ବନ ବିଭାଗ ଦ୍ୱାରା କଞ୍ଚା ବାର୍ହା ମାଂସ ଜବତ୍ କରିବା ସହ ବାପ ପୁଅ ଗିରଫ
ବୋୖଦ୍ଧ, (ମମତା ମହାକୁର) : ବୋୖଦ୍ଧ ଜିଲ୍ଲା କଂଟାମାଲ ରେଞ୍ଜ ସାନଛେପାପାଲି ଗାଁରୁ ବନ ବିଭାଗ ଦ୍ୱାରା କଞ୍ଚା ବାର୍ହା ମାଂସ ଜବତ୍ କରିବା ସହ ବାପ ପୁଅଙ୍କୁ ଗିରଫ କରିଛି । ଗିରଫ ଦୁଇଜଣ ହେଲେ ବାପ ହରିଶ୍ଚନ୍ଦ୍ର ଦେହୁରୀ ଓ ପୁଅ ଶ୍ରୀଧର ଦେହୁରୀ ।
ସେମାନେ ନିକଟସ୍ଥ ରେଙ୍ଗାଲି!-->!-->!-->…
Read More...
Read More...