Browsing Tag

cuttack news

ଆସନ୍ତା ଏପ୍ରିଲ ୪ ତାରିଖରୁ ସକାଳୁଆ କୋର୍ଟ

କଟକ : ଆସନ୍ତା ଏପ୍ରିଲ ୪ ତାରିଖରୁ ରାଜ୍ୟର ସମସ୍ତ ଅଧସ୍ତନ କୋର୍ଟ ସକାଳୁଆ ଚାଲିବ । ପୁରୀ, ଭୁବନେଶ୍ୱର, ବ୍ରହ୍ମପୁର, ଛତ୍ରପୁର, କୋରାପୁଟ କୋର୍ଟ ଛଡ଼ା ସବୁ ସକାଳୁଆ ହେବ । ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଚାଲିବ କୋର୍ଟ । ମଝିରେ କେବଳ ଦିନ ୧୦ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ବିରତି
Read More...

ଡ୍ରେନେଜ ବିଭାଗ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍

କଟକ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକରେ କାର୍ଯ୍ୟରତ ଡ୍ରେନେଜ ବିଭାଗ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଥିବା ଜଣାପଡିଛି । କଟକ, ଭୁବନେଶ୍ବର ସମେତ ୪ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଥିବା ଜଣାପଡିଛି । ସୂଚନା ଅନୁଯାୟୀ, କଟକ
Read More...

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଆଇନଜୀବୀ ଡକ୍ଟର ଅଶୋକ ବାନାର୍ଜୀ ସମ୍ବର୍ଦ୍ଧିତ

କଟକ : କଟକ ସଦର ୪୨ ମୌଜା ଉପକଣ୍ଠ ଅଗ୍ରଣୀ ସାଂସ୍କୃତିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପଟଣା ପକ୍ଷରୁ ବିଶିଷ୍ଟ ସମାଜସେବୀ ତଥା ସୁପ୍ରିମକୋର୍ଟ ଅଫ୍ ଇଣ୍ଡିଆ ଓ ହାଇକୋର୍ଟ ଅଫ୍ ଓଡ଼ିଶାର ଖ୍ୟାତିସଂପନ୍ନ ଆଇନଜୀବୀ ଡକ୍ଟର ଅଶୋକ ବାନାର୍ଜୀ ଓ ତାଙ୍କ ଧର୍ମପତ୍ନୀ ମଧୁମିତା
Read More...

ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କଲା ପୋଲିସ : ୨ ଅଭିଯୁକ୍ତ ଗିରଫ

କଟକ : ବିଡାନାସି ଭୁଆଶୁଣି ପଠାରେ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ପରକିୟା ପ୍ରୀତି ପାଇଁ ହତ୍ୟା କରି ମୃତଦେହ ପଠାରେ ଫୋପାଡି ଦିଆଯାଇଥିବା ସୂଚନା । ଏହି ଘଟଣାରେ ୨ ଅଭିଯୁକ୍ତଙ୍କୁ ବିଡାନାସୀ ପୋଲିସ ଗିରଫ କରିଥିବା ଜଣାପଡିଛି । ୨ ଅଭିଯୁକ୍ତ ହେଲେ ମୁନିଲାଲ୍‌ ଶର୍ମା
Read More...

ଛତ୍ରବଜାର ପୋଲ ଭୁଶୁଡିବା ଘଟଣାରେ ଆର୍‌ଡିସି କରିବେ ତଦନ୍ତ

କଟକ : କଟକ ଛତ୍ରବଜାର ପୋଲ ଗତକାଲି ସନ୍ଧ୍ୟାରେ ଭୁଶୁଡି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏହି ଘଟଣାର ଆରଡିସି ସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଥିବା ଜଣାପଡିଛି । ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ
Read More...

ଝରକା ତାଡି ଚୋରି କରି ନେଇଥିବା ଅଭିଯୋଗ

କଟକ : କଟକ ବିଡାନାସୀ ଥାନା ଅନ୍ତର୍ଗତ ଚହଟା ଲେନ ୱାନରେ ଗୋଟିଏ କି ଦୁଇଟି ନୁହେଁ ଏକାବେଳେ ତିନୋଟି ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ତିନୋଟି ଘରର ଝରକା ତାଡି ଘରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ସୂଚନା ଅନୁସାରେ କଟକ ବିଡାନାସୀ ଥାନା ଅନ୍ତର୍ଗତ ଚହଟା ଲେନ ୱାନରେ ଗତକାଲି
Read More...

ବିପୁଳ ପରିମାଣ ଗଞ୍ଜେଇ ଜବତ ସହ ୨ ଗିରଫ

କଟକ : କଟକ ଲିଙ୍କରୋଡ ନିକଟରୁ ଅବକାରୀ ଫ୍ଲାଇଙ୍ଗ ସ୍କ୍ବାର୍ଡ ପ୍ରାୟ ୬ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ଦୁଇ ଜଣ ବିହାରର ଛୋଟୁ କୁମାର ଗୌର ଓ ରଜନିକାନ୍ତ ପଣ୍ଡିତ ବୋଳି ଜଣାପଡିଛି
Read More...

ପୁଣି କଟକ ନରାଜ ବ୍ୟାରେଜ୍‌ରେ ଫସିଲେ ୨ଟି ହାତୀ

କଟକ : ପୁଣି କଟକ ନରାଜ ବ୍ୟାରେଜ୍‌ ନିକଟରେ ୨ଟି ହାତୀ ପାଣିରେ ଫସିରହିଥିବା ସୂଚନା ମିଳିଛି । ବନବିଭାଗର ଏକ ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଜଗି ରହିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଆଜି ଅପରାହ୍ନ ସମୟରେ ୨ଟି ହାତୀ ନରାଜ ନିକଟରେ ଫସିଥିବାର ଦେଖିବାକୁ ମିଳିଛି । ଖବର
Read More...

କଟକ ମେୟର ପ୍ରାର୍ଥୀ ହେଲେ ଶ୍ରୀତମ ଦାସ : ଘୋଷଣା କଲା ବିଜେପି

କଟକ : କଟକ ମହାନଗର ନିଗମ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ଶ୍ରୀତମ ଦାସ ହେଲେ ବିଜେପିର କଟକ ମେୟର ପ୍ରାର୍ଥୀ । କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ ଏନେଇ ସୂଚନା ଦେଇଛନ୍ତି ।
Read More...

ଭୟାବହ ଅଗ୍ନିକାଣ୍ଡ

କଟକ : କଟକର ବଡ଼ ମେଡିକାଲ ପରିସରରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି । ସୂଚନା ଅନୁସାରେ ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗର ଗେଟ ସମ୍ମୁଖରେ ଥିବା ଏକ ଇଲେକ୍ଟ୍ରିକ୍ ଟ୍ରାନ୍ସଫରମରରେ ହଠାତ୍ ନିଆଁ ଲାଗି ଟ୍ରାନ୍ସଫରମରଟି ହଠାତ୍ ହୁ ହୁ ହୋଇ ଜଳିବା ଯୋଗୁଁ ସାଧାରଣ ଲୋକେ
Read More...