Browsing Tag

bramhapur news

ଭଞ୍ଜନଗର ନୂତନ ଉପଜିଲ୍ଲାପାଳ ଭାବେ ଉମାଶଙ୍କର ବେହେରାଙ୍କ ଯୋଗଦାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭଞ୍ଜନଗର ଉପଖଣ୍ଡ ନିମନ୍ତେ ନୂତନ ଉପଜିଲ୍ଲାପାଳ ଭାବେ ଉମାଶଙ୍କର ବେହେରା ଗତକାଲି ଯୋଗଦାନ କରିଛନ୍ତି । ଏହା ପୂର୍ବରୁ ଶ୍ରୀ ବେହେରା ଭଞ୍ଜନଗର ତହସିଲଦାର ଭାବେ କାର୍ଯ୍ୟରତ ଥିଲେ । ସେ ଜଣେ ସୁଦକ୍ଷ ପ୍ରଶାସକ ଭାବେ ବହୁ ଖ୍ୟାତି ଅର୍ଜନ କରିଛନ୍ତି
Read More...

ଆର୍ଥିକ ସାକ୍ଷରତା ଏବଂ ଅନ୍ତର୍ଭୁକ୍ତିକରଣ ଶିବିର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନର ଉପ-ଜିଲ୍ଲାପାଳ ସୁଶ୍ରୀ ଦୀନା ଦସ୍ତଗୀରଙ୍କ ନିର୍ଦ୍ଦେଶକ୍ରମେ ସଞ୍ଚୟ ଏବଂ ଆର୍ଥିକ ସେବା ବିଭାଗ ପକ୍ଷରୁ ଏକ ଆର୍ଥିକ ସାକ୍ଷରତା ଏବଂ ଅନ୍ତର୍ଭୁକ୍ତିକରଣ ଶିବିର ତା ୨୦.୦୨.୨୦୨୫ରିଖରେ ଅନୁଷ୍ଠିତ ହୋଇଯାଇଛିଫ
Read More...

ବ୍ରହ୍ମାକୁମାରୀ ସଂସ୍ଥାନ ଛତ୍ରପୁର ଶାଖା ପକ୍ଷରୁ ସପ୍ତାହ ବ୍ୟାପୀ ଶିବ ଜୟନ୍ତୀ ପାଳନ ସମ୍ଭାର ଉଦ୍‌ଘାଟିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ ଆନୁକୂଲ୍ୟରେ ସପ୍ତାହ ବ୍ୟାପୀ ୮୯ତମ ତ୍ରିମୂର୍ତ୍ତୀ ଶିବ ଜୟନ୍ତୀ ମହୋତ୍ସବ ଛତ୍ରପୁର ନିକଟସ୍ଥ ସାହେବ ଜେନାପଲ୍ଲୀ ଠାରେ ଗୁରୁବାର ଆରମ୍ଭ ହୋଇଯାଇଛି ।
Read More...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଓଡ଼ିଶା ଆନ୍ତଃ-ବିଶ୍ଵବିଦ୍ୟାଳୟ ପ୍ରତିଯୋଗିତାର ଶୁଭାରମ୍ଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ଆନ୍ତଃ-ବିଶ୍ଵବିଦ୍ୟାଳୟ ସ୍ତରୀୟ ସାହିତ୍ୟିକ ଓ ସାଂସ୍କୃତିକ ପ୍ରତିଯୋଗିତା ୨୦୨୫ ଫେବୃଆରୀ ୧୯ ବୁଧବାର ଦିନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଆନୁକୁଲ୍ୟରେ ଉଦ୍‌ଘାଟିତ ହୋଇଯାଇଛି । ଦୀର୍ଘ ଛଅ ଦିନଧରି ଅର୍ଥାତ ଚଳିତ ମାସ ୧୯ ରୁ ୨୪ ତାରିଖ
Read More...

ମାଁ ରାମଚଣ୍ଡୀ ଟ୍ରଷ୍ଟ ଓ ପୂଜା କମିଟୀ ପକ୍ଷରୁ ଓଡ଼ିଆ ଅଭିନେତ୍ରୀ ଶୀତଲ ପାତ୍ରଙ୍କୁ ଭଵ୍ୟ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଆ ସିନେମା ଜଗତର ସ୍ଵନାମଧନ୍ୟ ଅଭିନେତ୍ରୀ ଶୀତଲ ପାତ୍ର ଗୁରୁବାର ମାଁ ରାମଚଣ୍ଡୀ ପୀଠକୁ ଆସି ଅପରୂପ ସୌନ୍ଦର୍ଯ୍ୟ ବେଶରେ ସଜ୍ଜିତ ଦେବୀଙ୍କ ଦର୍ଶନ କରି ବିଭୂକୃପା ଲାଭ କରିଛନ୍ତି । ମାଁଙ୍କ ଆଶିଷ ଲାଭ କରି ସିନେ ଅଭିନେତ୍ରୀ ଶୀତଲ ପାତ୍ର
Read More...

ଅଭିନେତ୍ରୀ ଶୀତଲ ପାତ୍ରଙ୍କ ଅଭିନୟ, ନୃତ୍ୟ ପ୍ରଦର୍ଶନ ଏଵଂ କଣ୍ଠ ଶିଳ୍ପୀ ପ୍ରଜ୍ଞା ହୋତାଙ୍କ ସଙ୍ଗୀତରେ ଦର୍ଶକ ବିମୋହିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦ୍ୱିତୀୟ ବାର୍ଷିକୀ ମାଁ ରାମଚଣ୍ଡୀ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଅଭିନେତ୍ରୀ ଶୀତଲ ପାତ୍ର, କଣ୍ଠଶିଳ୍ପୀ ପ୍ରଜ୍ଞା ହୋତାଙ୍କ ମଞ୍ଚ ପରିବେଷଣ ଏକ ସ୍ୱତନ୍ତ୍ର ଆକର୍ଷଣ ଥିଲା । ଯାହା ଲକ୍ଷାଧିକ ଦର୍ଶକଙ୍କୁ ବହୁ ସମୟ ଧରି ତାଙ୍କରି ଭୂମିକା ଗ୍ରହଣ
Read More...

ଛତ୍ରପୁର ସରସ୍ଵତୀ ଶିଶୁବିଦ୍ୟା ମନ୍ଦିରଠାରେ ୩୦ତମ ବାର୍ଷିକ ଉତ୍ସବ ସମ୍ପନ୍ନ :

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରସ୍ଥ ଅନସ୍ଲୋ ମିନି-ଷ୍ଟାଡିୟମରେ ଠାରେ ଆୟୋଜିତ ଛତ୍ରପୁର ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ୩୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସରକାରଙ୍କ ଖଣି, ଇସ୍ପାତ,ବାଣିଜ୍ୟ ଓ ପରିବହନ ମନ୍ତ୍ରୀ
Read More...

ପ୍ରସିଦ୍ଧ ଶକ୍ତିପୀଠ ରାମଚଣ୍ଡୀ ଠାରେ ବିଶ୍ୱସ୍ତରୀୟ ସନ୍ଥ ସମ୍ମିଳନୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରସିଦ୍ଧ ଶକ୍ତିପୀଠ ରାମଚଣ୍ଡୀ ଠାରେ ମଙ୍ଗଳବାର ଦିନ ବିଶ୍ୱସ୍ତରୀୟ ସନ୍ଥ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରୟାଗରାଜକୁ ତୀର୍ଥ କରିବାକୁ ଯାଇ ମହାକୁମ୍ଭମେଳାରେ ଫେରି ଆସିଥିବା ୧୨୧ ସାଧୁ ସନ୍ଥମାନଙ୍କୁ ମା' ରାମଚଣ୍ଡୀଙ୍କ ପୀଠକୁ ଆମନ୍ତ୍ରିତ
Read More...

ଆର୍ଥିକ ସାକ୍ଷରତା ଏବଂ ଅନ୍ତର୍ଭୁକ୍ତିକରଣ ଶିବିର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନର ଉପ-ଜିଲ୍ଲାପାଳ ସୁଶ୍ରୀ ଦୀନା ଦସ୍ତଗୀରଙ୍କ ନିର୍ଦ୍ଦେଶକ୍ରମେ ସଞ୍ଚୟ ଏବଂ ଆର୍ଥିକ ସେବା ବିଭାଗ ପକ୍ଷରୁ ଏକ ଆର୍ଥିକ ସାକ୍ଷରତା ଏବଂ ଅନ୍ତର୍ଭୁକ୍ତିକରଣ ଶିବିର ତା ୧୮.୦୨.୨୦୨୫ରିଖରେ ଅନୁଷ୍ଠିତ ହୋଇଯାଇଛି ।
Read More...

ନେତାଜୀଙ୍କ ଅପୂରିତ ସ୍ୱପ୍ନକୁ ସାକାର କରିବା ପାଇଁ ଆହ୍ୱାନ ଦେଲା ନାଟକ “ଅଗ୍ନିସ୍ନାତ”

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭୁବନେଶ୍ୱର ସ୍ଥିତ ଭଞ୍ଜକଳା ମଣ୍ଡପଠାରେ ଡଃ. ବିଧୁପ୍ରଭା ରଥଙ୍କ ରଚିତ ସୋମନାଥ ବେହେରାଙ୍କ ନିର୍ଦ୍ଦେଶିତ ନାଟକ 'ଅଗ୍ନିସ୍ନାତ' ସଫଳତାର ସହ ମଞ୍ଚସ୍ଥ ହୋଇ ବୁଦ୍ଧିଜୀବୀ, ଯୁବଛାତ୍ର ତଥା ସଧାରଣ ଦର୍ଶକ ମହଲରେ ବେଶ୍ ଆଦୃତ ହୋଇଛି । ପରାଧୀନ ଭାରତ
Read More...