ସ୍କୁଟି ବୋଝେଇ ଟ୍ରକ ନିଆଲାଗି ସମ୍ପୂର୍ଣ୍ଣ ଧ୍ଵଂସ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶୁକ୍ରବାର ଦିନବେଳା ଛତ୍ରପୁର ବାଇପାସ୍ ଛକ ନିକଟରେ ଏକ ଦୂରଗାମୀ ୩୩ଟି ବ୍ୟାଟେରୀ ସ୍କୁଟି ବୋଝେଇ ଟ୍ରକ ନିଆଲାଗି ସମ୍ପୂର୍ଣ୍ଣ ଧ୍ଵଂସ ହୋଇଯାଇଛି । କୌଣସି ସର୍ଟ ସର୍କିଟ ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି । ଖବର ପାଇ ଘଟଣା ସ୍ଥଳରେ!-->…
Read More...
Read More...