂର୍ତ୍ତି ଅବସରରେ ବିଦ୍ୟାଳୟର ଛାତ୍ରମାନଙ୍କୁ ନେଇ ପାଳନ କରାଯାଇଛି ଆଜାଦି କା ଅମୃତ ମହୋତ୍ସବ ।ଏହି ଉତ୍ସବରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ବେହେରା, ବରିଷ୍ଟ ଶିକ୍ଷକ ପଣ୍ଡିତ
Read More...

ସମାଜସେବୀ ମନୋଜଙ୍କୁ ଅଶୃଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଚାଁଇପୁର ପଞ୍ଚାୟତ ଅନ୍ତର୍ଗତ ଗଡ଼କାଲୁପଡା ଗ୍ରାମର ଯୁବ ସମାଜସେବୀ ମନୋଜ ବଳିୟାରସିଂହଙ୍କ ହୃଦଘାତରେ ମୃତ୍ୟୁ ହୋଇଯାଇଛି । ଗତକାଲି ତାଙ୍କର ଏକାଦଶାହ ଉତ୍ସବରେ ମହତାବ ଉଚ୍ଚ ବିଦ୍ୟାଳୟ, ଡେଲାଙ୍ଗର ସହପାଠୀମାନଙ୍କ ପକ୍ଷରୁ ସ୍ଵର୍ଗତ
Read More...

ରକ୍ଷା ବନ୍ଧନ ଉତ୍ସବ ଓ ଅମୃତ ମହୋତ୍ସବ ସମାରୋହ ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ରକ୍ଷା ବନ୍ଧନ ଉତ୍ସବ ଓ ଅମୃତ ମହୋତ୍ସବ ସମାରୋହ ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଡେଲାଙ୍ଗ ଥାନା ଆଇଆଇସି ଅନିଲ ମହାନ୍ତି ମୁଖ୍ୟ
Read More...

ଡେଲାଙ୍ଗ-ବ୍ରହ୍ମଗିରି ରାସ୍ତା ଉପରେ ଦୁଇ ଫୁଟ ପାଣି : ଲୋକେ ହନ୍ତସନ୍ତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ-ବ୍ରହ୍ମଗିରି ରାସ୍ତା ଉପରେ ଦୁଇ ଫୁଟ ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହେଉଛି ଫଳରେ ଲୋକଙ୍କ ଗମନା ଗମନରେ ବ୍ୟାହତ ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି । ଡେଲାଙ୍ଗ ଷ୍ଟେସନ ବଜାରଠାରୁ ଇଁଦିପୁର ବଜାର ପର୍ଯ୍ୟନ୍ତ ରାସ୍ତାରେ ଦୁଇ ଫୁଟ ଉଚ୍ଚରେ
Read More...

ଚାରା ରୋପଣ ଦୁର୍ନୀତିରେ ୨ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଅଭୟମୁଖୀ ରାମଚନ୍ଦ୍ରପୁର ଗ୍ରାମ ପଂଚାୟତରେ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ସତୁରି ଲକ୍ଷ ଟଙ୍କା ଚାରା ରୋପଣ ମହାଦୁର୍ନୀତିର ପର୍ଦ୍ଦାଫାସ ହୋଇଛି । ସବୁଜ ଡେଲାଙ୍ଗ ଟ୍ରଷ୍ଟର ସଂପାଦକ ସୋମନାଥ ସେନାପତିଙ୍କ
Read More...

ବିଜେପିର ତ୍ରିରଙ୍ଗା ପଦଯାତ୍ରା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭାରତ ସ୍ଵାଧୀନତା ୭୫ତମ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ବିଜେପି ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଛି । ଏହି ଅବସରରେ ପୁରୀ ଜିଲ୍ଲା ବିଜେପି ପକ୍ଷରୁ ଅଗଷ୍ଟ ୯ ମଙ୍ଗଳବାର ପୂର୍ବାହ୍ନରେ ଡେଲାଙ୍ଗ ସ୍ଥିତ ବେରବୋଇ ଗାନ୍ଧି ସ୍ମୃତି
Read More...

ଟ୍ରେନ୍‌ରୁ ଡେଇଁ ଲୁଟେରାକୁ ମାଡିବସିଲେ ସାହସୀ ମହିଳା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଟ୍ରେନ୍‌ରୁ ଡେଇଁ ଲୁଟେରାକୁ ମାଡ଼ିବସିଲେ ସାହସୀ ମହିଳା । ସୂଚନା ଅନୁସାରେ ବୋଲଗଡର ଝିଅ ସୌମ୍ୟା ସିଂ ଗତକାଲି ଢେଙ୍କାନାଳ ପୁରୀ ପାସେଞ୍ଜର ଟ୍ରେନ୍‌ରେ ପୁରୀ ଯାଉଥିବା ବେଳେ ହରିପୁରଠାରେ ଜଣେ ଲୁଟେରା ମହିଳାଙ୍କଠାରୁ ଭ୍ୟାନେଟି ଛଡାଇ ନେଇ ଓହ୍ଲାଇ
Read More...

ରେଳଧାରଣାରୁ ଅଚିହ୍ନା ମହିଳାଙ୍କ ଶବ ଉଦ୍ଧାର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କଣାସ ରୋଡ ଷ୍ଟେସନ ସନ୍ନିକଟ ରେଳଧାରଣାରୁ ଜଣେ ଅଚିହ୍ନା ମହିଳାଙ୍କ କ୍ଷତବିକ୍ଷତ ଶବକୁ ସାକ୍ଷୀଗୋପାଳ ରେଳବାଇ ପୋଲିସ ଉଦ୍ଧାର କରିଛି । ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଛେଦ ନିମନ୍ତେ ପଠାଯାଇଛି । ମୃତ ମହିଳାଙ୍କ ପରିଚୟ ମିଳିନାଁହି ।
Read More...

ବେକରେ ଗାମୁଛା ଲଗାଇ ଯୁବକଙ୍କ ଆତ୍ମହତ୍ୟା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗଡମୋଟୋରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆଁକୋଇ ଗ୍ରାମର ହାଡୁ କାଣ୍ଡିଙ୍କ ପୁଅ ବିପିନ କାଣ୍ଡି(୨୭) ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ପରିବାର ଲୋକ ମୁମୁର୍ଷୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଡେଲାଙ୍ଗ ଗୋଷ୍ଠୀ ସ୍ଵାସ୍ଥ୍ୟ
Read More...

ସ୍ଵାଧୀନତା ସଂଗ୍ରାମୀଙ୍କ ଉଦ୍ଦେଶ୍ୟରେ ଚାରା ରୋପଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭାରତ ସ୍ଵାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଛି । ଏହି ଅବସରରେ ଅଗଷ୍ଟ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଦେଶବାସୀ କିଭଳି ନିଜ ନିଜ ଘରେ ଜାତୀୟ ପତାକା ତ୍ରିରଙ୍ଗା ଉଡ଼ାଇ ପାରିବେ ସେ
Read More...