Browsing Tag

boudh news

ନିର୍ମାଣାଧୀନ ଧଳପୁର-ଆଠମଲ୍ଲିକ ସେତୁୁରେ ଶ୍ରମିକ ମୃତ୍ୟୁ ପ୍ରସଙ୍ଗ : ତଦନ୍ତ ନାଁରେ ଦୋଷକୁ ଘଣ୍ଟ ଘୋଡାଉଛି ଶ୍ରମବିଭଗ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ନିର୍ମାଣଧିନ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁରୁ ଉପରୁ ତଳେପଡି ଗତ ଦେଢମାସ ମଧ୍ୟରେ ଅଲଗା ଅଲଗା ଭାବେ ୩ଜଣ ବାହାର ରାଜ୍ୟର ଶ୍ରମିକଙ୍କ ମୃତ୍ୟୁ ଘଟଣା ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇବା ସହ ଆମ ରାଜ୍ୟରେ ଶ୍ରମ ନିରାପତ୍ତା
Read More...

ବନ ବିଭାଗ ଦ୍ୱାରା ଜଙ୍ଗଲରୁ ଧରାହେଲା ଚୋରା ଚାଲାଣରେ ବ୍ୟବହୃତ ଟ୍ରାକ୍ଟର ଓ ବଲହା

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ବନଖଣ୍ଡ ଅଧିନସ୍ଥ ବଘିଆପଡା ଫରେଷ୍ଟ ସେକ୍ସନର ଜାମୁଖୋଲ୍ ଗ୍ରାମ ନିକଟସ୍ଥ ଭୂଇଁ ଛକ ନିକଟରେ ବନ ବିଭାଗ ବଲହା ଚୋରା ଚାଲାଣ କରୁଥିବା ଏକ ଟ୍ରାକ୍ଟର ସମେତ ୬୦ଖଣ୍ଡ ବଲହା ଜବତ୍ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ବନ ବିଭାଗର
Read More...

ଯଜ୍ଞ ମଣ୍ଡପ ପ୍ରତିଷ୍ଠା ଉତ୍ସବ : ଦ୍ୱିତୀୟ ଦିବସରେ ନାମ ମଣ୍ଡପ ପ୍ରତିଷ୍ଠା

ବୌଦ୍ଧ, (ଦିଲ୍ଲିପ କୁମାର ସରାପ) : ବୌଦ୍ଧ ଜିଲ୍ଲାର ପାଇକବାହାଲ ଗ୍ରାମରେ ଚାରି ଦିନ ବ୍ୟାପୀ ହେଉଥିବା ଯଜ୍ଞ ମଣ୍ଡପ ପ୍ରତିଷ୍ଠା ଉତ୍ସବର ଦ୍ୱିତୀୟ ଦିନରେ ଆଜି ନାମ ମଣ୍ଡପ ପ୍ରତିଷ୍ଠା କରାଯାଇଥିଲା । ଏହି ଅବସରରେ ସାଂସ୍କୃତିକ କାର୍ୟ୍ୟକ୍ରମରେ ତୁଲସୀ ରାମାୟଣର ସୁନ୍ଦରାକାଣ୍ଡ ପାରାୟଣ
Read More...

ଧଳପୁର-ଆଠମଲ୍ଲିକ ନିର୍ମାଣଧୀନ ମହାନଦୀ ସେତୁ ପାଲଟିଛି ମରଣଯନ୍ତା : ଗଡୁଛି ମୁଣ୍ଡ

ବୌଦ୍ଧ, (ବଂଶୀଧର ମାଝୀ) : ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସେକ ଜାହାଙ୍ଗିର(୨୩) ନାମକ ଜଣେ ଶ୍ରମିକ ଆଠମଲ୍ଲିକ ପଟେ ସେତୁ ଉପରୁ ରବିବାର ପଡିଯିବାରୁ ଗୁରୁତର ଆହତ ହୋଇଥିଲେ । ଚିକିତ୍ସା ପାଇଁ ପ୍ରଥମେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା
Read More...

ପିତାଙ୍କ ଅନ୍ତିମ ସଂସ୍କାର ସାରି ଫେରୁଥିବା ପୁଅର ମୃତ୍ୟୁ

ବୌଦ୍ଧ, (ବଂଶୀଧର ମାଝୀ): ପିତାଙ୍କ ଅନ୍ତିମ ସଂସ୍କାର କରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ଯାଇଛି ପୁତ୍ରଙ୍କ ଜୀବନ । ସୂଚନା ମତେ ବୌଦ୍ଧ ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗୀର ନଂ.୫୭ ଜାତୀୟ ରାଜପଥର ପୁରୁଣାକଟକ ଥାନା ଅନ୍ତର୍ଗତ କରଡ଼ାକୋଠା ଠାରେ ରାସ୍ତା କଡରେ ଏକ ଏଆରଏସଏସ କମ୍ପାନୀର ଟ୍ରଲର
Read More...

୧୦୫ ତମ ବିଜୁ ଜୟନ୍ତି ପାଳନ

ଅଗ୍ରଣୀ ଓଡିଶା ଗଠନରେ ବିଜୁବାବୁଙ୍କ ଅବଦାନ ଅବିସ୍ମରଣୀୟ : ବିଧାୟକବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ କୁଲୁତାଯୋର ପଞ୍ଚାୟତ ଟପର୍ଣ୍ଣା ସ୍ଥିତ କଲ୍ୟାଣ ମଣ୍ତପ ଠାରେ ବିଜେଡି ପକ୍ଷରୁ କଣ୍ଟାମାଳ ନିର୍ବାଚନ ମଣ୍ତଳୀ ସ୍ତରୀୟ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତି ସମାରୋହ
Read More...

ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର : କ୍ଷତିପୁରଣ ଦାବୀରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କୋର୍ଟ ପାଖରେ ଗତକାଲି ସନ୍ଧ୍ୟାରେ ଏକ ଡମ୍ଫର ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଉତ୍ୟକ୍ତ ଲୋକେ ଆଜି ସକାଳୁ ଦୁର୍ଘଟଣା ସ୍ଥଳ ନିକଟରେ ମୃତକଙ୍କ ପରିବାରକୁ
Read More...

ଗିରଫ ହେଲେ ସନ୍ତୋଷ ହତ୍ୟା ମାମଲା ଦୁଇ ଭାତୃହନ୍ତା

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅଧିନ ଗୋଛାପଡା ପଞ୍ଚାୟତ ମଲିକପଡା ଗ୍ରାମର ଓ.ଏସ.ଏ.ପି. କନେଷ୍ଟବଳ ସନ୍ତୋଷ ଜାନୀଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ହେବାପରେ ପୋଲିସ ପକ୍ଷରୁ ଛାନଭିନ ଆରମ୍ଭ ହୋଇଥିଲା । ତେବେ ହତ୍ୟା ମାମଲାର
Read More...

ଅଗ୍ନିକାଣ୍ଡ ଘଟି ୧୨ ଛେଳି ଓ ଖାସି ମୃତ

ବୌଦ୍ଧ, (ବଂଶୀଧର ମାଝୀ) : ଅଗ୍ନିକାଣ୍ତ ଘଟି ୧୨ଟି ଛେଳି ଓ ଖାସିଙ୍କ ଜୀବନ୍ତ ଦଗ୍ଧ । ଏପରି ଏକ ଦୁଃଖଦାୟକ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଖୁଣ୍ଟବନ୍ଧ ପଞ୍ଚାୟତ ଜଗନ୍ନାଥପୁର ଗ୍ରାମରେ । ଗତକାଲି ରାତ୍ର ୨ ଘଣ୍ଟା ସମୟରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ଚାଷୀ କୁଶ ପ୍ରଧାନ ଓ ମୃତ୍ୟୁଜୟ
Read More...

ରଥକାଠ ପାଇଁ ବୌଦ୍ଧ ବନଖଣ୍ଡରୁ ଅନୁକୂଳ ହେଲା ଗଛକଟା

ବୌଦ୍ଧ, (ବଂଶୀଧର ମାଝୀ) : ଚଳିତ ବର୍ଷ ଶ୍ରୀକ୍ଷେତ୍ର ପୁରୀରେ ହେବାକୁଥିବା ଘୋଷଯାତ୍ରା ପାଇଁ ରଥ ନିର୍ମାଣ ସକାଶେ ଆବଶ୍ୟକ କାଠ ସଂଗ୍ରହ ପାଇଁ ମଙ୍ଗଳବାର ବୌଦ୍ଧ ବନଖଣ୍ଡ ଅଧିନସ୍ଥ ମାଧପୁର ରେଞ୍ଜ ଅନ୍ତର୍ଗତ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରୁ ଗଛ ସଂଗ୍ରହ ପ୍ରକ୍ରିୟା ଶୁଭାରମ୍ଭ ହୋଇଛି । ପୁରୀ
Read More...