Browsing Tag

bramhapur news

ଛତ୍ରପୁର ହସ୍ପିଟାଲର ବରିଷ୍ଠ ଫାର୍ମାସିଷ୍ଟଙ୍କ ଅବସର ଗ୍ରହଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ ଫାର୍ମାସିଷ୍ଟ ନୌକେଶ ପାତ୍ର ଶନିବାର ଅବସର ଗ୍ରହଣ କରିଛନ୍ତି । ଏହି ଅବସର ଗ୍ରହଣ ଦିନ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ବୈଠକ ଗୃହରେ ମେଡ଼ିକାଲର ଅଧିକ୍ଷକ ଡ଼ା. ସୁଦର୍ଶନ ସାହୁଙ୍କ…
Read More...

ସାଂସଦ ଓ ବିଧାୟକଙ୍କ ଦ୍ଵାରା ମନ୍ଦିର ଓ କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଉପକଣ୍ଠସ୍ଥ ଶାନ୍ତିନଗର ଠାରେ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ ମନ୍ଦିର, ରାଧାକୃଷ୍ଣ ମନ୍ଦିର ଓ କଲ୍ୟାଣ ମଣ୍ଡପ ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ତଥା ଭୂମିପୂଜନ ଉତ୍ସବ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବର୍ଣ୍ଣାଢ଼୍ୟ ସମାରୋହରେ ସମ୍ପନ୍ନ…
Read More...

ଛତ୍ରପୁର ମୁନିସିପେଣ୍ଠ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ସାଇ-ଟିବିର ଶୁଭ ଉଦ୍‌ଘାଟନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସଭାଗୃହରେ ଡ଼ା. ସ୍ଵାଧୀନ ରଥଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ସାଇ-ଟିବି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଡ଼ା. ରଥ ପ୍ରଥମ ଇଞ୍ଜେକସନ ମାଧ୍ୟମରେ ଶୁଭାରମ୍ଭ କରି…
Read More...

ଏକତରଫା ପ୍ରେମରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା

ବ୍ରହ୍ମପୁର : ଏକତରଫା ପ୍ରେମରୁ ବୀଭତ୍ସ ହତ୍ୟାକାଣ୍ଡ । ଗୋପାଳପୁର ଥାନା କରାପଲ୍ଲୀ ଗାଁରେ ଏଭଳି ହତ୍ୟାକାଣ୍ଡ ଘଟିଛି । ଘର ଭିତରେ ପଡ଼ିଛି ଯୁବତୀଙ୍କ ରକ୍ତାକ୍ତ ମୃତଦେହ । ସୂଚନା ଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା କରାପଲ୍ଲୀ ଗାଁରେ ଘଟିଛି ଅଭାବନୀୟ ଘଟଣା । ଘରେ ପଶି ଯୁବତୀଙ୍କ…
Read More...

ଗଞ୍ଜାମ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କଲେ ରାଜ୍ୟପାଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମାନ୍ୟବର ରାଜ୍ୟପାଳ ଡ. ହରିବାବୁ କୁମ୍ଭମପାଟି ବୁଧବାର ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଗୋପାଳପୁର ସ୍ଥିତ ନୂତନ ସର୍କିଟ୍ ହାଉସ୍ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାର ସ୍ଥିତି ଓ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ସମୀକ୍ଷା କରିଛନ୍ତି ।…
Read More...

ଗଞ୍ଜାମ ଆର୍ମସ ଗାର୍ଡ ସଂଘର ମାସିକ ବୈଠକ ଅନୁଷ୍ଠିତ : ଆଇନ ପରାମର୍ଶଦାତା ଭାବେ ଏନ. ଗୋପୀ ମନୋନୀତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଆର୍ମସ ଗାର୍ଡ ସଂଘର ବୈଠକ ରବିବାର ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଗ୍ରାମ ସ୍ଥିତ ମା' ଗୋଜବାୟାଣୀ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଘ ର ସଭାପତି ଯୋଗେନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ…
Read More...

ସରିଲା ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା : ବାପା ଘରୁ ବିଦାୟ ନେଲେ ମାଁ ସାଆନ୍ତାଣି

ବ୍ରହ୍ମପୁର : ସରିଲା ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା, ବାପା ଘରୁ ବିଦାୟ ନେଲେ ମାଁ ସାଆନ୍ତାଣି, ଭୋରୁ ଭୋରୁ ପହଞ୍ଚିଲେ ଶାଶୁ ଘରେ, ବିଦାୟ ବେଳେ ଭାବ ବିହ୍ଵଳ ହୋଇ ପଡିଲେ ଶ୍ରଦ୍ଧାଳୁ । ୨୫ ଦିନ ଧରି ଚାଲିଥିଲା ମାଁଙ୍କ ଯାତ୍ରା। ମାଁଙ୍କ ବିଦାୟ ବେଳେ ଭାବ ବିହ୍ଵଳ…
Read More...

ଭାଷା ଭିତ୍ତିକ ଓଡ଼ିଶା ପ୍ରଦେଶ ଇଂରାଜୀ ପ୍ରଶାସକଙ୍କ ଠାରୁ ମୁକ୍ତ ହୋଇପାରିଲେ ଗଜପତି ଓ ମଧୁବାବୁଙ୍କ ପ୍ରତି ଉଚିତ୍‌…

ବ୍ରହ୍ମପୁର, (କେପିଏନ୍‌ଏନ୍‌) : ଉକଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ସ୍ଥାନୀୟ ଗାନ୍ଧୀନଗର ଛକଠାରେ ଥିବା ପୂଣ୍ୟାତ୍ମା ମଧୁପ୍ରେମୀ ସ୍ୱର୍ଗତ ସୁରସିଂ ପଟ୍ଟନାୟକଙ୍କ ଦ୍ୱାରା ପ୍ରତିଷ୍ଠିତ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଆୟୋଜିତ ସଭାରେ ବକ୍ତାମାନେ ଉଦବୋଧନ ଦେଇ…
Read More...

ଗୋଟିଏ ଦିନରେ ଗଞ୍ଜାମ ଜିଲ୍ଲାରେ ୪ ହତ୍ୟାକାଣ୍ଡ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଦିନକରେ ୪ଟି ହତ୍ୟାକାଣ୍ଡ । ଅପରାଧୀ ପୋଲିସକୁ ଦେଉଛନ୍ତି ଚ୍ୟାଲେଞ୍ଜ । ବେଗୁନିଆପଡ଼ା ଥାନା ଅନ୍ତର୍ଗତ ସୁମଣ୍ଡଲ ଠାରେ ୨ ଭାଇଙ୍କୁ ହତ୍ୟା କରାଯାଇଛି । ପୂର୍ବ ଶତ୍ରୁତାରୁ ଏଭଳି ହତ୍ୟାକାଣ୍ଡ ଘଟିଛି । ମୃତକ ୨ ଭାଇ ହେଲେ ବଡ ଭାଇ ସଞ୍ଜୟ ବାରିକ ଓ ସାନ ଭାଇ…
Read More...

ବାଇକ ଧକ୍କାରେ ଜଣେ ବୃଦ୍ଧା ମୃତ

ବ୍ରହ୍ମପୁର : ବାଇକ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ । ମୃତକ ଜଣଙ୍କ ହେଲେ ବ୍ରହ୍ମପୁର ଉପକଣ୍ଠ ହୁଗୁଳାପଟା ଗ୍ରାମର ସାଇବାଣୀ ସାହୁ (୭୦) । ସୂଚନା ଯୋଗ୍ୟ ଯେ, ହୁଗୁଳାପଟା ଗ୍ରାମର ସାଇବାଣୀ ସାହୁ କୌଣସି କାମରେ ଛକକୁ ଆସିଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ ତାଙ୍କୁ ଧକ୍କା…
Read More...