Browsing Tag

boudh news

କଣ୍ଟାମାଲରେ ଶିକ୍ଷକ ସଂଘର ବୈଠକ : ଶିକ୍ଷକଙ୍କ ଏକତାକୁ ଗୁରୁତ୍ୱ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ପ୍ରାଥମିକ ଶିକ୍ଷକ (ଏକ୍ସକ୍ୟାଡ଼ର) ସଂଘର ଏକ ଜୁରୁରୀ କାଳୀନ ବୈଠକ ଶୁକ୍ରବାର କଣ୍ଟାମାଲ ଏମ୍‌ଇ ସ୍କୁଲଠାରେ ବ୍ଲକ ସଂଘର ସଭାପତି ରତ୍ନନିଧି ଖମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରଥମେ ପୂର୍ବତନ ବାଚସ୍ପତି ସ୍ବର୍ଗତ
Read More...

କଣ୍ଟାମାଲରେ ୨୫ ତମ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ

ବୌଦ୍ଧ, (ମମତା ମହାକୁର) : ଆଜି କଣ୍ଟାମାଲ ଖେଳ ପଡିଆରେ କଣ୍ଟାମାଲ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ୨୫ ତମ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପ୍ରବଳ ଜନ ଗହଳି ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି । କଣ୍ଟାମାଲ ବ୍ଲକ ବିଜେଡି ସଭାପତି ବିପିନ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି
Read More...

ସ୍କୁଲ ପରିଚାଳନା କମିଟିର ଶପଥପାଠ

ବୌଦ୍ଧ, (ମମତା ମହାକୁର) : କଣ୍ଟାମାଲ ବ୍ଲକ ଖଟଖଟିଆ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ନୂତନ ଭାବେ ଗଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଣେଷ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ବିଶ୍ୱଜିତ ବସ୍ତିଆ ଓ
Read More...

ଶେଷ ହେଲା ବୌଦ୍ଧ ଜିଲ୍ଲାର କଳାକାର ଭତ୍ତା ପାଇଁ ପ୍ରାଥମିକ ଚୟନ ପ୍ରକ୍ରିୟା

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାରେ ଚାଲିଥିବା କଳାକାର ଭତ୍ତା ପାଇଁ ପ୍ରାଥମିକ ଚୟନ ପ୍ରକ୍ରିୟା ଶେଷ ହୋଇଛି । ରବିବାର ଅନ୍ତିମ ଦିନ କଣ୍ଟାମାଳ ବ୍ଲକ ପରିସରରେ କଣ୍ଟାମାଳ ବିଡିଓ କଳାକୃଷ୍ଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଚୟନ ପ୍ରକ୍ରିୟାରେ ବିଚାରକ ଭାବରେ ରାଷ୍ଟ୍ରପତି
Read More...

କଣ୍ଟାମାଳ ବିଜେଡିର ଜୋନସ୍ତରୀୟ ସାଂଗଠନିକ ବୈଠକ ଓ ମିଶ୍ରଣପର୍ବ ଅନୁଷ୍ଠିତ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ନିର୍ବାଚନ ମଣ୍ତଳୀର ଆମ୍ବଗାଁ ଖେଳ ପଡିଆ ଠାରେ ବିଜେଡି ଦଳର ଘଣ୍ଟାପଡା ନଂ.୧ ଜୋନ ସ୍ତରୀୟ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜେଡି ଜିଲ୍ଲା ସଭାପତି ମହୀଧର ରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଜେଡି ପର୍ଯ୍ୟବେକ୍ଷକ ସୌଭାଗ୍ୟ ନାୟକ,
Read More...

ବୌଦ୍ଧ ଏନ୍‌ଏସିରେ କଳାକାର ଭତ୍ତା ପାଇଁ ଚୟନ ପ୍ରକ୍ରିୟା ଅନୁଷ୍ଠିତ

ବୌଦ୍ଧ, (ବଂଶୀଧର ମାଝୀ) : ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଆବେଦନକାରୀଙ୍କ ସାମର୍ଥ୍ୟ ପରୀକ୍ଷା ଗୁରୁବାର ପୂର୍ବାହ୍ନରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ
Read More...

ବୌଦ୍ଧ ବ୍ଲକରେ ବ୍ଲକସ୍ତରୀୟ ମେଗା ଲୋନ୍‌ ସମନ୍ୱୟ ମେଳା

ବୌଦ୍ଧ, (ବଂଶୀଧର ମାଝୀ) : ମିଶନ ଶକ୍ତି ଜରିଆରେ ଏସ୍‌ଏଚ୍‌ଜି ମହିଳାମାନଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ବୌଦ୍ଧ ବ୍ଲକରେ ବ୍ଲକ ସ୍ତରୀୟ ମେଗା ଲୋନ ସମନ୍ୱୟ ମେଳା ଅନୁଷ୍ଠିତ ହୋଇ ଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରଦୀପ ଅମାତ ଯୋଗ ଦେଇ ଉଦ୍‌ବୋଧନ ଦେଇଥିଲେ ।
Read More...

ଭାଇ ଘରୁ ଫେରୁଥିବା ବେଳେ ଭାଲୁ ଆକ୍ରମଣର ଶିକାର ହେଲେ ମହିଳା

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ସଙ୍କୁଲେଇ ପଂଚାୟତ ବିଶିପାଲିର ଜଣେ ମହିଳା ବାଙ୍କାର୍ଜୁନ ଗାଁର ନିଜ ଭାଇଙ୍କ ଘରୁ ଫେରୁଥିବା ସମୟରେ ଦୁଇଟି ଭାଲୁ ଆକ୍ରମଣ କରଥିଲେ । ଫଳରେ ମହିଳା ଜଣକ ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ବୌଦ୍ଧ
Read More...

ଯଶୋବନ୍ତଙ୍କ ହସ୍ତକ୍ଷେପ ପରେ ଅସହାୟ ପରିବାର ପାଇଲେ ସରକାରୀ ସହାୟତା

ବୌଦ୍ଧ, (ବଂଶୀଧର ମାଝୀ) : ସମାଜ ସେବୀ ଯଶୋବନ୍ତଙ୍କ ହସ୍ତକ୍ଷେପ ପରେ ଅସହାୟ ପରିବାର ପାଇଲେ ସରକାରୀ ସହାୟତା । ସୂଚନା ଅନୁସାରେ ଘରର ମୁରବି ଥିଲେ ସବୁ ଠିକ୍‌ ଠାକ୍‌ ଚଳି ଯାଉଥିଲା । କିନ୍ତୁ ଗତ ୭ ମାସ ତଳେ ତାଙ୍କର ବିୟୋଗ ପରେ ପରିବାର ଛିନ୍ନଛତ୍ର ହୋଇଯାଇଛି । ସ୍ୱାମୀଙ୍କ ଦେହାନ୍ତ ପରେ
Read More...

ପଲସାଗୋରା ଅଞ୍ଚଳରେ ଛେଳି ମଡକ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ପଲସାଗୋରା ପଞ୍ଚାୟତ ଘୁଲୁଘୁଲାପଦର ଗ୍ରାମରେ ଦେଖା ଦେଇଛି ଛେଳି ମଡ଼କ । ଅଜଣା ରୋଗରେ ଅନେକ ଛେଳିଙ୍କ ମୃତ୍ୟୁ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଛେଳି ଚାଷୀଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି । ଗ୍ରାମର ବାଳକ ନାଏକଙ୍କ ଇତି ମଧ୍ୟରେ ୭ଗୋଟି ଛେଳି
Read More...