ବରିଷ୍ଠ କମ୍ୟୁନିଷ୍ଟ ନେତା ଭାଗିରଥି ପ୍ରଧାନଙ୍କ ଦେହାନ୍ତ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚମାଖଣ୍ଡି ପଞ୍ଚାୟତର ପୂର୍ବତନ ସମିତିସଭ୍ୟ, ତଥା ଏ-ତୋଟାପଲ୍ଲୀ ଗ୍ରାମର ବାସିନ୍ଦା ବରିଷ୍ଠ କମ୍ୟୁନିଷ୍ଟ ନେତା ସାଥୀ ଭାଗିରଥି ପ୍ରଧାନ ୭୧ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଦିନ ୧.୩୦ ସମୟରେ ତାହାଙ୍କ ଦେହାନ୍ତ ହୋଇଯାଇଛି । ସେ ଦୀର୍ଘ!-->…
Read More...
Read More...