Browsing Tag

boudh news

ନାଟକ ସମାଜରେ ଚେତନା ସୃଷ୍ଟି କରିଥାଏ

ବୌଦ୍ଧ, (ମମତା ମହାକୁର) : କଣ୍ଟାମାଲ ବ୍ଲକ ଖଟଖଟିଆ ଠାରେ ବଉଲ ନାଟ ଏଣ୍ଡ କଲଚରାଲ ଆସୋସିଏସନ ଦ୍ୱାରା ସୋମବାର ଆୟୋଜିତ ଆଲୋଚନାଚକ୍ରରେ ନାଟ୍ୟକାର ହରିହର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ମୁଖ୍ୟଅତିଥି ଭାବେ ନାଟ୍ୟକାର ତଥା ସାହିତ୍ୟିକ ଡ଼ ପୁରୁଷୋତ୍ତମ ମିଶ୍ର, ଆଲୋଚକ…
Read More...

ଟାଉନହଲ ଠାରେ ବୌଦ୍ଧ ବିଜେପି ପକ୍ଷରୁ କାର୍ୟ୍ୟକାରିଣୀ ବୈଠକ ଅନୁଷ୍ଠିତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ବିଜେପିର କାର୍ୟ୍ୟକାରିଣୀ ବୈଠକ ଆଜି ସ୍ଥାନୀୟ ଟାଉନହଲ ଠାରେ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଦିବଙ୍ଗତ ପୂର୍ବତନ ବିଧାୟକ ପ୍ରହଲ୍ଲାଦ ବେହେରା, ଯୁବ ବିଜେପି ନେତା ଲୋକନାଥ ପ୍ରଧାନ, କରୋନା ଯୋଦ୍ଧା…
Read More...

ଫାଇଭ ଟି’ରେ ସାମିଲ ହେବ ହରଭଙ୍ଗା ହାଇସ୍କୁଲ : ଭିତ୍ତିଭୂମିର ଅନୁଧ୍ୟାନ କରି ଫେରିଲେ ବୌଦ୍ଧ ଜିଲ୍ଲାପାଳ

ବୌଦ୍ଧ, (ବଂଶୀଧର ମାଝୀ) : ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ୫ଟି ଯୋଜନାରେ ସାମିଲ କରିବା ପାଇଁ ବୌଦ୍ଧ ଜିଲ୍ଲାରୁ ଚୟନ ହୋଇଛି ବ୍ଲକର ପ୍ରମୁଖ ପୁରାତନ ହରଭଙ୍ଗା ନୋଡାଲ ହାଇସ୍କୁଲ । ଏହି ଯୋଜନାରେ ସାମିଲ ହେବାପରେ ନିର୍ମାଣ ହେବାକୁ ଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ସକାଶେ…
Read More...

ନିଆଁ ଲାଗି ବହୁ ଚାଳ ଚପର ଘର ଜଳିଗଲା

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲା କଣ୍ଟାମାଲ ବ୍ଲକ ଖଟଖଟିଆ ଗ୍ରା.ପ.ର ବୁଟୁମୁଣ୍ଡା ଗାଁରେ ନିଆଁ ଲାଗି ଯାଇ ଥିବାରୁ ଅନେକ ଚାଲ ଚପର ଘର ପୋଡ଼ିଯିବା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଖବର ନେବାରୁ ଜଣାଯାଇଛି ଯେ, ବିଲରେ ନିଆଁ ଲାଗିଥିବାରୁ ନିଆଁ ଝୁଲ ଉଡି ଛପର ଘରେ…
Read More...

ପ୍ରାକ୍ତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନାତନ ଗାଁଆନଙ୍କ ପରଲୋକ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା ହରଭଂଗା ବ୍ଲକର ପ୍ରାକ୍ତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନାତନ ଗାଁଆନଙ୍କ ଗତକାଲି ଅପରାହ୍ନ ୩ଟା ସମୟରେ ନିଜ ଗ୍ରାମ ଢେଙ୍କାନାଳ ଜିଲ୍ଲାର ଖଲପାଳରେ ଘରେ ଥିବାବେଳେ ହୃଦଘାତରେ ପରଲୋକ ହୋଇଥିବା ଜଣାପଡିଛି । ସେ ଦୀର୍ଘ ୪ ବର୍ଷ ଧରି ହରଭଙ୍ଗା ବିଇଓ…
Read More...

ଦହ୍ୟାରେ ତମାଖୁ ନିୟନ୍ତ୍ରଣ ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ବ୍ଲକ ଦହ୍ୟା ଜୀବନ ବିକାଶ ସ୍ନାତକ ମହାବିଦ୍ୟାଳୟରେ ଆଜି ତମାଖୁ ନିୟନ୍ତ୍ରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାନୁଷ୍ଠାନଗୁଡିକୁ ତମାଖୁ ମୁକ୍ତ ରଖିବା ଉଦ୍ଦେଶ୍ୟରେ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧିନରେ ବୌଦ୍ଧ ଜିଲ୍ଲା…
Read More...

ଖଟଖଟିଆର ବ୍ରହ୍ମଣୀ ଡୁଙ୍ଗରିରେ ନିଆଁ : ଜୀବନ ବିକଳ କରୁଛି ତାତି ଓ ଧୂଆଁ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲାର କଣ୍ଟମାଲ ବ୍ଲକ ଅନ୍ତର୍ଗତ ଖଟଖଟିଆ ଗ୍ରା.ପ.ର ବ୍ରହ୍ମଣୀ ପାହାଡ଼ରେ ଆଜି ପୁଣି ନିଆଁ ଲାଗିଛି । ନିଆଁକୁ ଆୟତ୍ତ କରିବା ପାଇଁ ଆଖପାଖ ଅଂଚଳର ଲୋକେ ଚେଷ୍ଟା କରିଥିଲେ ମଧ୍ୟ ନିଆଁକୁ ଆୟତ୍ତ କରିପାରି ନଥିବାରୁ ମୂଲ୍ୟବାନ ଗଛ ସବୁ ନଷ୍ଟ ହୋଇଯାଉଛି ।…
Read More...

ରାତି ଅଧିଆ ଆମ ଗାଁକୁ କାହିଁକି ଆସିଛ ପଚାରିବାରୁ ବ୍ଲେଡରେ ଆକ୍ରମଣ : ଜଣେ ଗୁରୁତର, ବୁର୍ଲା ରେଫର

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଥାନା ଅନ୍ତର୍ଗତ ପଦ୍ମପୁର୍‌ ପଞ୍ଚାୟତର ମକୁନ୍ଦପୁର୍‌ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ମିଳିଥିବା ସୂଚନା ଅନୁଯାୟୀ କଣ୍ଟାମାଳ ବ୍ଲକ ଥାଟିପାଲି ଗ୍ରାମର ବୁଲୁ ମହାନନ୍ଦିଆ, ଗମ୍ଭାରୀ ପଦର ଗ୍ରାମର ପ୍ରମୋଦ ମହାନନ୍ଦିଆ ଓ ଜାଲ…
Read More...

ଉଦଯାପିତ ହେଲା ଷଷ୍ଠଦଶ ବୌଦ୍ଧ ପୁସ୍ତକ ମେଳା : ଶ୍ୱେତକୁମାର ପ୍ରଧାନ ପାଇଲେ ‘ବୌଦ୍ଧ ବାର୍ତ୍ତାବହ’…

ବୌଦ୍ଧ, (ବଂଶୀଧର ମାଝୀ) : ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ ଦ୍ବାରା ସୁକାନ୍ତ ପଟ୍ଟନାୟକଙ୍କ ଆବାହକତ୍ବରେ ସ୍ଥାନୀୟ ଟାଉନହଳ ଠାରେ ଦୁଇଦିନ ଧରି ଆୟୋଜିତ ହୋଇଥିବା ଷଷ୍ଠଦଶ ବୌଦ୍ଧ ପୁସ୍ତକ ମେଳା ରବିବାର ଉଦଯାପିତ ହୋଇଯାଇଛି । କାର୍ୟ୍ୟକ୍ରମର ଉଦଯାପନୀ ସଂନ୍ଧ୍ୟାରେ ଫୋରମ ସଭାପତି ଦିବ୍ୟଶଙ୍କର…
Read More...

ରେଲୱେ ବିଭାଗର ଖାମଖିଆଲି ଭାବେ ପୋଖରୀରୁ ମାଟି ଉତ୍ତୋଳନ ଅଭିଯୋଗ : ବିପଦରେ ଜନସାଧାରଣ ଓ ଗୃହପାଳିତ ପଶୁ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜ଼ିଲ୍ଲାରେ ବର୍ତ୍ତମାନ ରେଳ ବିଭାଗ ତାର ରାସ୍ତା କାମ ମନମୁଣ୍ଡା ପଂଚାୟତରୁ ଆରମ୍ଭ କରି ଦ୍ରୁତ ଗତିରେ ରେଲୱେ ରାସ୍ତା କାମ ଚାଲିଅଛି । ବର୍ତ୍ତମାନ ଜ଼ିଲ୍ଲାପାଳଂକ ନିର୍ଦେଶ ଅନୁସାରେ ଓ ସରପଂଚ ମାନଙ୍କ ସହଯୋଗରେ ବିଭିନ୍ନ ପୋଖରୀରୁ ମାଟି ଉତ୍ତୋଳନ କରି…
Read More...