Browsing Tag

bramhapur news

ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ଠାରେ ତୃତୀୟ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ମହାତ୍ସବ ଆୟୋଜିତ ହେବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୫ ଦିନିଆ ତୃତୀୟ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ମହାତ୍ସବ-୨୦୨୬ ଚଳିତ ଫେବୃୟାରୀ ୧୧ ତାରିଖ ଠାରୁ ୧୫ ତାରିଖରୁ ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ଠାରେ ଆୟୋଜିତ ହେବ ବୋଲି ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ଚୂଡାନ୍ତ ହୋଇଛି ।…
Read More...

୧୨୬ ବର୍ଷ ତଳର ଛତ୍ରପୁର ରେଳଷ୍ଟେସନ୍ ଆଜି ଚିର ଅବହେଳିତ

ଛତ୍ରପୁର ରେଳ ୟୁଜର୍ସ ୱାଲଫର୍ ଆସୋସିଏସନ୍ ପକ୍ଷରୁ ଆଗତ ବୈଠକରେ ମତପ୍ରକାଶ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ୧୨୬ ବର୍ଷ ତଳର ବହୁ ପୁରାତନ ଛତ୍ରପୁର ରେଳଷ୍ଟେସନ୍ ଆଜି ଚିର ଅବହେଳିତ ନେଇ ଛତ୍ରପୁରବାସୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଛତ୍ରପୁର ଗୌରୀ ଶଙ୍କର ମନ୍ଦିର…
Read More...

ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କର ୯୦ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ସମାରୋହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କର ୯୦ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଆଇ.ଓ.ବି. ଛତ୍ରପୁର ଶାଖା ଆନୁକୂଲ୍ୟରେ ବର୍ଣ୍ଣାଢ଼୍ୟ ସମାରୋହରେ ମଙ୍ଗଳବାର ପାଳିତ ହୋଇଯାଇଛି । ଆଇ.ଓ.ବି. ବ୍ୟାଙ୍କର ପ୍ରତିଷ୍ଠା ଉତ୍ସବ ଅବସରରେ ଆୟୋଜିତ ଆନୁଷ୍ଠାନିକ ସମାରୋହରେ…
Read More...

ଡାକ୍ତର କେ. ଲକ୍ଷ୍ମୀବାଇଙ୍କ ଅମୂଲ୍ୟ ଜୀବନର ଏକ ନିଆରା ଇତିହାସ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମ୍ପତ୍ତି, ଖ୍ୟାତି ପ୍ରେରିତ ବ୍ୟକ୍ତିକେନ୍ଦ୍ରିକ ସମାଜରେ ଡ଼. କେ. ଲକ୍ଷ୍ମୀବାଇଙ୍କ ମହାନ ମାନବୀୟ ଜୀବନ କାହାଣୀ ଏକ ନିଆରା ଇତିହାସ ଅଟେ । ଯାହା ଓଡିଶାବାସୀଙ୍କ ମଧ୍ୟରେ ସୀମାବଦ୍ଧ ହେବା ଅନୁଚିତ । ଏହି କାହାଣୀ ଓଡ଼ିଶାର ସୀମା ଲଂଘି ତମାମ ଦେଶ…
Read More...

କ୍ରାନ୍ତି ଓ କେ ସି ହାଇସ୍କୁଲ ଇଂରାଜୀ ମିଡ଼ିୟମ ତରଫରୁ ମାଗଣା କର୍କଟ ରୋଗ ନିରୂପଣ ଓ ସ୍ଵାସ୍ଥ୍ୟ ସଚେତନତା ଶିବିର…

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ସ୍ଥିତ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ କ୍ରାନ୍ତି ଓ କେ ସି ହାଇସ୍କୁଲ ଇଂରାଜୀ ମିଡ଼ିୟମର ମିଳିତ ସହଯୋଗରେ ୦୮ ତାରିଖ ରବିବାର ଦିନ ଗୋଷାଣୀ ନୂଆଗାଁ ସ୍ଥିତ କେ ସି ହାଇସ୍କୁଲ ଇଂରାଜୀ ମିଡ଼ିୟମ ପରିସରରେ ମାଗଣା କର୍କଟ ନିରୂପଣ ଓ ସ୍ଵାସ୍ଥ୍ୟ…
Read More...

ଓଡିଶା ଚାରିଟେବଲ ଟ୍ରଷ୍ଟ ତରଫରୁ ଋତୁସ୍ରାବ ପରିମଳ ସ୍ୱଚ୍ଛତା ଉପରେ ସଚେତନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ସ୍ମୃତିର ଓଡିଶା ଚାରିଟେବଲ ଟ୍ରଷ୍ଟ ତରଫରୁ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅଧିନସ୍ଥ ମାଟିଖାଲ ଗ୍ରାମପଞ୍ଚାୟତର ମାଟିଖାଲ ଠାରେ ଋତୁସ୍ରାବ ସମୟରେ ପରିମଳ ଓ ସ୍ୱଚ୍ଛତା ବିଷୟରେ ଏକ ସଚେତନ ଶିବିର ରବିବାର…
Read More...

ବୁଗୁଡ଼ାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀରେ ୧୦୪ ଟି ଅଭିଯୋଗର ଶୁଣାଣୀ : ୧୫ ଟିର ତତକ୍ଷଣାତ୍ ସମାଧାନ

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ବାଣ୍ଟିଲେ ନୂତନ ପଟ୍ଟା ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ବୁଗୁଡା ନଗରିସ୍ଥ ବିରଞ୍ଚି ନାରାୟଣ ମନ୍ଦିର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଗଞ୍ଜାମ ଜିଲ୍ଲାସ୍ତରୀୟ ମିଳିତ ଜନଅଭିଯୋଗ ଶୁଣାଣି ସୋମବାର ଅନୁଷ୍ଠିତ ହୋଇଯାଇଛି ।…
Read More...

ରାମଚଣ୍ଡୀ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ସବ୍ୟସାଚୀଙ୍କ ଅଭିନୟ : ଓଡ଼ିଶୀ, ଢେମସା ନୃତ୍ୟ, ବାଘ ନାଚରେ ମଞ୍ଚ ମୁଖରୀତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ତିନିଦିନିଆ ରାମଚଣ୍ଡୀ ମହୋତ୍ସବ ରବିବାର ମଧ୍ୟରାତ୍ରୀରେ ଉଦଯାପିତ ହୋଇଯାଇଛି । ରାମଚଣ୍ଡୀ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଓଡ଼ିଆ ସିନେମା ତାରକା ସବ୍ୟସାଚୀ ମିଶ୍ରଙ୍କ ସମ୍ଭାଷଣରେ ଦର୍ଶକ ଯେତିକି ଚକିତ, ମହଲରେ ସେତିକି ବିମୋହିତ ହୋଇଛନ୍ତି ।…
Read More...

ଋଷିକୂଲ୍ୟା ନଦୀର ସୁରକ୍ଷା ପାଇଁ ସ୍ୱର ଉତ୍ତୋଳନ

ବହ୍ମପୁର : ଗଞ୍ଜାମର ଜୀବନରେଖା ଭାବେ ପରିଚିତ ଋଷିକୂଲ୍ୟା ନଦୀର ଉପର ମୁଣ୍ଡରେ ସୋରଡ଼ା ବ୍ଲକର ପିପଳପଙ୍କା ଠାରେ ଏକ ଜଳଭଣ୍ଡାର ନିର୍ମାଣ କରିବାକୁ ବର୍ତ୍ତମାନର ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ଏହି ନଦୀବନ୍ଧ ଜରିଆରେ ଋଷିକୂଲ୍ୟାର ପାଣିକୁ ଶହେ କି.ମି ଲମ୍ବା ପାଇପ୍‌ ଲାଇନ୍‌ ଯୋଗେ…
Read More...

ଅନସ୍ଲୋ ହାଇସ୍କୁଲରେ ପଢିବା ଗଢିବା ଓଡିଶା ପ୍ରୋତ୍ସାହନ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପି.ଏମଶ୍ରୀ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ପଢିବା ଗଢିବା ଓଡିଶା ଓ ପଠନ ପ୍ରୋତ୍ସାହନ ଦିବସ ପାଳନ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ କବି ରଞ୍ଜନ କୁମାର…
Read More...