Browsing Tag

bramhapur news

ଜେମ୍ସ ଅଫ ଓଡିଶା ଇଣ୍ଡିଆ ପକ୍ଷରୁ ଦୁଇଦିନିଆ ଫେସନ୍ ସୋ ପ୍ରତିଯୋଗିତା ଉଦଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ତାମ୍ପରା ରିସୋର୍ଟ ରଙ୍ଗମହଲରେ ଜେମ୍ସ ଅଫ ଓଡିଶା ଇଣ୍ଡିଆ ସୌଜନ୍ୟରେ ଆୟୋଜିତ ଦୁଇଦିନିଆ ଅନ୍ତଃ ରାଜ୍ୟସ୍ତରୀୟ ଫେସନ୍-ସୋ ପ୍ରତିଯୋଗିତା ରବିବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର
Read More...

ସମ୍ଭାବ୍ୟ ବାତ୍ୟା ମୋନ୍ଥା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ସଜାଗ

ଗଞ୍ଜାମ ଜିଲ୍ଲାରେ ଦୁଇଦିନ ପାଇଁ ସ୍କୁଲ୍ ବନ୍ଦ ରହିବ ବୋଲି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମ୍ଭାବ୍ୟ ବାତ୍ୟା ମୋନ୍ଥାର ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନ ସଂପୂର୍ଣ୍ଣ ଭାବେ ପ୍ରସୁତ ଅଛି ଏବଂ ସଜାଗ ଅଛି ବୋଲି କୁହାଯାଇଛି । ଏ ନେଇ ରବିବାର
Read More...

ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତର ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ଦିବସ ପାଳନ ଉପଲକ୍ଷେ ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି । ବ୍ରହ୍ମପୁରର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀଙ୍କ
Read More...

କରପଡା ସର୍ଚ୍ଚ ରେସକ୍ୟୁ ଟିମ୍ ରାଜ୍ୟସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କରି ଗଞ୍ଜାମ ଜିଲ୍ଲାର ଗୌରବ ଆଣିଲା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓଏସ୍‌ଡିଏମ୍‌ଏ ଆନୁକୂଲ୍ୟରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଓଡିଶା ଅଗ୍ନିଶମ ସଂସ୍ଥା ଓ ବିପର୍ଯ୍ୟୟ ପ୍ରଶମନ ଏକାଡେମୀ, ଭୁବନେଶ୍ୱର ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା
Read More...

ଛତ୍ରପୁର ସହରରେ କ୍ଲଷ୍ଟର ସ୍ତରୀୟ ସୁରଭି -୨୦୨୫ ସମାହିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ତଥା କ୍ଲଷ୍ଟର ସ୍ତରୀୟ ସୁରଭି-୨୦୨୫ ସମାହିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଅନସ୍ଲୋ ଶିକ୍ଷାନୁଷ୍ଠାନର ସମ୍ମିଳନୀ ଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସୁରଭି -୨୦୨୫ ଶନିବାର ସନ୍ଧ୍ୟାରେ
Read More...

ହିନ୍ଦ୍‌ ମଜଦୁର ସଭାପତି ରାଜ୍ୟ ସଭାପତି କୃଷ୍ଣଚନ୍ଦ୍ର ପାତ୍ରଙ୍କ ପରଲୋକରେ ଶୋକ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଶା କେବଳ ନୁହେଁ ସାରା ଦେଶର ଅନ୍ୟତମ ସଂଗ୍ରାମୀ ସମାଜବାଦୀ ସଙ୍ଗଠକ, ଚିନ୍ତକ, ପ୍ରଖ୍ୟାତ ଶ୍ରମିକ ନେତା ତଥା ହିନ୍ଦ ମଜଦୁର ସଭାର ରାଜ୍ୟ ସଭାପତି କୃଷ୍ଣଚନ୍ଦ୍ର ପାତ୍ରଙ୍କ ଶୁକ୍ରବାର ରାତିରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ
Read More...

ଅନନ୍ତପୁର ଛକ ନିକଟରେ ଦୁର୍ଘଟଣା : ୨ ମୃତ, ୧ ଗୁରୁତର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଅଭିମୁଖେ ଯାଉଥିବା ଗୋଟିଏ ବାଇକ୍ ଡିଭାଇଡରରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି । ସୂଚନା ଯୋଗ୍ୟ ଯେ, ଘଟଣାଟି ଅନନ୍ତପୁର ଛକ ନିକଟର ଘଟିଛି । ଗୋଟାଏ ବାଇକ୍‌ରେ ତିନିଜଣ ବସି ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ
Read More...

ଆଇ.ଆର୍.ଇ.ଏଲ୍. ପକ୍ଷରୁ ଶତାଧିକ ଟି.ବି. ରୋଗୀଙ୍କୁ ପୃଷ୍ଟିକର ଖାଦ୍ୟ ପେକେଜ୍ ବଣ୍ଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ଅବସ୍ଥାପିତ ସରକାରୀ ଉପଖଣ୍ଡ ଚିକିତ୍ସାଳୟର ସଭା ଗୃହରେ ଟିବି ରୋଗୀଙ୍କୁ ସ୍ୱାସ୍ଥ୍ୟ ସଚେତନତା କରାଯିବା ସହ ଟିବି ରୋଗୀଙ୍କୁ ପୃଷ୍ଟିକର ଖାଦ୍ୟ ପେକେଜ୍ ବିତରଣ କରାଯାଇଥିଲା । ମୁନିସିପେଣ୍ଠ ଗୋଷ୍ଠୀ
Read More...

ଜ୍ଞାନଦୀପ ଜାଳି ବ୍ରହ୍ମାକୁମାରୀ ସଂସ୍ଥାନ ପକ୍ଷରୁ ଦୀପାବଳି ପାଳନର ମହତ୍ତ୍ୱ ପ୍ରତିପାଦନ କଲେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜ୍ଞାନଦୀପ ଜାଳି ଅଜ୍ଞାନର ଅନ୍ଧକାର ମଧ୍ୟକୁ ଆଲୋକିତ କରିବା ନିମନ୍ତେ ଜ୍ଞାନଯଜ୍ଞ ପ୍ରସାଦ ଅବା ଗୀତାଜ୍ଞାନ, ଆଧ୍ୟାତ୍ମିକ ଜାଗରଣକୁ ଆଲୋକପାତ କରିବାଦ୍ଵାରା ସମାଜରେ ବସବାସ କରୁଥିବା ଜନତାଙ୍କ ନିମନ୍ତେ ହିତବାଣୀ, ସାଧୁହିତବାଣୀ ଶୁଣାଇ ପ୍ରକୃତରେ
Read More...

ଛତ୍ରପୁରସ୍ଥ ରିକାପଲ୍ଲୀଠାରେ କାଳୀପୂଜା ଉତ୍ସବମୁଖର ହୋଇଉଠିଛି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ କାଳୀପୂଜା ବିଭିନ୍ନ ସ୍ଥାନରେ ଉତ୍ସାହ ଉଦ୍ଦୀପନା ମଧ୍ୟରେ ବର୍ଣ୍ଣାଢ୍ୟ ସମାରୋହରେ ପାଳିତ ହୋଇଆସୁଅଛି । ପୂଜା ମଣ୍ଡପରେ ମୃଣ୍ମୟୀ ମୂର୍ତ୍ତି ପୂଜା ସମାରୋହରେ ବିଶେଷକରି ସନ୍ଧ୍ୟାବେଳେ ଅନୁପମ ଲୋକକଳା
Read More...