ନୂତନ ସଫ୍ଟୱେର ବୈଷୟିକ କାର୍ଯ୍ୟର ପ୍ରଚଳିତ ନିମନ୍ତେ ବ୍ରହ୍ମପୁର ମୁଖ୍ୟଡାକଘର ସହ ସମସ୍ତ ଡାକଘରମାନଙ୍କରେ ଜୁଲାଇ ୧୪…
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଡାକ ବିଭାଗରେ ଅଧୂନା ବ୍ୟବହୃତ ହେଉଥିବା ସାପ୍ ସଫ୍ଟୱେର ବଦଳରେ ନିଜସ୍ଵ ଡିଜାଇନେଡ୍ ଆଇ.ଟି.- ୨.୦ ସଫ୍ଟୱେର ପ୍ରଚଳିତ ହେବାକୁ ଯାଉଛି । ଏହି ସଫ୍ଟୱେର ର ଆରମ୍ଭ ପାଇଁ ଦକ୍ଷିଣ ଓଡ଼ିଶାର ପ୍ରାଣ କେନ୍ଦ୍ର ରେଶମ ସହର ବ୍ରହ୍ମପୁରର ମୁଖ୍ୟ ଡାକଘର ଓ!-->…
Read More...
Read More...