Browsing Tag

boudh news

ମକା ବୋଝେଇ ଟ୍ରକ ଦୁର୍ଘଟଣାଗ୍ର‌ସ୍ତ : ଅଳ୍ପକେ ବର୍ତିଲେ ଡ୍ରାଇଭର ଓ ହେଲପର

ବୌଦ୍ଧ, (ବଂଶୀଧର ମାଝୀ) : ଆଜି ଭୋର ୩ଟା ସମୟରେ କଣ୍ଟାମାଳ‐ମନମୁଣ୍ତା ୪୧ ନଂବର ରାଜ୍ୟ ରାଜପଥର ଶ୍ରୀମାଳ ବନ୍ଧଖଣ୍ତି ବୁଲାଣିରେ ଭାରସାମ୍ୟ ହରାଇ ଏକ ଟ୍ରକ ଦୁର୍ଘଟଣାର ସମ୍‌ମ୍ମୁଖୀନ ହୋଇଛି । ସୂଚନା ମତେ ନବରଙ୍ଗପୁର ଠାରୁ ଦଶପଲ୍‌ଲ୍ଲା ଯାଉଥିବା ମକା ଓ ଗହମ ବୋଝେଇ ଟ୍ରକ (OR05W5829)…
Read More...

ଅରମାସ୍ ପକ୍ଷରୁ କ୍ଷୁଦ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ ପରିସରରେ ଗୁରୁବାର ଅରମାସ୍ ପକ୍ଷରୁ ଅନୁଷ୍ଠିତ କ୍ଷୁଦ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମରେ କଣ୍ଟାମାଳ ବିଡ଼ିଓ କ୍ୟାଟୱାକ୍‌ କରିଥିବା ନଜରକୁ ଆସିଛନ୍ତି । ଏହି କାର୍ୟ୍ୟକ୍ରମରେ କୁନି ପୁଅଝିଅଙ୍କୁ ନେଇ ରଙ୍ଗାରଙ୍ଗ ପରିବେଶ ମଧ୍ୟରେ…
Read More...

ଅନ୍ଧାରରେ ହିତାଧିକାରୀ, ଘର ପାଇଲା କିଏ ?

ବୌଦ୍ଧ, (ବଂଶୀଧର ମାଝୀ) : ଘରର ଫାଇନାଲ ବିଲ ଉଠିଛି, ହେଲେ ହିତାଧିକାରୀଙ୍କ ପାଖରେ ଖବର ନାହିଁ କି ଘର ନାହିଁ । ସରକାର ଗରିବ ଦୂରୀକରଣ ନିମନ୍ତେ ବିଭିନ୍ନ ଯୋଜନାରେ କୋଟି କୋଟି ଅର୍ଥ ବ୍ୟୟ କରୁଛନ୍ତି, କିନ୍ତୁ ପ୍ରକୃତ ହିତାଧିକାରୀ ଯୋଜନାରୁ ବଞ୍ଚିତ ରହୁଛନ୍ତି । ଏମିତି ଏକ ଚାଞ୍ଚଲ୍ୟକର…
Read More...

ପୁଅର ଉଚ୍ଚଶିକ୍ଷା ଫି’ ପୈଠ ପାଇଁ ବାହାରେ ଧାନ ଜଗିଛି ଚାଷୀ

ବୌଦ୍ଧ, (ବଂଶୀଧର ମାଝୀ) : ଧାନ ବିକ୍ରି କରିବା ପାଇଁ ମୋବାଇଲକୁ ଆସିଲା ଅନଲାଇନ୍ ମେସେଜ୍ । ପୁଅର ଫି' ବାବଦକୁ ଅର୍ଥ ଦେବା ପାଇଁ ତାଙ୍କର ଅତ୍ୟାବଶ୍ୟକ ଥିଲା । ଫଳରେ ସେ ଭୁବନେଶ୍ବର ଜାଭିୟର ଇଣ୍ଟର ନେସନାଲ ବିଜ୍ଞାନ କଲେଜରେ ପାଠ ପଢ଼ୁଥିବା ନିଜ ପୁଅର ବାର୍ଷିକ ଫି' ଦାଖଲ ପାଇଁ ଆଶାରେ…
Read More...

ବନ ବିଭାଗର ମନରେଗା ପ୍ରକଳ୍ପରେ ଘୋଟଲା : ଭିନ୍ନକ୍ଷମ ବୃଦ୍ଧ ଓ ଅଙ୍ଗନୱାଡି ରୋଷେୟାଙ୍କୁ ଶ୍ରମିକ ଦର୍ଶାଇ ଅର୍ଥ ଚଳୁ

ବୌଦ୍ଧ, (ବଂଶୀଧର ମାଝୀ) : କରୋନା ମହାମାରୀ ସମୟରେ ଶ୍ରମଜୀବୀ ପରିବାରଙ୍କୁ କର୍ମ ସଂସ୍ଥାନ ଯୋଗେଇ ଦେବାପାଇଁ ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କୋଟି କୋଟି ଟଙ୍କାର ଆର୍ଥିକ ଅନୁଦାନ ଯୋଗାଇ ଦେଉଛନ୍ତି । ହେଲେ ଅସାଧୁ କର୍ମଚାରୀମାନେ ଶ୍ରମଜୀବୀ…
Read More...

ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଲୋକାର୍ପିତ ହେଲା ହରଭଙ୍ଗା ଜେଏମଏଫସି କୋର୍ଟ

ଅବହେଳିତ ଅଞ୍ଚଳବାସୀଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନରେ ସହାୟକ ହେବ ମୁଖ୍ୟ ବିଚାରପତିବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାର ସବୁଠାରୁ ପଛୁଆ ତଥା ଆଦିବାସୀ ହରିଜନ ଅଧ୍ୟୁଷିତ ଅଂଚଳ ଭାବେ ପରିଚିତ ହରଭଙ୍ଗା ବ୍ଲକର ସଦର ମହକୁମା ଚାରିଛକରେ ଶନିବାର ବହୁପ୍ରତିକ୍ଷିତ ନୂତନ ଜେଏମଏଫସି କୋର୍ଟର…
Read More...

ଏକାଦଶ ମାଁ କନ୍ଧେନବୁଢି ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ଘଣ୍ଟାପଡାକୁ ହରାଇ ତୁଷୁରା ବିଜୟୀ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ କୁରୁକୁପା ଖେଳ ପଡିଆରେ ଆୟୋଜିତ ହୋଇଥିବା ଏକାଦଶ ମାଁ କନ୍ଧେନବୁଢି ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଦିବସର ପ୍ରଥମ ସେମିଫାଇନାଲ ଖେଳ ଘଣ୍ଟାପଡା ଏବଂ ବାଲିଖମାର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ୧-୦ଗୋଲରେ…
Read More...

ଧିମେଇ ଯାଇଛି ଘଣ୍ଟାପଡା‐ବସାଶଙ୍କର ଘାଟ ତେଲନଦୀ ସେତୁ : ସରିଛି ନିର୍ମାଣ ଅବଧି, ଅଧିକାଂଶ କାର୍ଯ୍ୟ ରହିଛି ବାକି

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡା‐ବସାଶଙ୍କର ଘାଟ ତେଲନଦୀ ଉପରେ ବିଜୁ ସେତୁ ଶିଳାନ୍ୟାସ ହେବାର ୩ ବର୍ଷ ପରେବି ସଂପୂର୍ଣ୍ଣ ହୋଇ ପାରୁନି ପ୍ରକଳ୍ପ । କେବେ ସରିବ ଘଣ୍ଟାପଡା‐ବସାଶଙ୍କର ଘାଟର ତେଲ ନଦୀ ସେତୁ କାମ । ଗତବର୍ଷ ଅଗଷ୍ଟ ମାସରେ କାମ ସରିବା କଥା…
Read More...

ବସ‐ହାଇୱା ଧକ୍କା, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

ବୌଦ୍ଧ, (ବଂଶୀଧର ମାଝୀ) : ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ୫୭ ନମ୍ବର ଜାତୀୟ ରାଜପଥର ଚାରିଛକ ନିକଟରେ ହାଇୱା ପଛକୁ ଧକା ଦେଲା ଯାତ୍ରୀବାହୀ ବସ୍ । ବସରେ ଥିବା ୪ ଜଣ ବସ୍‌ କର୍ମଚାରୀ ଆହତ । ଆହତଙ୍କୁ ପୁରୁଣାକଟକ ମେଡିକାଲରେ ଭର୍ତ୍ତି…
Read More...

ଜିଲ୍ଲା ଉନ୍ନୟନ, ସମନ୍ୱୟ ଏବଂ ନିରୀକ୍ଷଣ କମିଟି ଏବଂ ଜିଲ୍ଲା ଯୋଜନା କମିଟିର ବୈଠକ ଅନୁଷ୍ଠିତ

ବୌଦ୍ଧ, (ବଂଶୀଧର ମାଝୀ) : ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ବୌଦ୍ଧ ସ୍ଥିତ ପଞ୍ଚାୟତ ଭବନ ପରିସରରେ ଆଜି ଜିଲ୍ଲା ଉନ୍ନୟନ, ସମନ୍ୱୟ ଏବଂ ନିରୀକ୍ଷଣ କମିଟି ଏବଂ ଜିଲ୍ଲା ଯୋଜନା କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ମାନ୍ୟବର ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି…
Read More...