ପ୍ରଥମ ସତ୍ୟବାନ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ : ବରପଦରକୁ ହରାଇ ସାନ ମନମୁଣ୍ଡା ଚାମ୍ପିଅନ
ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଳକ ଖଟଖଟିଆ ପଞ୍ଚାୟତ ବୁଟୁମୁଣ୍ଡା ଖେଳ ପଡ଼ିଆରେ ଅଧ୍ୟାପକ ସ୍ଵର୍ଗତ ସତ୍ୟବାନ ଶତପଥିଙ୍କ ସ୍ମୃତି ଉଦ୍ଦେଶ୍ୟରେ ବୁଟୁମୁଣ୍ଡା କ୍ରିକେଟ କ୍ଳବ ଦ୍ବାରା ଆୟୋଜିତ ପ୍ରଥମ ସତ୍ୟବାନ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି । ଏହି!-->…
Read More...
Read More...