ରଥକାଠ ପାଇଁ ବୌଦ୍ଧ ବନଖଣ୍ଡରୁ ଅନୁକୂଳ ହେଲା ଗଛକଟା
ବୌଦ୍ଧ, (ବଂଶୀଧର ମାଝୀ) : ଚଳିତ ବର୍ଷ ଶ୍ରୀକ୍ଷେତ୍ର ପୁରୀରେ ହେବାକୁଥିବା ଘୋଷଯାତ୍ରା ପାଇଁ ରଥ ନିର୍ମାଣ ସକାଶେ ଆବଶ୍ୟକ କାଠ ସଂଗ୍ରହ ପାଇଁ ମଙ୍ଗଳବାର ବୌଦ୍ଧ ବନଖଣ୍ଡ ଅଧିନସ୍ଥ ମାଧପୁର ରେଞ୍ଜ ଅନ୍ତର୍ଗତ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରୁ ଗଛ ସଂଗ୍ରହ ପ୍ରକ୍ରିୟା ଶୁଭାରମ୍ଭ ହୋଇଛି । ପୁରୀ!-->…
Read More...
Read More...