Browsing Tag

cuttuck news

ହାଇକୋର୍ଟଙ୍କ ନିର୍ଦ୍ଦେଶରେ ପକ୍ଷରଖି ପାରିବେନି କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ନିର୍ବାଚନ ମିଥ୍ୟା ସତ୍ୟପାଠ ଅଭିଯୋଗ ମାମଲା । ହାଇକୋର୍ଟରେ ନିଜ ପକ୍ଷରଖି ପାରିବେନି କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ । ୩ ଥର କୋର୍ଟ ନୋଟିସ ଅଣଦେଖା ପରେ ବିଧାୟକ ଲକ୍ଷ୍ମଣ ବାଗଙ୍କୁ ମାମଲାରୁ ବାଦ ଦେଇଛନ୍ତି ହାଇକୋର୍ଟ । ସୂଚନା ଯୋଗ୍ୟ ଯେ ବିଧାନସଭା…
Read More...

କେନାଲ ଭିତରେ ଖସିପଡିଥିବା କାରରୁ ଯୁବକଙ୍କ ମୃତଦେହ ଉଦ୍ଧାର

କଟକ : କଟକ ସଦର ଥାନା ଅନ୍ତର୍ଗତ ନୂଆଁ କାଚରାମାଳ ସ୍ଥିତ କେନାଲରେ ଗତକାଲି ବିଳମ୍ବିତ ରାତିରେ ଭାରସ୍ୟାମ ହରାଇ କେନାଲ ଭିତରକୁ କାରଟି ଖସିପଡିବା ଯୋଗୁଁ କାରଟି ସମ୍ପୂର୍ଣ ପାଣିରେ ବୁଡ଼ିଯାଇଥିଲା । ଏଥିରେ ଥିବା ଚାଳକ ଜଣକ ସ୍ଥାନୀୟ ବମ୍ଫକୁଦ ଗ୍ରାମର ଅନିମେଷ ଜେନା ବୋଲି ଜଣାପଡିଛି ।…
Read More...

ଉତ୍କଳ ସାହିତ୍ୟ ସମାଜ ସମ୍ମାନ ଘୋଷିତ

କଥାଶିଳ୍ପୀ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କୁ "ଉକଳ ରତ୍ନ"ରବି ରଥ ପାଇବେ "ଉଦୟନାଥ ଷଡ଼ଙ୍ଗୀ ସାମ୍ବାଦିକତା ସମ୍ମାନ" କଟକ, (କେପିଏନ୍‌ଏସ୍‌) : ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ବିଶିଷ୍ଟ କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କୁ ଚଳିତବର୍ଷ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ "ଉକ୍ରଳ ରତ୍ନ"…
Read More...

ଭଡ଼ା ଘରୁ ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର

କଟକ : କଟକ ସିଡିଏ ସେକ୍ଟର ୯ ସ୍ଥିତ ଭଡ଼ା ଘରୁ ଆଇନ ବିଶ୍ଵବିଦ୍ୟାଳୟର ଜଣେ ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ଅନନ୍ୟା ଚକ୍ରବର୍ତ୍ତୀ । ସୂଚନା କ୍ରମେ, ଅନନ୍ୟା ଚକ୍ରବର୍ତ୍ତୀଙ୍କ ଘର ପଶ୍ଚିମବଙ୍ଗ । ସେ ଆଇନ ବିଶ୍ଵବିଦ୍ୟାଳୟରେ କାର୍ଯ୍ୟରତ ଥିବା ବେଳେ କଟକ…
Read More...

ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ : ଯୋବ୍ରା ବ୍ୟାରେଜ ଉପରୁ ମହାନଦୀକୁ ଡେଇଁଲେ ଯୁବକ । ବ୍ରିଜ ଉପରେ ଯୁବକ ଜଣକ ଚପଲ ରଖି ହଠାତ୍‌ ମହାନଦୀକୁ ଡେଇଁ ପଡିଛନ୍ତି । ସ୍ଥାନୀୟ ଲୋକମାନେ ଏହା ଦେଖି ପୋଲିସ ଓ ଅଗ୍ନିଶମ ବାହିନୀଙ୍କୁ ସୁଚନା ଦେଇଥିଲେ । ସୁଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମହାନଦୀରେ…
Read More...

ଆସନ୍ତା ୧୫ରୁ ମାଟ୍ରିକ ଖାତା ଦେଖା

କଟକ : ମାଟ୍ରିକ ପରୀକ୍ଷା ସରିଲା । ଆସନ୍ତା ୧୫ ତାରିଖରୁ ଖାତା ଦେଖା । ରାଜ୍ୟର ୩୧୩ଟି ନୋଡାଲ୍ ସେଣ୍ଟରରୁ ଉତ୍ତର ଖାତା ସଂଗ୍ରହ ପାଇଁ ବୋର୍ଡ ଗଠନ କରିଥିବା ଟିମ୍ ପଠାଯାଇଛି । ଆସନ୍ତା ୬ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ନୋଡାଲ ସେଣ୍ଟରରୁ ଖାତା ବୋର୍ଡ କାର୍ଯ୍ୟାଳୟରେ ପହଞ୍ଚିଯିବ । ୧୫…
Read More...

ଗତିରାଉତପାଟଣାରେ ବୁଲୁଛି ବାଘ

କଟକ : କଟକ ଗତିରାଉତ ପାଟଣା ଗେଲ୍ ଇଣ୍ଡିଆ ଗ୍ୟାସ ପାଇପ୍ ପାଖ ଅଞ୍ଚଳରେ ଏକ ବାଘ ବୁଲୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ପ୍ରକୃତରେ ଏହା ଏକ ଜଙ୍ଗଲ କ୍ୟାଟ ବା ବଣ ଭୂଆ ବୋଲି କହିଛନ୍ତି ବନ ଅଧିକାରୀ । ଅନ୍ୟପଟେ ବାଘ ବୁଲୁଥିବା ଖବର ଗତ କାଲିଠାରୁ ପ୍ରଚାରିତ ହେବା ପର ଠାରୁ ସ୍ଥାନୀୟ…
Read More...

ଭାରସାମ୍ୟ ହରାଇ ଓଲଟିଲା କାର୍

କଟକ : କଟକ ତେଲେଙ୍ଗାପେଣ୍ଠ ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା କାର୍ । ଘଟଣାସ୍ଥଳରେ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ସୂଚନାଯୋଗ୍ୟ ଯେ, କଟକ ତେଲେଙ୍ଗାପେଣ୍ଠ ନିକଟରେ ଓଲଟିପଡିଛି କାର୍ । ଦୁର୍ଘଟଣା ପରେ କାର୍‌ଟି ଜାତୀୟ ରାଜପଥ କଡ଼କୁ ଓଲଟି ପଡ଼ିଥିବା ସୂଚନା ମିଳିଛି । କାର୍…
Read More...

ରାଷ୍ଟ୍ରପତିଙ୍କୁ ସ୍ୱାଗତ ପାଇଁ କଟକ ପ୍ରସ୍ତୁତ

ମଧୁସୂଦନ ସଂଗ୍ରହାଳୟ, ନେତାଜୀ ମ୍ୟୁଜିୟମ୍‌, ହାଇକୋର୍ଟ ବର୍ଷ ପୂର୍ତ୍ତି, ଏନଏଲ୍‌ୟୁ, ଏସ୍‌ସିବି କାର୍ଯ୍ୟକ୍ରମରେ ଯୋଗ ଦେବେ କଟକ : ରାଷ୍ଟ୍ରପତିଙ୍କୁ ସ୍ବାଗତ ପାଇଁ କଟକ ପ୍ରସ୍ତୁତ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କଟକ ଗସ୍ତ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ପର୍ବ ଆରମ୍ଭ…
Read More...