Browsing Tag

boudh news

୧୦୭ କିଲୋ ଗଞ୍ଜେଇ ଜବତ : ଅଭିଯୁକ୍ତ ଫେରାର

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ଗୋଟିଏ ଗାଡ଼ି ସହ ୧୦୭ କିଲୋ ଗଂଜେଇ ଜବତ କରାଯାଇଛି । ସୂଚନା ମୁତାବକ ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ଅନ୍ତର୍ଗତ ବ୍ରାହ୍ମଣିପାଲି ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲ ମଧ୍ୟରେ ବାହାରକୁ ଗଞ୍ଜେଇ ଚାଲାଣ ପାଇଁ ଗାଡିରେ ଭର୍ତ୍ତି କରାଯାଉଥିଲା ।…
Read More...

ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ପରିକ୍ରମା କରୁଥିବା ଅହିଂସା ରଥକୁ କଣ୍ଟାମାଳ ବ୍ଲକରେ ଭବ୍ୟ…

ବୌଦ୍ଧ, (ବଂଶୀଧର ମାଝୀ) : ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ପରିକ୍ରମା କରୁଥିବା ଅହିଂସା ରଥକୁ ଦ୍ଵିତୀୟ ଦିବସରେ କଣ୍ଟାମାଳ ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଆଜି ପୂର୍ବାହ୍ନରେ ବୌଦ୍ଧ ପଂଚାୟତ ସମିତି କାର୍ଯ୍ୟାଳୟରୁ ଆଜି ବାହାରି…
Read More...

ଗୋଛାଗୋରା-ଦେଓଗାଁ ରାସ୍ତା ଶୋଚନୀୟ : ବର୍ଷା ହେଲେ ଆସୁନାହିଁ ବସ୍‌

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ୪୧ ନଂ. ରାଜ୍ୟ ରାଜପଥ ଠାରୁ ଦେଉଲି କେଉଟିପାଲି ପର୍ଯ୍ୟନ୍ତ ଯାଇଥିବା ୧୧ କିମି ରାସ୍ତା ଅତି ଶୋଚନୀୟ ହୋଇଥିବା ଦେଖିବାକୁ ମିଳିଛି । ରାସ୍ତାରେ ସାନ ବଡ଼ ଖାଲଖମା ହୋଇଥିବାରୁ ବିଭିନ୍ନ ସମୟରେ ସାଇକେଲ ଓ ବାଇକ ଆରୋହୀ ଦୁର୍ଘଟଣାର…
Read More...

କାଠ ଚୋରକୁ ଧରିଲେ ଗ୍ରାମବାସୀ, ଛାଡିଦେଲା ବନ ବିଭାଗ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବନାଞ୍ଚଳ ଘଣ୍ଟାପଡା ସେକ୍ସନ ଉମା ବିଟ ଅନ୍ତର୍ଗତ ଖୁଣ୍ଟିଗୋରା ପଞ୍ଚାୟତର ସିନ୍ଧୁଗୋରା ଜଙ୍ଗଲରୁ ଗୁରୁବାର ରାତି ସାଢେ ୯ଟା ସମୟରେ ଜୈନିକ ବ୍ୟକ୍ତି ଏକ ପିକଅଫ ଡାଲା ଗାଡ଼ିରେ ୨୦ଟି କାଠବଲା ବୋଝେଇ ଖୁଣ୍ଟିଗୋରା ଦିଗକୁ ଯାଉଥିବା ସମୟରେ ସିନ୍ଧୁଗୋରା…
Read More...

ଧରାପଡିଲା ଗଞ୍ଜେଇ ସହ ବାଇକ୍‌ : ଖସିଗଲେ ଅଭିଯୁକ୍ତ

ବୌଦ୍ଧ, (ବଂଶୀଧର ମାଝୀ) : ଚୋରା ଗଞ୍ଜେଇ ଚାଲାଣ ବେଳେ ପୋଲିସକୁ ଦେଖି ଅଭିଯୁକ୍ତମାନେ ଗଞ୍ଜେଇ ଓ ବାଇକ ଛାଡି ଫେରାର ହୋଇଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବୌଦ୍ଧ ପୁଲିସ ସୁତ୍ରରୁ ମିଳିଥିବା ସୂଚନା ମୁତାବକ ଗତ ମଙ୍ଗଳବାର ଦିନ ଏକ ବାଇକରେ ବଘିଆପଡା ଅଞ୍ଚଳରୁ ଗଞ୍ଜେଇ ଚାଲାଣ…
Read More...

ବିସ୍ମୟ ବାଳକ ଦକ୍ସିତ : ମାତ୍ର ୨ବର୍ଷ ୪ମାସ ବୟସରେ ସୃଷ୍ଟି କଲେ ଇଣ୍ଡିଆ ବୁକ୍‌ ଅଫ ରେକର୍ଡ

ବୌଦ୍ଧ, (ବଂଶୀଧର ମାଝୀ) : ବୟସ କିମ୍ୱା ସ୍ଥାନର ମାନେ ନଥାଏ । ଦକ୍ଷତା ଥିଲେ ସବୁକିଛି ସମ୍ଭବ ହୋଇଥାଏ । ଜଣେ କୁନି ଶିଶୁ ବିଚକ୍ଷଣ ସ୍ମରଣ ଶକ୍ତି ଯୋଗୁଁ ରଚିଛନ୍ତି ରେକର୍ଡ । ମାତ୍ର ଦୁଇ ବର୍ଷ ଚାରି ମାସ ବୟସରେ ଇଣ୍ଡିଆ ବୁକ୍‌ ଅଫ ରେକର୍ଡ ହାସଲ କରିପାରିଛନ୍ତି । ବୌଦ୍ଧ ଜିଲ୍ଲା…
Read More...

ଯୁବକ ସଙ୍ଘ ପକ୍ଷରୁ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଯାତ୍ରା

ବୌଦ୍ଧ, (ବଂଶୀଧର ମାଝୀ) : ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ଅମୃତ ମହୋତ୍ସବ ପାଳନ କରୁଛି । ଏହାକୁ ଅଧିକ ସ୍ମରଣୀୟ କରିବା ପାଇଁ ଅଗଷ୍ଟ ୧୩ରୁ ୧୫ତାରିଖ ପର୍ଯ୍ୟନ୍ତ ପ୍ରତି ଘରେ ତ୍ରିରଙ୍ଗା ଉଡ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆହ୍ୱାନ…
Read More...

ରାଧାନଗରଠାରେ ଭାରତୀୟ କିଷାନ ସଙ୍ଘ ବୌଦ୍ଧ ଜିଲ୍ଲା ଶାଖା ତରଫରୁ ଜିଲ୍ଲାସ୍ତରୀୟ ବଳରାମ ଜୟନ୍ତୀ ପାଳିତ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାଧାନଗର ପଂଚାୟତ ପରିସରରେ ଭାରତୀୟ କିଷାନ ସଙ୍ଘ ବୌଦ୍ଧ ଜିଲ୍ଲା ଶାଖା ତରଫରୁ କୃଷକମାନଙ୍କ ଆରାଧ୍ୟ ଦେବତା ପ୍ରଭୁ ବଳରାମଙ୍କ ଜୟନ୍ତୀ ଉତ୍ସବ ଜିଲ୍ଲା ସଭାପତି ନବୀନ କୁମାର ପ୍ରଧାନଙ୍କ ନେତୃତ୍ୱରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ…
Read More...

ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ଅବସରରେ ସ୍ରଷ୍ଟା ଓ ସୃଷ୍ଟି ଅନୁଷ୍ଠାନର ଆଲୋଚନା ଚକ୍ର

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକର ଦଧିବାବନ ଉଚ୍ଚ ବିଦ୍ୟାଳୟଠାରେ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଗଙ୍ଗାଧର ମେହେରଙ୍କ ଜନ୍ମ ଦିନ ଅବସରରେ ଏକ ଆଲୋଚନା ଚକ୍ର ସାହିତ୍ୟିକ ଦିଲ୍ଲୀପ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଯୁବକବି ରଂଜୁ ଅମାତ ସ୍ୱାଗତ…
Read More...

ବୌଦ୍ଧରେ କଂଗ୍ରେସ ପକ୍ଷରୁ ସ୍ୱାଧୀନତାର ଗୌରବ ଯାତ୍ରା

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ମଙ୍ଗଳବାର ଦିନ କ୍ରାନ୍ତି ଦିବସଠାରୁ ସ୍ୱାଧୀନତାର ଗୌରବ ଯାତ୍ରା ଆରମ୍ଭ ହୋଇଛି । ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ଦଳ ପକ୍ଷରୁ ଏହି ଯାତ୍ରା ଆରମ୍ଭ ହୋଇଥିଲା । ବୌଦ୍ଧ ସହର ସ୍ଥିତ ହାତୀଶାଳ…
Read More...