ଗଣେଶ ମହୋତ୍ସବ ପାଳିତ
ବୌଦ୍ଧ : ବୌଦ୍ଧ ଜିଲ୍ଲା ବଢିଗାଁ ପଞ୍ଚାୟତର ଗିରାସିଙ୍ଗା ଗ୍ରାମରେ ଏବିଲିଟି ଇଣ୍ଡିଆ ସ୍ୱେଚ୍ଚାସେବୀ ସଂଗଠନ ପକ୍ଷରୁ ରବିବାର ଦିନ ଆଶା ଶିକ୍ଷଣ କେନ୍ଦ୍ର ଠାରେ ଗଣେଶ ମହୋତ୍ସବ ଧୁମ୍ଧାମ୍ରେ ପାଳିତ ହୋଇଯାଇଛି । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସାମାଜିକ ସଚେତନତା ସମ୍ବନ୍ଧୀୟ!-->…
Read More...
Read More...