Browsing Tag

bramhapur news

ଭଞ୍ଜନଗରଠାରେ ଉପଖଣ୍ଡସ୍ତରୀୟ ୯୦ତମ ଉତ୍କଳ ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବୃହତ୍ତମ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପଖଣ୍ଡ ମହକୁମାରେ ଉତ୍କଳ ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଭଞ୍ଜନଗର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ
Read More...

ଅନନ୍ୟ କଳା ଦର୍ପଣର ଦ୍ୱିତୀୟ ବାର୍ଷିକ ଉତ୍ସବ- ୨୦୨୫ ଆୟୋଜିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଭୁବନେଶ୍ୱରର ଅଗ୍ରଣୀ କଳା ଅନୁଷ୍ଠାନ ଅନନ୍ୟ କଳା ଦର୍ପଣର ଦ୍ୱିତୀୟ ବାର୍ଷିକ ଉତ୍ସବ- ୨୦୨୫ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନରେ ରବିବାର ସନ୍ଧ୍ୟାରେ
Read More...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ବିକଶିତ ଭାରତ ୨୦୪୭ ପ୍ରତି ପ୍ରଯୁକ୍ତିବିଦ୍ୟା ବିକାଶ ଉପରେ ଆଲୋଚନାଚକ୍ର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ୩୧ ମାର୍ଚ୍ଚ ୨୦୨୫ସମୟ ୧୧ ଘଟିକା : "ବିକଶିତ ଭାରତ ୨୦୪୭ ପ୍ରତି ପ୍ରଯୁକ୍ତିବିଦ୍ୟା ବିକାଶ" ବିଷୟ ଉପରେ ଏକ ଚିନ୍ତନାତ୍ମକ ବାହ୍ୟ ଆଲୋଚନା ଓଡ଼ିଶା ଗବେଷଣା କେନ୍ଦ୍ର (ଓଆରସି), ଭୁବନେଶ୍ୱର ଦ୍ୱାରା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର
Read More...

ଦଣ୍ଡନାଚ ବେଳେ ଗଣ୍ଡଗୋଳ : ବାପା-ପୁଅଙ୍କ ଛୁରାମାଡରେ ଯୁବକଙ୍କ ମୃତ୍ୟୁ

ବ୍ରହ୍ମପୁର : ଦଣ୍ଡ ନାଚ ବେଳେ ଅଘଟଣ । ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଜେନା ସାହିରେ ଗଣ୍ଡଗୋଳ । ବେଲ ଗାଁ କାଳୀ ମନ୍ଦିର କମିଟିର ଦୁଇଜଣଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଏହି ଗଣ୍ଡଗୋଳ ମଧ୍ୟରେ ଜଣେ ଯୁବକଙ୍କ ମୃତ୍ୟୁ । ଆକ୍ରମଣକାରୀ ବାପା-ପୁଅ ଅଟକ । ବେଲଗାଁ ଦଣ୍ଡ ନାଚ ଯାତ୍ରାରେ
Read More...

ବାସନ୍ତିକ ଦୁର୍ଗୋତ୍ସଵ : ମାଁ ରାମଚଣ୍ଡୀଙ୍କ ପୀଠ ଚଳଚଞ୍ଚଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚଳିତ ବର୍ଷ ସମସ୍ତ ଦେବୀ ପୀଠ ମାନଙ୍କରେ ପବିତ୍ର ଚୈତ୍ର ପର୍ବ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି । ଏହି ନବରାତ୍ରୀ ପୂଜାକୁ ବାସନ୍ତିକ ଦୁର୍ଗୋତ୍ସଵ ମଧ୍ୟ୍ୟ କୁହାଯାଏ । ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିକଟବର୍ତ୍ତୀ ନୀଳାଦ୍ରୀପୁର ଠାରେ ଅବସ୍ଥିତ
Read More...

ମହଙ୍ଗା ପଡ଼ିଲା ବିନା ଅନୁମତିରେ ଦଣ୍ଡ ନାଚର ଆୟୋଜନ : ସାତ ଜଣଙ୍କ ନାଁରେ ମାମଲା ରୁଜୁ

ବ୍ରହ୍ମପୁର : ପୋଲିସର କାର୍ଯ୍ୟାନୁଷ୍ଠାନ । ପୋଲିସ ଓ ପ୍ରଶାସନର ବିନା ଅନୁମତିରେ ଦଣ୍ଡ ନାଚ ଆୟୋଜନ କରିବା ପଡିଛି ମହଙ୍ଗା । ସାତ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ଟାଉନ୍‌ ଥାନା ପୋଲିସ । ଖବର ଅନୁଯାୟୀ, ପୋଲିସ ଓ ପ୍ରଶାସନର ବିନା ଅନୁମତିରେ ଦଣ୍ଡ ନାଚର ଆୟୋଜନ କରାଯାଇଥିଲା ।
Read More...

ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ କ୍ଷେତ୍ରସ୍ତରୀୟ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ), ଭୁବନେଶ୍ୱର ପକ୍ଷରୁ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ୨୭ ମାର୍ଚ୍ଚ ୨୦୨୫ ଦିନ ଏକ ଏକ କ୍ଷେତ୍ରସ୍ତରୀୟ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ (ଏଫ୍ଏଲ୍ଏଫ୍ଏଲ୍ଇ) ଅନୁଷ୍ଠିତ ହୋଇଯାଇଛି । ଆରବିଆଇ
Read More...

ବ୍ରହ୍ମପୁର ସବ-ରେଜିଷ୍ଟର କାର୍ଯ୍ୟଳୟରେ ମାତିଛନ୍ତି ଦଲାଲ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଥମେ ନାଲି ଆଖି ପରେ ସଲା ସୁତରା କନିଷି ଅଞ୍ଚଳ ପରେ ବ୍ରହ୍ମପୁର ସବରେଜିଷ୍ଟର କାର୍ଯ୍ୟାଳୟରେ ମାତିଛନ୍ତି ଦଲାଲ୍ । ନକଲି ଲିଗାଲହେର ଜରିଆରେ ଜମି କିଣା ବିକା କରିବାଲାଗି ପ୍ରୟାସ କରୁଥିବା କିଛି ଦଲାଲକୁ ସବ ରେଜିଷ୍ଟର ଚିହ୍ନଟ କରି ଟାଉନ ଥାନା
Read More...

ତାରାତାରିଣୀଙ୍କ ଚୈତ୍ର ପର୍ବ ଦ୍ୱିତୀୟ ପାଳିରେ ୩୦ହଜାର ଭକ୍ତ ଅନ୍ନ-ପ୍ରସାଦରେ ଆପ୍ୟାୟିତ ହେଲେ

ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ) : ମାଁ ତାରାତାରିଣୀଙ୍କ ପବିତ୍ର ଚୈତ୍ରପର୍ବ ଦ୍ୱିତୀୟ ପାଳି ମଙ୍ଗଳବାରରେ ୩୦ହଜାର ଶ୍ରଦ୍ଧାଳୁ ଭକ୍ତ ମାିଁଙ୍କ ଅନ୍ନ-ପ୍ରସାଦରେ ଆପ୍ୟାୟିତ ହୋଇ ଖୁସିବ୍ୟକ୍ତ କରିଛନ୍ତି । ଆଦ୍ୟାଶକ୍ତି ମା' ତାରାତାରିଣୀଙ୍କ ବାର୍ଷିକ ଚୈତ୍ରପର୍ବ ମଙ୍ଗଳବାର ଯାତ୍ରା
Read More...

ଦାଦି ଜାନକୀଙ୍କ ୫ମ ଶ୍ରାଦ୍ଧ ସ୍ତୁତି ବାର୍ଷିକୀ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ): ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ ପକ୍ଷରୁ ରାଜଯୋଗିନୀ ଦାଦି ଜାନକୀଙ୍କ ୫ମ ଶ୍ରାଦ୍ଧ ସ୍ତୁତି-ବାର୍ଷିକୀ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଦାଦି ଜାନକୀଙ୍କ ଜନ୍ମ ତା. ୧ / ୧/ ୧୯୧୬
Read More...