Browsing Tag

bramhapur news

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନୂତନ ସମ୍ମିଳନୀ କକ୍ଷରେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶଙ୍କ ତତ୍ତ୍ଵାବଧାନରେ ପଦାର୍ଥ ବିଜ୍ଞାନ ବିଭାଗ ଓ Brick institutes of life sciences ଭୁବନେଶ୍ୱର ର ମିଳିତ ଉଦ୍ୟମରେ ଜାତୀୟ ବିଜ୍ଞାନ ଦିବସ ଅନୁଷ୍ଠିତ ହୋଇଯାଇଛି ।
Read More...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାଂସ୍କୃତିକ ଦଳର ଉତ୍ତର ପ୍ରଦେଶ ଗସ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୂର୍ବାହ୍ନରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଏକ ୧୮ ଜଣିଆ ସାଂସ୍କୃତିକ ଦଳ ୟୁପି ଗ୍ରସ୍ଥ କରିଛନ୍ତି । ନୋଇଡାଠାରେ ଥିବା ଆମିଟି ବିଶ୍ୱବିଦ୍ୟାଳୟରେ ଆସନ୍ତା ୩ ଠାରୁ ୭ ମାର୍ଚ୍ଚରେ ଆୟୋଜିତ ଆନ୍ତଃ ବିଶ୍ୱବିଦ୍ୟାଳୟ ଜାତୀୟ ୟୁବ ମହୋତ୍ସବରେ ଯୋଗଦେବେ
Read More...

୫ ଘଣ୍ଟା ଧରି ବିଦ୍ୟୁତ ସରବରାହ ବିଚ୍ଛିନ୍ନ ଜନ ଅସନ୍ତୋଷ ବୃଦ୍ଧି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସଦର ବିଦ୍ୟୁତ୍ ସବ-ଡିଭିଜନ ଅନ୍ତର୍ଗତ ପୋଡ଼ାପଦର ପଞ୍ଚାୟତରେ ଶନିବାର ଅପରାହ୍ନ ୪ଘଣ୍ଟା ୩୦ ମିନଟ୍ ଠାରୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଯାଇଥିଲା । ପ୍ରକାଶ ଥାଉକି, କୌଣସି ଅସୁବିଧା ବଶତଃ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଯାଇଥିବା
Read More...

ସ୍କୁଟି ସହ ଚୋର ଧରାପଡିଲା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଥାନା ପୋଲିସ ପକ୍ଷରୁ ଜଣେ ଆନ୍ତଃ ଜିଲ୍ଲା ଅପରାଧୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ । ଅଭିଯୁକ୍ତ ଜଣକ ହେଲେ ଯାଜପୁର ଜିଲ୍ଲା ବୋରି ରାମ ଚନ୍ଦ୍ରପୁର ଥାନା ଅଧୀନ ଅରୁଆଳ ଗାଁର ଶେଖ ସମିନ ଓରଫ ସଲିମକୁ ଗିରଫ କରିବା ସହିତ କୋର୍ଟ
Read More...

ସରସ୍ୱତୀ ଶିଶୁବିଦ୍ୟାମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଶ୍ରୀରାମନଗର ଠାରେ ଅବସ୍ଥାପିତ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ପରିସରରେ ଜାତୀୟ ବିଜ୍ଞାନ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ନିଷ୍ଟ୍ ୟୁନିଭରସିଟିର କମ୍ପ୍ୟୁଟର ବିଜ୍ଞାନର ମୁଖ୍ୟ ପ୍ରଫେସର ଡଃ. ବ୍ରଜକିଶୋର ମିଶ୍ର
Read More...

ଖଲ୍ଲିକୋଟ କଲେଜର ସ୍ନାତକ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ବନ୍ଧୁ ମିଳନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ନିଗମରେ ଅବସ୍ଥାପିତ ଖଲ୍ଲିକୋଟ କଲେଜର ୧୯୯୨-୯୫ ବର୍ଷରେ ଅଧ୍ୟୟନ କରୁଥିବା ପୂର୍ବତନ ବିଦ୍ୟାର୍ଥୀ ତଥା ସ୍ନାତକ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ବନ୍ଧୁମିଳନର କାର୍ୟ୍କ୍ରର୍ଯ୍ୟମ ଆୟୋଜନ ହୋଇଥିଲା । ମାଁ ମହୁରୀ
Read More...

ଛତ୍ରପୁର ପଞ୍ଚାୟତ ସମିତି ବୈଠକ

ବିକଶିତ ଗାଁ ବିକଶିତ ଓଡ଼ିଶା ପାଇଁ ୨କୋଟି ୯୬ ଲକ୍ଷ ଟଙ୍କା ମଞ୍ଜୁର ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପଞ୍ଚାୟତ ସମିତିର ଦଶମ ଅଧିବେଶନ ତଥା ସ୍ୱତନ୍ତ୍ର ଆନୁଷ୍ଠାନିକ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି ।ଛତ୍ରପୁର ପଞ୍ଚାୟତ ସମିତିର ସର୍ବମୋଟ ୧୮ ଗୋଟି ପଞ୍ଚାୟତରେ
Read More...

ବାଦିପାଲା ମଞ୍ଚ ରାମଚଣ୍ଡୀ ମହୋତ୍ସବରେ ଥିଲା ଏକ ଅନ୍ୟତମ ଆକର୍ଷଣ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ନୀଳାଦ୍ରିପୁର ଗ୍ରାମର ପ୍ରସିଦ୍ଧ ଶକ୍ତିପୀଠ ମା' ରାମଚଣ୍ଡୀ ମନ୍ଦିରରେ ଆୟୋଜିତ ମା' ରାମଚଣ୍ଡୀ ମହୋତ୍ସବ -୨୦୨୫ରେ ବିବିଧ ସାଂସ୍କୃତିକଧର୍ମୀ କାର୍ଯ୍ୟକ୍ରମମାନ ତିନି ଦିନ ଧରି ସମାହିତ ହୋଇଥିଲା । ସାଧୁସନ୍ଥ ସମ୍ମିଳନୀ,
Read More...

ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଟି.ବି. ମୁକ୍ତ ପଞ୍ଚାୟତ ହେବା ନେଇ ଆଲୋଚନା ସଭା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦିନିକିଆ ଟି.ବି. ମୁକ୍ତ ପଞ୍ଚାୟତ ହେବା ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେଇଥିଲା । ଛତ୍ରପୁର ବ୍ଲକ ଅଧିନସ୍ଥ ୫ଟି ପଞ୍ଚାୟତ ତଥା କାଳୀପଲ୍ଲୀ, ଆର୍ଜିପଲ୍ଲୀ, କଣମଣା,
Read More...

ଛତ୍ରପୁରର ବିଭିନ୍ନ ଶୈବପୀଠରେ ମହାଶିବରାତ୍ରି ଜାଗର ମେଳା ସମାରୋହରେ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରର ବିଭିନ୍ନ ଶୈବାଳୟ ଏବଂ ଏହାର ଆଖପାଖ ବିଭିନ୍ନ ଶୈବପୀଠ ବେଶ ଚଳଚଞ୍ଚଳ ହୋଇ ଉଠିଥିବା ଦେଖାଦେଇଛି । ପବିତ୍ର ମହାଶିବରାତ୍ରି ଅବସରରେ ଭକ୍ତମାନେ ଶିବ ମନ୍ଦିର ବେଢ଼ା ପରିସରରେ ସନ୍ଧ୍ୟାରେ ଆରତୀ ଦର୍ଶନ
Read More...