Browsing Tag

bramhapur news

ଛତ୍ରପୁର ପଞ୍ଚାୟତ ସମିତି ବୈଠକ

ବିକଶିତ ଗାଁ ବିକଶିତ ଓଡ଼ିଶା ପାଇଁ ୨କୋଟି ୯୬ ଲକ୍ଷ ଟଙ୍କା ମଞ୍ଜୁର ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପଞ୍ଚାୟତ ସମିତିର ଦଶମ ଅଧିବେଶନ ତଥା ସ୍ୱତନ୍ତ୍ର ଆନୁଷ୍ଠାନିକ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି ।ଛତ୍ରପୁର ପଞ୍ଚାୟତ ସମିତିର ସର୍ବମୋଟ ୧୮ ଗୋଟି ପଞ୍ଚାୟତରେ
Read More...

ବାଦିପାଲା ମଞ୍ଚ ରାମଚଣ୍ଡୀ ମହୋତ୍ସବରେ ଥିଲା ଏକ ଅନ୍ୟତମ ଆକର୍ଷଣ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ନୀଳାଦ୍ରିପୁର ଗ୍ରାମର ପ୍ରସିଦ୍ଧ ଶକ୍ତିପୀଠ ମା' ରାମଚଣ୍ଡୀ ମନ୍ଦିରରେ ଆୟୋଜିତ ମା' ରାମଚଣ୍ଡୀ ମହୋତ୍ସବ -୨୦୨୫ରେ ବିବିଧ ସାଂସ୍କୃତିକଧର୍ମୀ କାର୍ଯ୍ୟକ୍ରମମାନ ତିନି ଦିନ ଧରି ସମାହିତ ହୋଇଥିଲା । ସାଧୁସନ୍ଥ ସମ୍ମିଳନୀ,
Read More...

ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଟି.ବି. ମୁକ୍ତ ପଞ୍ଚାୟତ ହେବା ନେଇ ଆଲୋଚନା ସଭା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦିନିକିଆ ଟି.ବି. ମୁକ୍ତ ପଞ୍ଚାୟତ ହେବା ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେଇଥିଲା । ଛତ୍ରପୁର ବ୍ଲକ ଅଧିନସ୍ଥ ୫ଟି ପଞ୍ଚାୟତ ତଥା କାଳୀପଲ୍ଲୀ, ଆର୍ଜିପଲ୍ଲୀ, କଣମଣା,
Read More...

ଛତ୍ରପୁରର ବିଭିନ୍ନ ଶୈବପୀଠରେ ମହାଶିବରାତ୍ରି ଜାଗର ମେଳା ସମାରୋହରେ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରର ବିଭିନ୍ନ ଶୈବାଳୟ ଏବଂ ଏହାର ଆଖପାଖ ବିଭିନ୍ନ ଶୈବପୀଠ ବେଶ ଚଳଚଞ୍ଚଳ ହୋଇ ଉଠିଥିବା ଦେଖାଦେଇଛି । ପବିତ୍ର ମହାଶିବରାତ୍ରି ଅବସରରେ ଭକ୍ତମାନେ ଶିବ ମନ୍ଦିର ବେଢ଼ା ପରିସରରେ ସନ୍ଧ୍ୟାରେ ଆରତୀ ଦର୍ଶନ
Read More...

ବ୍ରହ୍ମାକୁମାରୀ ସଂସ୍ଥାନ ପକ୍ଷରୁ ୮୯ତମ ତ୍ରିମୂର୍ତ୍ତି ଶିବ ଜୟନ୍ତୀ ସମାରୋହ ପାଳିତ

ବ୍ରହ୍ମପୁର, (କେ ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ ଆନୁକୂଲ୍ୟରେ ସପ୍ତାହ ବ୍ୟାପି ୮୯ ତମ ତ୍ରିମୂର୍ତ୍ତୀ ଶିବ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି । ସପ୍ତାହ ବ୍ୟାପୀ ବିଭିନ୍ନ ପ୍ରାନ୍ତରେ ନଗର ପରିଭ୍ରମଣ,
Read More...

ଡାକ୍ତର ସ୍ୱାଧୀନ ରଥଙ୍କୁ ସେବାରତ୍ନ ସମ୍ମାନରେ ସମ୍ମାନୀତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମଜିଲ୍ଲା ଛତ୍ରପୁର ବ୍ଲକ ଅଧୀନସ୍ଥ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଭାବେ କାର୍ଯ୍ୟରତ ଡାକ୍ତର ସ୍ୱାଧୀନ ରଥଙ୍କୁ ସେବାରତ୍ନ ସମ୍ମାନ ମିଳିଛି । ଡାକ୍ତର ରଥଙ୍କ ଆଦର୍ଶତା, ତ୍ୟାଗପୂର୍ଣ୍ଣ ସେବା, ଉତ୍ସର୍ଗୀକୃତ
Read More...

ଚଢାଉ ବେଳେ ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ ଘଟଣା

ବ୍ରହ୍ମପୁର : ଟାଉନ ଥାନା ଅଞ୍ଚଳ ବି .ଏସ. ଏନ. ଏଲ. କାର୍ଯ୍ୟାଳୟ ନିକଟରେ ଥିବା ମଦ ଦୋକାନରେ ବେଆଇନ କାରବାର ଚାଲୁଥିବା ଖବର ପାଇ ଅବକାରୀ କର୍ମଚାରୀ ଯାଞ୍ଚ ପାଇଁ ଯାଇଥିଲେ । ଏହି ସମୟରେ ଅବକାରୀ କର୍ମଚାରୀ ସବ୍ୟସାଚୀ ମିଶ୍ରଙ୍କୁ ସେଠାରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଏ ନେଇ ଟାଉନ
Read More...

ପି.ଏମ. କିଷାନ୍ ସମ୍ମାନନିଧି ଯୋଜନାରେ ଗଞ୍ଜାମରୁ ଆଉ ୨୦,୦୦୦
ହିତାଧିକାରୀ ସାମିଲ୍ ହେବେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିହାରର ଭାଗଲପୁର ଠାରେ ପିଏମ କିଷାନ୍ ସମ୍ମାନନିଧି ୬ ବର୍ଷ ପୂର୍ତ୍ତି ଅବସରରେ କିଷାନ୍ ସମ୍ମାନ ସମାରୋହ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କିଷାନ ସମ୍ମାନନିଧିର ୧୯ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ସୁଇଚ୍ ମାରି ଅର୍ଥ ପ୍ରେରଣ କରାଯାଇଥିଲା ।
Read More...

ଛତ୍ରପୁରର ବିବେକାନନ୍ଦ ପବ୍ଲିକ୍ ସ୍କୁଲ୍‌ର ବାର୍ଷିକୋତ୍ସବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସାଇ ବିହାରରେ ଅବସ୍ଥାପିତ ବିବେକାନନ୍ଦ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହ ପାଳିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ଏହି ଚିତ୍ତାକର୍ଷକ
Read More...

ଗଞ୍ଜାମ ଜିଲ୍ଲାପାଳଙ୍କ ଠାରେ କବିସୂର୍ଯ୍ୟନଗର ଏନ.ଏ.ସି. ଅଧ୍ୟକ୍ଷାଙ୍କ ଉପରେ ଆସିଲା ଅନାସ୍ଥା ପ୍ରସ୍ତାବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଏସ. ଲକ୍ଷ୍ମୀ ସେଠୀଙ୍କ ମନମୁଖୀ କାର୍ଯ୍ୟ, ଦୁର୍ନୀତି, ଭ୍ରଷ୍ଟାଚାର ଓ ଦୁବ୍ୟବହାର ନେଇ ଆସିଛି ଏକ ସଙ୍ଗୀନ ଅଭିଯୋଗ । ଏନେଇ ତାଙ୍କରି ନାମରେ ଅନାସ୍ଥା ପ୍ରସ୍ତାବ ଗ୍ରହଣ
Read More...