୧ କୋଟି ଟଙ୍କାର ଗଞ୍ଜେଇ ଜବତ
କଟକ : ରାଜ୍ୟରେ ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣ ବଢିବାରେ ଲାଗିଛି । ଆଜି କଟକ ମଙ୍ଗୁଳି ଛକ ନିକଟରେ ଅବକାରୀ ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ ଗଞ୍ଜେଇ ବୋଝେଇ ଗାଡିକୁ ଜବତ କରି ଏହି ଚାଲାଣରେ ସଂମ୍ପୃକ୍ତ ଦୁଇ ଜଣଙ୍କୁ ମଧ୍ୟ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ୨ ଜଣଙ୍କ ମଧ୍ୟରୁ ଜଣେ!-->…
Read More...
Read More...