Browsing Tag

bramhapur news

ବିସିସି ବ୍ୟାଙ୍କ ଛତ୍ରପୁର ଶାଖାରୁ ୭୦ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ

ଥାନାରେ ମାମଲା ରୁଜୁ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସେଣ୍ଟ୍ରାଲ କୋପରେଟିଭ୍ (ବି.ସି.ସି. ବ୍ୟାଙ୍କ) ଛତ୍ରପୁର ଶାଖାରେ ଋଣ ଦେବା ନାମରେ ଋଣ ପ୍ରଦାନ କରି ୭୦ ଲକ୍ଷରୁ ଅଧି ଟଙ୍କା ଆତ୍ମସାତ ହୋଇଥିବା ଛତ୍ରପୁର ଥାନାରେ ଅଭିଯୋଗ ହୋଇଛି । ପ୍ରକାଶ ଥାଉକି, ଲୋନ
Read More...

ସାମ୍ବାଦିକଙ୍କ ମାତୃ ବିୟୋଗ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର କୁମାର ପଣ୍ଡାଙ୍କ ମାତା ତଥା ସ୍ୱର୍ଗତ ଦେବରାଜ ପଣ୍ଡାଙ୍କ ସହଧର୍ମିଣୀ ପୂର୍ଣ୍ଣବାସୀଙ୍କ ପଣ୍ଡା(୮୯)ଙ୍କ ପରଲୋକ ହୋଇଯାଇଛି । ସୂଚନାଯୋଗ୍ୟ ଯେ' ଗଞ୍ଜାମ ସହରର ଦୁର୍ଗାଦେବୀ ସାହି ସ୍ଥିତ ତାଙ୍କର ନିଜସ୍ୱ ବାସଭବନରେ
Read More...

ଏଲ.ଏନ.ଜି. ଟର୍ମିନାଲ ଏବଂ ଜେଟି ନିର୍ମାଣ ନିମନ୍ତେ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ସ୍ୱାର୍ଥପ୍ରତି ଦୃଷ୍ଟି ଦିଆଯିବା…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) ଏଲ.ଏନ.ଜି. ଟର୍ମିନାଲ ଏବଂ ଜେଟି ନିର୍ମାଣ ନିମନ୍ତେ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ସ୍ୱାର୍ଥପ୍ରତି ଦୃଷ୍ଟି ଦିଆଯିବା ଆବଶ୍ୟକ ବୋଲି ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଓ ପରିବେଶ ଚିନ୍ତନ ବ୍ୟକ୍ତି ବିଶେଷ୍ୟଗଣ ମତପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ଯେ'
Read More...

କର୍କଟ ରୋଗରେ ପୀଡିତା ରମା ପରିଡ଼ାଙ୍କୁ ଛତ୍ରପୁର ବିଧାୟକଙ୍କ ଆର୍ଥିକ ସହାୟତା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ବଉଳ ଗାଁ ଗ୍ରାମ ପଂଚାୟତର ନନ୍ଦପଣ୍ଡାପଲି ଗ୍ରାମକୁ ଯାଇ ଦୀର୍ଘ ଚାରିମାସ ହେବ କର୍କଟ ରୋଗରେ ପୀଡିତା ରମା ପରିଡାଙ୍କ ପରିବାରକୁ ସାକ୍ଷାତ କରି କିଭଳି ଭାବରେ ତାଙ୍କର ଚିକିତ୍ସା ଚାଲିଛି, ସେ ବିଷୟରେ ଆଲୋଚନା କରିଥିଲେ ।
Read More...

ଛତ୍ରପୁର ବିଧାୟକଙ୍କ ଦ୍ଵାରା ବଉଳଗାଁ ଗ୍ରାମପଞ୍ଚାୟତର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ବଉଳଗାଁ ଗ୍ରାମପଞ୍ଚାୟତକୁ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ବୁଲି ଦେଖିଥିଲେ । ବିଧାୟକ ବିଭିନ୍ନ ପ୍ରକଳ୍ପ ଗୁଡ଼ିକୁ ଉଦ୍‌ଘାଟନ କରିଥିଲେ । ନନ୍ଦପଣ୍ଡାପଲ୍ଲୀ ଗ୍ରାମରୁ ବିଧାୟକଙ୍କୁ ବିରାଟ ପଟୁଆରରେ ପାଛୋଟି
Read More...

ମତ୍ସ୍ୟ-ବିଜ୍ଞାନୀ ପ୍ରଫେସର ସ୍ୱର୍ଗତ ରବିନାରାୟଣ ମିଶ୍ର ଜଣେ ଭିନ୍ନ ଏକ ଆଦର୍ଶ ମଣିଷ ଅଟନ୍ତି – କୁଳପତି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ମତ୍ସ୍ୟ-ବିଜ୍ଞାନୀ ପ୍ରଫେସର ସ୍ୱର୍ଗତ ରବିନାରାୟଣ ମିଶ୍ର ଜଣେ ଭିନ୍ନ ଏକ ଆଦର୍ଶ ମଣିଷ, ଜଣେ ସ୍ଵାଭିମାନୀ, ଜଣେ ଛାତ୍ର ବତ୍ସଳ ଏବଂ ଅନନ୍ୟା ପ୍ରତିଭାଧାରୀ ଅଟନ୍ତି । ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହେବାକୁ ରାଜ୍ୟ କୃଷି ଓ ବୈଷୟିକ
Read More...

କୁଳପତିଙ୍କ ଦ୍ଵାରା ମତ୍ସ୍ୟଗନ୍ଧା ଅତିଥି ଗୃହର ଉଦ୍‌ଘାଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ନିକଟସ୍ଥ ରଙ୍ଗେଇଲୁଣ୍ଡାଠାରେ ଅବସ୍ଥାପିତ ଓଡ଼ିଶାର ଏକମାତ୍ର ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ପରିସରର କଳେବର ବୃଦ୍ଧି ପାଇଛି । ବହୁପ୍ରତିକ୍ଷିତ ଏହି ମହାବିଦ୍ୟାଳୟ ପରିସରରେ ଗଢି ଉଠିଥିବା ନବନିର୍ମିତ କୋଠା ମତ୍ସ୍ୟଗନ୍ଧା ଅତିଥିଗୃହର
Read More...

ଛତ୍ରପୁର ପଞ୍ଚାୟତ ସମିତିର ନବମ ବୈଠକ

ଅନେକ ଲାଇନ୍ ଡିପାର୍ଟମେଣ୍ଟଙ୍କ ଉପସ୍ଥିତ ନେଇ ବିଧାୟକ ଗର୍ଜିଲେ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପଞ୍ଚାୟତ ସମିତିର ନବମ ସମିତି ବୈଠକ ଅଧ୍ୟକ୍ଷା କୀରଣ କୁମାରୀ ଦାସଙ୍କ ଅଧ୍ୟକ୍ଷତାରେ ବ୍ଳକ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥିଭାବେ ବିଧାୟକ
Read More...

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ନିଷ୍କ୍ରମଣ ଉତ୍ସବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ଵତୀ ଶିଶୁବିଦ୍ୟା ମନ୍ଦିରରେ ନିଷ୍କ୍ରମଣ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଖଣ୍ଡଦେଉଳି ଉଚ୍ଚ ମାଧ୍ୟମିକ କଲେଜର ଅଧ୍ୟାପକ ଡ. ଗୌରୀଶଙ୍କର ଶତପଥୀ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ
Read More...

ଭାରତବର୍ଷର ଜନଗଣନା ଓ ନମୁନା ପଞ୍ଜିକରଣର ଗୁରୁତ୍ୱ ବିଷୟରେ ଆଲୋକପାତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ, ଓଡିଶା ପକ୍ଷରୁ ନମୁନା ପଞ୍ଜିକରଣ ପଦ୍ଧତି କାର୍ଯ୍ୟକ୍ରମରେ ଗଞ୍ଜାମ, ଗଜପତି ଏବଂ ପୁରୀ ଜିଲ୍ଲାର ୪୦ ଜଣ ସାମୟିକ ଗଣନାକାରୀମାନଙ୍କର ଏକ ଦିନିକିଆ ପ୍ରଶିକ୍ଷଣ କର୍ମଶାଳା
Read More...