Browsing Tag

delanga news

ବରକେରା ବିଦ୍ୟାଳୟରେ ସ୍ଵଚ୍ଛତା ପକ୍ଷ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ସ୍ଵଚ୍ଛତା ପକ୍ଷର ଅନ୍ତିମ ଦିବସରେ ସ୍ଵଚ୍ଛତା ଓ ପରିବେଶ ଉପରେ ଏକ ସଚେତନତା ରାଲି ଗ୍ରାମ୍ୟ ପରିକ୍ରମା କରିଥିଲା । ଏଥିରେ ଯୋଗ…
Read More...

ପ୍ରଧାନ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଆଜି ନୂଆ ପ୍ରଧାନ ଶିକ୍ଷକ ଭାବେ ଉମେଶ ଚନ୍ଦ୍ର ଦାଶ ଯୋଗଦାନ କରିଛନ୍ତି । ବହୁ ଦିନ ହେଲା ପ୍ରଧାନ ଶିକ୍ଷକ/ଅନ୍ୟାନ ଶିକ୍ଷକ ଅଭାବୀ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିବା…
Read More...

ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ସ୍ୱଚ୍ଛତା ପାଖୁଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ହାଟ ଡେଲାଙ୍ଗରେ ଥିବା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ସ୍ୱଚ୍ଛତା ପାଖୁଡ଼ା କାର୍ଯ୍ୟକ୍ରମ ଆଜିକୁ ୧୪ ଦିନ ଧରି ଚାଲିଥିବା ବେଳେ ଆଜି ହାଟ ବଜାରରେ ବିଭିନ୍ନ ସ୍ଥାନକୁ ସଫା କରିବା ସହିତ ଏକ ଶୋଭାଯାତ୍ରା ଅନୁଷ୍ଠିତ…
Read More...

ଉତ୍ତମ ସ୍ୱାସ୍ଥ୍ୟ ହିଁ ପରିବେଶ ସୁରକ୍ଷାର ରକ୍ଷା କବଚ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସବୁଜ ଡେଲାଙ୍ଗ ଟ୍ରଷ୍ଟ ପକ୍ଷରୁ ଆଜି ବୋଲକଣା, ଡେଲାଙ୍ଗ, ପୁରୀ ପରିସରରେ ସ୍ୱାସ୍ଥ୍ୟ ସଚେତନତା ଶିବିର ପରିବେଶ ବନ୍ଧୁ ଆଇନଜୀବୀ ହୃଷୀକେଶ ପାଢ଼ୀଙ୍କ ତତ୍ଵାବଧାନରେ ଆୟୋଜିତ ହୋଇଯାଇଅଛି । ମୁଖ୍ୟଅତିଥି ଭାବେ ଏ. ଏନ.ଏମ. ଦିଦି କୌଶଲ୍ୟା ଦେଇ "ସବୁଜ…
Read More...

ସେବା ସମବାୟ ସମିତି ପିଅନମାନଙ୍କ ବେତନ ବୃଦ୍ଧି ପାଇଁ ଦାବୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମାସିକ ବେତନ ବୃଦ୍ଧି ନେଇ ଡେଲାଙ୍ଗ ବ୍ଲକ ସେବା ସମବାୟ ସମିତି ପିଅନ ସଂଘ ତରଫରୁ ଇଂଦିପୁର ବାତ୍ୟା ଆଶ୍ରୟସ୍ଥଳରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳିତ ପୁରୀ-ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃର ଡେଲାଙ୍ଗ ଶାଖା ଅଧିନସ୍ଥ କାର୍ଯ୍ୟରତ ୨୩…
Read More...

ଭି-ଗାର୍ଡ କମ୍ପାନୀ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ରିଲିଫ ବଣ୍ଟନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବନ୍ୟାରେ କ୍ଷତିଗ୍ରସ୍ତ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମ ପଞ୍ଚାୟତ ଅଧୀନସ୍ଥ ୧୧,୧୨,୧୩,୧୪ ନଂ ୱାର୍ଡରେ ରାଢୁଅ, ହରିପୁର, ନୁଆହାଟ କଲ୍ୟାଣପୁର ଓ ମୂନିନ୍ଦାର ଦଳିତ ବସ୍ତିର ବନ୍ୟା ବିପନ୍ନଙ୍କୁ ୫୦୦ ପ୍ୟାକେଟ ଶୁଖିଲା ଖାଦ୍ୟ ବିସ୍କୁଟ…
Read More...

କାର୍ତ୍ତିକ ହବିଷ୍ୟାଳୀ ବ୍ରତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀକ୍ଷେତ୍ର ପୁରୀରେ ପ୍ରତିବର୍ଷ ପବିତ୍ର କାର୍ତ୍ତିକ ମାସରେ ରାଇଦାମୋଦର (ହବିଷ)ବ୍ରତ କରିବାକୁ ହବିଷ୍ୟାଳୀମାନେ ପୁରୀ ଆସିଥାନ୍ତି । ରାଜ୍ୟ ସରକାର ଓ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସେହି ହବିଷ୍ୟାଳୀମାନଙ୍କ ରହିବା, ଶ୍ରୀଜିଉଙ୍କ ଦର୍ଶନ, ପୂଜା…
Read More...

କବି ଗୁଜୁରୀ ଭାଇଙ୍କ ସ୍ମୃତିଚାରଣ ସଭା ଓ କବିତା ପାଠୋତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଯେଉଁ କବିତାର ସ୍ୱର ମାନବୀୟ ମୂଲ୍ୟବୋଧ ଉପରେ ପର୍ଯ୍ୟବେଶିତ ତାହା କାଳଜୟୀ ହୋଇଥାଏ । କବି କେବେ ମରେ ନାହଁ, ବରଂ ତା କବିତାର ପାଠକୀୟତା ତାକୁ ବଞ୍ଚାଇ ରଖେ ବୋଲି ଗୁଜୁରୀ ଭାଇଙ୍କ ସ୍ମୃତି ସଭାରେ ବକ୍ତାମାନେ ମତ ପ୍ରକାଶ କରିଥିଲେ । ଡେଲାଙ୍ଗ…
Read More...

ହୃଷୀକେଶ ପାଢୀଙ୍କୁ ‘ସବୁଜ ଡେଲାଙ୍ଗ ସମ୍ମାନ’

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଲିପ୍ସା ଏଜୁକେସନାଲ୍‌ ଟ୍ରଷ୍ଟ, ଆଞ୍ଚଳିକ ଦକ୍ଷତା ବିକାଶ ପ୍ରତିଷ୍ଠାନ ଡେଲାଙ୍ଗ, ପୁରୀ ତରଫରୁ ପବିତ୍ର ଗୁରୁ ଦିବସରେ ପୂଜ୍ୟପୂଜା ସମ୍ମାନ ପ୍ରଦାନ ଆଞ୍ଚଳିକ ଦକ୍ଷତା ବିକାଶ ପ୍ରତିଷ୍ଠାନ ଡେଲାଙ୍ଗ ଷ୍ଟେସନ ବଜାର ସ୍ଥିତ ସଭାଗୃହରେ ପ୍ରଦାନ କରାଯାଇଛି…
Read More...

ରେଡକ୍ରସ୍‌ ପକ୍ଷରୁ ସହାୟତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବନ୍ୟା ପରବର୍ତ୍ତୀ ସଂକ୍ରମଣ ଜନିତ ଓ କୋଭିଡର ଭୟାବହତାରୁ ରକ୍ଷା ପାଇବା ପାଇଁ ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡିଶା ରାଜ୍ୟଶାଖା ଦ୍ୱାରା ପ୍ରଦାନ କରାଯାଇଥିବା ଲାଇଫବୟ ସାବୁନ ଗତକାଲି ଗାଦିବ୍ରହ୍ମ ମହାବିଦ୍ୟାଳୟ ରେଡକ୍ରସ୍‌ ୟୁନିଟ୍ ଦ୍ୱାରା ଡେଲାଙ୍ଗ…
Read More...