Browsing Tag

bramhapur news

ନୂଆ ଚାକିରୀଆ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନୂଆ ଚାକିରୀ କରୁ କରୁ ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ । ସୂଚନା ଯୋଗ୍ୟ ଯେ' ଭୁବନେଶ୍ୱର ସବ କଲେକ୍ଟର କାର୍ଯ୍ୟାଳୟର ରେଭିନ୍ୟୁ ଷ୍ଟାଫ୍ ସୌରଭ ତ୍ରିପାଠୀ, ଯିଏ, କି ମାର୍ଚ୍ଚ ୨୦୨୪ରେ ସରକାରୀ ଜୀବନ ଆରମ୍ଭ କରିଥିଲେ ବୋଲି କୁହାଯାଏ
Read More...

କର୍ମ କ୍ଷେତ୍ରରେ ଯୌନ ଉତ୍ପୀଡ଼ନ ଓ ପୋଷ୍‌ କାନୁନ୍‌-୨୦୧୩’ ସଂପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ ସେଲ ତରଫରୁ ‘କର୍ମ କ୍ଷେତ୍ରରେ ଯୌନ ଉତ୍ପୀଡ଼ନ ଓ ପୋଷ୍‌ କାନୁନ୍‌-୨୦୧୩’ ସଂପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଅଜୟ କୁମାର ତ୍ରିପାଠୀଙ୍କ
Read More...

ଗାନ୍ଧର୍ବ କଳା ସମ୍ମାନରେ ସମ୍ମାନିତ ହେଲେ ଛତ୍ରପୁରର କାଠ ପାଦ ନୃତ୍ୟ ଗୁରୁ ସମୀର କୁମାର ବେହେରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କଳାକାର ଦିବସ ଉପଲକ୍ଷେ " ଓଡ଼ିଆ କଳାକାରଙ୍କ ସ୍ୱର " ପକ୍ଷରୁ କଳାକାରମାନଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଭୁବନେଶ୍ଵର ଭଞ୍ଜକଳା ମଣ୍ଡପଠାରେ ବୁଧବାର ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁରର ଅଗ୍ରଣୀ
Read More...

ରାଜ୍ୟର ଚାଷୀଙ୍କ ପରିସ୍ଥିତି ଅତ୍ୟନ୍ତ ଦୟନୀୟ

ସରକାର ହସ୍ତକ୍ଷେପ କରିବା ଜରୁରୀ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟରେ ଚାଷୀ ଆତ୍ମହତ୍ୟା ବଢ଼ିବାରେ ଲାଗିଛି । ମୁଖ୍ୟତଃ ଜଳସେଚନ ପ୍ରକଳ୍ପକୁ ତରାନିତ୍ଵ କରିବା ସାଂଗକୁ ଜଳାଶୟ ଗୁଡ଼ିକର ସୁରକ୍ଷା ଆବଶ୍ୟକତା ରହିଛି । ଗଞ୍ଜାମ ଜିଲ୍ଲାର ଚାଷୀମାନେ କେବଳ ଇନ୍ଦ୍ରଦେବଙ୍କ
Read More...

ଛତ୍ରପୁର ରୋଟାରୀ କ୍ଲବର ଅଧିଷ୍ଠାନ ଦିବସ ଆୟୋଜିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରୋଟାରୀ କ୍ଲବର ଅଧିଷ୍ଠାନ ଦିବସ ବୁଧବାର ସନ୍ଧ୍ୟାରେ କ୍ଲବ ପରିସରରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ୨୦୨୫-୨୬ ନିମନ୍ତେ ରୋଟାରିୟାନ୍ ମାନଙ୍କ ମଧ୍ୟରେ ଚୟନ ହୋଇଥିବା ନୂତନ କର୍ମକର୍ତ୍ତାଙ୍କ ଶପଥ ପାଠ ଗ୍ରହଣ ପାରମ୍ପରିକ ଭାବେ
Read More...

ନିଜ ଚାଷ ଜମିରେ ଆଖି ବୁଜିଲେ କୃଷକ କବିରାଜ ଜେନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ନିଜ ଚାଷ ଜମିରେ ଚାଷ କରୁଥିବା ସମୟରେ ଜଣେ କୃଷକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । କୃଷକ ଜଣକ ପୋଲସରା ବ୍ଳକ ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମର କବିରାଜ ଜେନା (୬୫) ବୋଲି ଜଣାପଡିଛି । ସେ ଆଜି କିମ୍ଭିରା ନଦୀତଟରେ ଥିବା ନିଜ ଚାଷ ଜମିରେ ଚାଷ
Read More...

ସ୍ୱଚ୍ଛ ସହର ଭାବେ ଆସ୍କା ଓ ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱିତୀୟ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ନଗର ଉନ୍ନୟନ ଓ ସହରାଞ୍ଚଳ ବିଭାଗ ତରଫରୁ ଗଞ୍ଜାମ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ଜଉଗଡ ସମ୍ମିଳନୀ କକ୍ଷରେ ସ୍ୱଚ୍ଛ ସର୍ବେକ୍ଷଣ -୨୦୨୪ ଉତ୍କର୍ଷ ପ୍ରଦର୍ଶନ କରିଥିବା ରାଷ୍ଟ୍ରପତି ପୁରସ୍କୃତ ସ୍ଥାନୀୟ ସଂସ୍ଥାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
Read More...

ମାଗଣା ହୋମିୟ ଚିକିତ୍ସା ଓ ଦନ୍ତ ଚିକିତ୍ସା ଶିବିର ଆୟୋଜିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରୋଟାରୀ କ୍ଲବ ସୌଜନ୍ୟରେ ଗତ ରବିବାର ସ୍ଥାନୀୟ ରାଜପୁର ଗ୍ରାମରେ ଏକ ଦିନିକିଆ ମାଗଣା ହୋମିୟ ଚିକିତ୍ସା ଓ ଦନ୍ତ ଚିକିତ୍ସା ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରରେ ବ୍ରହ୍ମପୁରସ୍ଥ ବିଜୁ ପଟ୍ଟନାୟକ ଭେଷଜ ମହାବିଦ୍ୟାଳୟ ତଥା
Read More...

ଓ.କେ.ସି.ଏଲ.ର ଗଞ୍ଜାମ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବେଗୁନିଆପଡାଠାରେ ଥିବା ଓଡିଶା କ୍ୟାରିୟର ଏକାଡେମୀର ନୂତନ ଛାତ୍ରଛାତ୍ରୀମାନଙ୍କ ସ୍ୱାଗତ ଓ ପୁରାତନ ଛାତ୍ରଛାତ୍ରୀମାନଙ୍କ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ନାରାୟଣ ବେହେରାଙ୍କ
Read More...

ଛାତ୍ର କଂଗ୍ରେସ ରାଜ୍ୟ ସଧାରଣ ସମ୍ପାଦକ ହେଲେ ମହେଶ କୁମାର ଗୌଡ଼

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ସଧାରଣ ସମ୍ପାଦକ ରୂପେ ଛାତ୍ର ନେତା ମହେଶ କୁମାର ଗୌଡ଼ଙ୍କୁ ଦାୟିତ୍ଵ ଅର୍ପଣ କରାଯାଇଛି । ଛାତ୍ର ରାଜନୀତିରୁ ଜଣେ ସୁ ସଂଗଠକ ଭାବେ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ଛାତ୍ର ଓ ଯୁବକମାନଙ୍କୁ ସଂଗଠିତ କରି ଦଳକୁ
Read More...