Browsing Tag

Boudth news

ବିଜେପି ପକ୍ଷରୁ କରୋନା ସଚେତନତା, ଶୁଖିଲା ଖାଦ୍ୟ ଓ ମାକ୍ସ ବଣ୍ଟନ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାର ବିଭିନ୍ନ ଗ୍ରାମମାନଙ୍କରେ ପ୍ରତିଦିନ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ପଜିଟିଭ ରିପୋର୍ଟ ଆସୁଛି । ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ କାରଣରୁ ଅନେକଙ୍କ ଜୀବନ ମଧ୍ୟ ହାନି ହେଉଛି । ଜନସାଧାରଣଙ୍କ ମନରେ ସଚେତନତା ସୃଷ୍ଟି କରିବା ପାଇଁ ବିଜେପି ପକ୍ଷରୁ
Read More...

ରବିୠତୁ ନିମନ୍ତେ ଚଳିତ ବର୍ଷର ଧାନକ୍ରୟ ଶୁଭାରମ୍ଭ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଉମା ସେବା ସମବାୟ ସମିତି ଅଧିନ ଖୁଣ୍ଟିଗୋରା ମଣ୍ତିଠାରେ ରବିଋତୁ ନିମନ୍ତେ ଧାନକ୍ରୟ ଶୁଭାରମ୍ଭ ହୋଇଯାଇଛି । ସମିତି ସଂପାଦକ କର୍ଣ୍ଣ ରଣାଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ସମିତି ପ୍ରଶାସକ ଗୁରୁଚରଣ ଦାଶ ନଡିଆ
Read More...

ହରଭଙ୍ଗା ଅତିରିକ୍ତ ତହସିଲଦାରଙ୍କୁ ପଥର ମଫିଆଙ୍କ ଧମକ ଅଭିଯୋଗ : ପୁରୁଣାକଟକ ଥାନାରେ ଆଟ୍ରୋସିଟି ମାମଲା ରୁଜୁ

ନିନ୍ଦା ପ୍ରସ୍ତାବ କରି କାର୍ୟ୍ୟାନୁଷ୍ଠାନ ଦାବୀ କଲା ହରଭଙ୍ଗା ଓକିଲ ସଂଘବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲର ଅତିରିକ୍ତ ତହସିଲଦାରଙ୍କ ଘରକୁ ନିଶାଶକ୍ତ ଅବସ୍ଥାରେ ଆସି ଦୁର୍ବ୍ୟବହାର କରିବା ସହ ତାଙ୍କୁ ଜାତିଆଣ ଆକ୍ଷେପ କରି ଧମକ ଚମକ ଦେଇଥିବା ପୁରୁଣା କଟକ ଥାନାରେ
Read More...

ମନମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ହନ୍ତସନ୍ତ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏବେ ରୋଗୀ ନାହିଁ ନଥିବା ଅସୁବିଧା ଭୋଗୁଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ ଆଉଟ୍‌ଡେ଼ାର୍‌କୁ ସକାଳ ୯ଟା ପର୍ୟ୍ୟନ୍ତ ଡାକ୍ତର ଆସୁନଥିବାରୁ ରୋଗୀମାନେ ଦୀର୍ଘ ସମୟ ଅପେକ୍ଷା କରୁଛନ୍ତି । କୋଭିଡ
Read More...

ଗାନ୍ଧିଜୀଙ୍କ ବାର୍ତ୍ତା ସମାଜ ପାଇଁ ଏକ ଚେତନା : ଗାନ୍ଧୀ କବିତା ଆସରରେ ଆଲୋଚନା

ବୌଦ୍ଧ, (ରଂଜୁ ଅମାତ) : ବଉଲ ନାଟ ଏଣ୍ଡ କଲଚରାଲ ଏସୋସିଏସନ ଖଟଖଟିଆର ବ୍ରହ୍ମଣୀ ପକ୍ଷରୁ ଆୟୋଜିତ କବି ମାନସରେ ଗାନ୍ଧୀ କବିତା ଆସରରେ ସଂଯୋଜକ କବି ଦିଲ୍ଲୀପ କୁମାର ମହାନ୍ତି ଗାନ୍ଧିଜୀଙ୍କ ବାର୍ତା ସମାଜ ପାଇଁ ଏକ ଚେତନା ବୋଲି କହିଥିଲେ । କବି ଈଶ୍ୱର ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ
Read More...

ବୌଦ୍ଧରୁ ଉତ୍ତରପ୍ରଦେଶ ଗ୍ୟାଙ୍ଗର ୨ ଏଟିଏମ୍‌ ଲୁଟେରା ଗିରଫ : ୧୨ ଟି ଏଟିଏମ୍ କାର୍ଡ ଜବତ

ବୌଦ୍ଧ, (ବଂଶୀଧର ମାଝୀ) : ଏଟିଏମ କାର୍ଡ ସାହଯ୍ୟରେ ଅଭିନବ କୌଶଳରେ ବିଭିନ୍ନ ବ୍ୟାଙ୍କ ଏଟିଏମ୍‌ରୁ ଟଙ୍କା ହରିଲୁଟ୍ କରୁଥିବା ଦୁଇ ଜଣ ଉତ୍ତର ପ୍ରଦେଶ ଗ୍ୟାଙ୍ଗର ଠକଙ୍କୁ ଗିରଫ କରିଛି ବୌଦ୍ଧ ପୋଲିସ । ଏମାନେ ବୌଦ୍ଧ ସହରରୁ ୩୦ ହଜାର ଟଙ୍କା ସଂଗ୍ରହ କରିବା ପରେ ପୁଣି ଥରେ ବୁଧବାର ଦିନ
Read More...

ସାପ କୁମୁଡାରେ ନାବାଳିକାର ମୃତ୍ୟୁ

ବୌଦ୍ଧ, (ବଂଶୀଧର ମାଝୀ) : ଗତକାଲି ସକାଳେ ହରଭଙ୍ଗା ବ୍ଲକ ହରଭଙ୍ଗା ଗ୍ରାମରେ ଗୋଟିଏ ବିଷାକ୍ତ ସାପ କାମୁଡାରେ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ଡାକ୍ତରଖାନା ନିକଟରେ ରହୁଥିବା ସରୋଜ ବେହେରାଙ୍କ ଝିଅ ଯଶୋଧାରା (୧୦) ନିଜ ଘରେ ଖେଳୁଥିବା
Read More...

ଉଦ୍ୟାନ କୃଷି ବିଭାଗରେ ମହା ଘୋଟାଲା : ଚଞ୍ଚକତା କରି ଅଧିକାରୀ ମାଲାମାଲ୍, ହିତାଧିକାରୀ କାଙ୍ଗାଲ

ବୌଦ୍ଧ, (ବଂଶୀଧର ମାଝୀ) : ଉଦ୍ୟାନ କୃଷି ପ୍ରତି ଚାଷୀଙ୍କ ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ସରକାର ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ବିଭିନ୍ନ ଫଳ ବଗିଚା ପ୍ରକଳ୍ପ କରିବା ପାଇଁ ହିତାଧିକାରୀଙ୍କୁ ଲକ୍ଷାଧିକ ଟଙ୍କାର ଅନୁଦାନ ଯୋଗାଇ ଦେଉଛନ୍ତି ।
Read More...

ଟାର୍ଗେଟ ବୃଦ୍ଧି ଦାବୀରେ ଚାଷୀଙ୍କ ରାଜରାସ୍ତା ଅବରୋଧ : ସଂକୀର୍ତ୍ତନ ମାଧ୍ୟମରେ ଅଭିନବ ପ୍ରତିବାଦ

ବୌଦ୍ଧ, (ବଂଶୀଧର ମାଝୀ) : ଟାର୍ଗେଟ ସମସ୍ୟା ଥିବାରୁ ଧାନ ବିକ୍ରି କରି ନପାରିବା ଯୋଗୁଁ ଫବୃଆରୀ ୧୪ ତାରିଖରୁ ପେକ୍ସରେ ଧାନ ପଡି ରହିଛି । ଘଣ୍ଟାପଡା ପେକ୍ସ ଅଧିନ ଆମ୍ବଗାଁ ମଣ୍ଡି ନିମନ୍ତେ ୭୮୦ ବସ୍ତା ଟାର୍ଗେଟ ରହିଥିବା ବେଳେ ଚାଷୀଙ୍କ ୨ ହଜାର ବସ୍ତା ଧାନ ରାସ୍ତା ପାର୍ଶ୍ବରେ ପଡିରହିଛି
Read More...

ଆମ୍ବଗାଁ ଠାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ବୌଦ୍ଧ, (ବଂଶୀଧର ମାଝୀ) : ଭରସା ପରିବାର କଣ୍ଟାମାଳ ଶାଖା ଏବଂ ତ୍ରିନେତ୍ର ଚିକିତ୍ସାଳୟ ସମ୍ବଲପୁରର ମିଳିତ ଆନୁକୂଲ୍ୟରେ କଣ୍ଟାମାଳ ବ୍ଲକ ଆମ୍ବଗାଁ ପଞ୍ଚାୟତ ସଭାଗୃହରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି । ଯଦୁ ବିହାରୀ ବାଘ ଏବଂ ଉମେଶ କୁମାର ରଣାଙ୍କ
Read More...
error: Content is protected !!