Browsing Tag

boudh news

ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଏନଏଚ ଉପରେ ୨ ବାଇକ ମୁହାଁମୁହିଁ : ୨ ପୋଷ୍ଟ ମାଷ୍ଟର ବନ୍ଧୁଙ୍କ ଶୋଚନୀୟ ମୃତ୍ୟୁ,…

ବୌଦ୍ଧ, (ବଂଶୀଧର ମାଝୀ) : ପୁରୁଣାକଟକ ଥାନା ୫୭ ନଂ ଜାତୀୟ ରାଜପଥର ରାଣିଗଞ୍ଜ ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଜାତୀୟ ରାଜପଥ ଉପରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା…
Read More...

ଓକିଲ ସଂଘର ନୂତ୍ତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ଓକିଲ ସଂଘ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମସ୍ତ କର୍ମକର୍ତ୍ତା ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ସଭାପତି ଭାବରେ ବରିଷ୍ଠ ଆଇନଜୀବୀ ତାରେଣୀ ମହାପାତ୍ର, ଉପସଭାପତି ଅଶୋକ କୁମାର ସାହୁ, ସାଧାରଣ ସମ୍ପାଦକ ଅଶୋକ…
Read More...

ବିଶ୍ବ କବିତା ଦିବସରେ ପଶ୍ଚିମ ଓଡିଶାର ପ୍ରମୁଖ ବ୍ୟକ୍ତି ସମ୍ମାନିତ

ବୌଦ୍ଧ, (ବଂଶୀଧର ମାଝୀ) : ବିଶ୍ୱ କବିତା ଦିବସ ଅବସରରେ କଟକ ସ୍ଥିତ ସହିଦ ଭବନ ଠାରେ ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ, କଟକ ଆନୁକୁଲ୍ୟରେ ୪୪ତମ ରାଜ୍ୟସ୍ତରୀୟ କବି‐ଲେଖକ, କଳାକାର ମହାସମାବେଶ, ପୁସ୍ତକ ଉନ୍ମୋଚନ, ସାଧାରଣ ସଭା ଓ ସାରସ୍ବତ ସମ୍ବର୍ଦ୍ଧନା ଅନୁଷ୍ଠିତ ହେଇଯାଇଅଛି ।…
Read More...

ଅଧାପନ୍ତରିଆ ଡିଭାଇଡ୍‌ରେ ଫସିଲା ମିନି ଟ୍ରକ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ସହରର ମୁଖ୍ୟ ଛକ ଭାବେ ପରିଚିତ ଏନ.ଏ.ସି. ଛକ ଠାରୁ ଜାମୁଛକ ପର୍ୟ୍ୟନ୍ତ ପଡୁଥିବା ୫୭ନଂ ଜାତୀୟ ରାଜପଥର ସଂପ୍ରସାରଣ କାର୍ୟ୍ୟ ଦୀର୍ଘଦିନ ହେଲା ଅଧପନ୍ତରିଆ ଭାବେ ପଡି ରହିଛି ।ଫଳରେ ବାହାର ଅଞ୍ଚଳରୁ ଆସୁଥିବା ଅଧିକାଂଶ ଡ୍ରାଇଭର ଏହାକୁ ଭଲ ଭାବରେ ଠଉରେଇ…
Read More...

ଜିଲ୍ଲାରେ ଦଣ୍ଡନୃତ୍ୟକୁ ଅନୁମତି ଦେବାକୁ ଜନ ଅଧିକାର ସୁରକ୍ଷା ମଞ୍ଚର ଦାବୀପତ୍ର

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ଦଣ୍ଡନୃତ୍ୟର ଉତ୍ପତ୍ତିସ୍ଥଳ ଓ ଏ ଅଂଚଳର ଆଧ୍ୟାତ୍ମିକ ଭାବଧାରା ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ । କରୋନା ଯୋଗୁଁ ଗାଆଁକୁ ଗାଆଁ ଯାଇ ଦଣ୍ଡ ନୃତ୍ୟ କରିବା ଉପରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଗତ ୧୮ ତାରିଖରେ ଲଗାଇଥିବା ପ୍ରତିବନ୍ଧକ ଉପରେ…
Read More...

ମୃତ୍ତିକା ସଂରକ୍ଷଣ ବିଭାଗରେ ମନରେଗା ଘୋଟାଲା : ୪୦ ଲକ୍ଷର ପ୍ରକଳ୍ପରୁ ନକଲି ହିତାଧିକାରୀଙ୍କ ନାଁରେ ୭ଲକ୍ଷ ଚଳୁ, ଘଟଣା…

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଙ୍କୁଲେଇ ପଞ୍ଚାୟତ ଅନ୍ତର୍ଗତ ରାଉତପଡା ଗ୍ରାମର ୧୧ଜଣ ଚାଷୀଙ୍କ ନାଁରେ ସେମାନଙ୍କ ଜମିରେ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ୨୦୧୮/ ୧୯ ଆର୍ଥିକ ବର୍ଷ ୪୦ ଲକ୍ଷ ୭୩ ହଜାର ଟଙ୍କା ଅଟକଳ ବ୍ୟୟରେ ଏକ ଆମ୍ବ ବଗିଚା ପ୍ରକଳ୍ପ…
Read More...

ବୌଦ୍ଧ ବରିଷ୍ଠ ସାମ୍ବାଦିକ ସତୀଶ ପଟ୍ଟନାୟକଙ୍କ ବିୟୋଗରେ ଶୋକସଭା

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ସାମ୍ବାଦିକ ସଂଘର ପ୍ରତିଷ୍ଠାତା ସଦସ୍ୟ ସତୀଶ ପଟ୍ଟନାୟକଙ୍କ ବିୟୋଗରେ ବୌଦ୍ଧ ଜିଲ୍ଲା ସାମ୍ବାଦିକ ସଙ୍ଘ ତରଫରୁ କାର୍ୟ୍ୟାଳୟ ଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ରତ୍ନାକର…
Read More...

ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ୪ ଗିରଫ

ବୌଦ୍ଧ, (ବଂଶୀଧର ମାଝୀ) : ଆଜି ବୌଦ୍ଧ ବନଖଣ୍ଡ ଅଧିନସ୍ଥ ପୁରୁଣା କଟକ ରେଞ୍ଜ ଅନ୍ତର୍ଗତ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ୪ ଜଣ ବ୍ୟକ୍ତିଙ୍କୁ ବନ ବିଭାଗ ଗିରଫ କରିଥିବା ଜଣାପଡିଛି । ପ୍ରାପ୍ତ ସୂଚନା ମତେ ଛତ୍ରଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଧୁଙ୍ଗିଆ ମୁଣ୍ଡା…
Read More...

ଧଳପୁର-ଆଠମଲ୍ଲିକ ସେତୁରୁ ପଡି ୩ ଶ୍ରମିକଙ୍କ ମୃତ୍ୟୁ ପ୍ରସଙ୍ଗ

୦ ଲେଡିଗୁଡ଼ କୁହୁଣୀକୁ ବୋହିବା ପରେ ଭାଙ୍ଗିଲା କୁମ୍ଭକର୍ଣ୍ଣ ନିଦ୍ରା୦ ସୁରକ୍ଷାର ତଦାରଖ କଲେ ଭିସୁଟ କଂସଲଣ୍ଟାଣ୍ଟ ଓ ଟିମବୌଦ୍ଧ, (ବଂଶୀଧର ମାଝୀ) : ଗମନା ଗମନ ଓ ପରିବହନ କ୍ଷେତ୍ରରେ ଉତ୍ତର ଓ ଦକ୍ଷିଣ ଓଡିଶାକୁ ସଂଯୋଗ କରିବାରେ ମାଇଲଖୁଣ୍ଟ ସ୍ଥାପନ କରିବାକୁ ଯାଉଛି ଧଳପୁର-ଆଠମଲ୍ଲିକ…
Read More...

ଏସ୍‌ଟିଏଫ୍‌ ଜବତ କଲା ୭୨ କିଲୋ ଗଞ୍ଜେଇ

ବୌ‌ଦ୍ଧ, (ବଂଶୀଧର ମାଝୀ) : ୭୨ କିଲୋ ଗଞ୍ଜେଇ ଜବତ ହୋଇଛି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ବୌ‌ଦ୍ଧ ଜି‌ଲ୍ଲା ବାଉଁଶୁଣି ନିକଟରୁ କୌଣସି ସୂତ୍ରରୁ ଖବର ପାଇ ଏସ୍‌ଟିଏଫ୍ ୭୨ କିଲୋ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣ ‌ଅଭିଯୁ‌କ୍ତଙ୍କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁ‌କ୍ତ ଜଣକ ହେଲେ…
Read More...