Browsing Tag

bramhapur news

ଛତ୍ରପୁର ଠାରେ ନେତାଜୀ ସୁଭାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ଦୁଇ ମହାପୁରୁଷ ତଥା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଦିବସ ପୂର୍ବାହ୍ନରେ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ସ୍ଥାନୀୟ ଭିଆଇପି ରୋଡ ଠାରେ ଥିବା ଉଭୟ
Read More...

ଛତ୍ରପୁର ଉପ-ଜିଲ୍ଲାପାଳ ଭାବେ ଶିବାଶିଷ ବରାଳଙ୍କ ଦାୟିତ୍ୱ ଗ୍ରହଣ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଅବସ୍ଥାପିତ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନୂତନ ଉପ-ଜିଲ୍ଲାପାଳ ଭାବେ ଶିବାଶିଷ ବରାଳ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ୨୦୧୫ ମସିହା ବ୍ୟାଚ୍‌ର ଓ.ଏ.ଏସ୍‌. ଅଟନ୍ତି । ସେ ପ୍ରଥମ ଥର
Read More...

ମା’ ରାମଚଣ୍ଡୀ ଟ୍ରଷ୍ଟ ଓ ପୂଜା କମିଟି ପକ୍ଷରୁ ପୀଠ ପ୍ରାଙ୍ଗଣରେ କ୍ରୀଡ଼ାବିତ୍ ଦୂତି ଚାନ୍ଦଙ୍କୁ ଭବ୍ୟ…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭାରତର କ୍ରୀଡା ଜଗତର ପ୍ରତିଭା ସମ୍ପନ୍ନ ଖେଳାଳି ଅଲମ୍ପିକ ପଦକ ବିଜେତା ଓ ଅର୍ଜୁନ ପୁରସ୍କାର ପ୍ରାପ୍ତ ଆନ୍ତର୍ଜାତୀୟ ଧାବିକା ଦୂତି ଚାନ୍ଦଙ୍କୁ ମା' ରାମଚଣ୍ଡୀ ଟ୍ରଷ୍ଟ ଓ ପୂଜା କମିଟି ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।
Read More...

ରାଜ୍ୟ ଶିକ୍ଷା ବିଭାଗର ପଦକ୍ଷେପକୁ ଶିକ୍ଷା ବଞ୍ଚାଅ ଅଭିଯାନର ସ୍ୱାଗତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଗତ କିଛି ବର୍ଷ ଧରି ଶିକ୍ଷା ବିଭାଗ ଅଧିକାରୀଙ୍କ ଏକଛତ୍ରବାଦ ଓ ମନୋମୁଖି କାର୍ଯ୍ୟକଳାପକୁ ପ୍ରତିହତ କରିବା ପାଇଁ ସମ୍ପ୍ରତି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ଜାନୁୟାରୀ ୧୭ ତାରିଖରେ ଜିଲା ଶିକ୍ଷାଧିକାରୀମାନଙ୍କ ବଦଳି ବିଜ୍ଞପ୍ତିକୁ ଗଞ୍ଜାମ ଜିଲା
Read More...

ଆଦାନୀ ଫାଉଣ୍ଡେସନ ପକ୍ଷରୁ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବନ୍ଦରର ପାର୍ଶ୍ଵବର୍ତ୍ତୀ ଗ୍ରାମାଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ସହ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ସଚେତନତା ଆଣିବା ଲକ୍ଷ ନେଇ ଆଦାନୀ ଫାଉଣ୍ଡେସନ ପକ୍ଷରୁ ଛତ୍ରପୁର ଉପକଣ୍ଠସ୍ଥ ସ୍ଥାନୀୟ ଆର୍ଜିପଲ୍ଲୀ
Read More...

ଗଞ୍ଜାମରେ ବରିଷ୍ଠ ଅବକାରୀ ଅଧିକାରୀ ସମ୍ମିଳନୀ ଅନୁଷ୍ଠିତ

ବେଆଇନ ମାଦକ ଦ୍ରବ୍ୟ କାରବାର ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ : ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ବେଆଇନ ମାଦକ ଦ୍ରବ୍ୟ କାରବାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇନ୍ ମନ୍ତ୍ରୀ
Read More...

ଛତ୍ରପୁର ପ୍ରେସ କ୍ଲବ ତରଫରୁ ରଙ୍ଗୋଲି ଝୋଟି ପ୍ରତିଯୋଗିତା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପ୍ରେସ କ୍ଲବର ବାର୍ଷିକ ଉତ୍ସବ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମମାନ ଆୟୋଜନ କରିବାର ବ୍ୟବସ୍ଥା କରଯାଇଛି । ସେଥି ମଧ୍ୟରୁ ରବିବାର ଦିବା ୧୧ଘଣ୍ଟା ସମୟରେ ଛତ୍ରପୁର ପ୍ରେସ କ୍ଲବ୍ ସମ୍ମୁଖସ୍ଥ ରାଜଦାଣ୍ଡର ପକ୍କା ସଡ଼କ
Read More...

ବରିଷ୍ଠ ନାଗରିକଙ୍କ ଚାଲିବା ପ୍ରତିଯୋଗିତା ସମ୍ପନ୍ନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ମୁଖ୍ୟ ଷ୍ଟାଡିୟମ୍ ପରିସରରେ ରବିବାର ପୂର୍ବାହ୍ନରେ ଛତ୍ରପୁର ପ୍ରେସ କ୍ଲବ୍ ସୌଜନ୍ୟରେ ବରିଷ୍ଠ ନାଗରିକ ମାନଙ୍କ ମଧ୍ୟରେ ପଡ଼ିଆରେ ଏକ ରାଉଣ୍ଡ ଚାଲିବା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଲୋକନାଥ ବେହେରା (୬୭)-ପ୍ରଥମ
Read More...

ବ୍ରହ୍ମା କୁମାରୀ ସଂସ୍ଥାନର ପ୍ରତିଷ୍ଠାତା ପ୍ରଜାପିତା ବ୍ରହ୍ମାଙ୍କ ୫୬ତମ ଅବ୍ୟକ୍ତ ସ୍ମୃତି ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ କେନ୍ଦ୍ରରେ ପ୍ରଜାପିତା ବ୍ରହ୍ମାଙ୍କ ୫୬ତମ ଅବ୍ୟକ୍ତ ସ୍ମୃତି ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ସୂଚନା ଯୋଗ୍ୟ ଯେ' ତତ୍କାଳୀନ ସିନ୍ଧୁ ପ୍ରଦେଶ
Read More...

ଗଞ୍ଜାମ ଜିଲ୍ଲାରେ ମଦମାଫିଆ, ଖଣିଜ ସମ୍ପଦ, ବାଲି ମାଫିଆ ପ୍ରସଙ୍ଗକୁ ପ୍ରାଧାନ୍ୟ ଦେଇ ଦୁର୍ନୀତିକୁ ରୋକାଯିବା –…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଚାଲିଥିବା ବ୍ୟାପକ ମଦମାଫିଆ ଖଣିଜ ସମ୍ପଦ ଏବଂ ବାଲି ମାଫିଆ ପ୍ରସଙ୍ଗକୁ ରାଜସ୍ୱ ବିଭାଗ ପ୍ରାଧାନ୍ୟ ଦେଇ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏ ଦିଗରେ ବିଶେଷ ଭାବରେ ଧ୍ୟାନଦେଇ ଗଞ୍ଜାମ ଜିଲ୍ଲାରେ ଖଣିଜ ସମ୍ପଦ, ଜଙ୍ଗଲ ଜମି ଏବଂ ବାଲି
Read More...