ଭାରସାମ୍ୟ ହରାଇ ଗଛରେ ପିଟିହେଲା ତୀର୍ଥଯାତ୍ରୀ ବସ୍ : ୬ ଆହତ
ବୌଦ୍ଧ, (କେପିଏନ୍ଏସ୍) : ଗଛରେ ପିଟିହେଲା ତୀର୍ଥଯାତ୍ରୀ ବସ୍ । ବୌଦ୍ଧ ୫୭ ନମ୍ଵର ଜାତୀୟ ରାଜପଥ ହରେକୃଷ୍ଣପୁର ଠାରେ ଏଭଳି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ, ପୁରୀରୁ ଜଗା ଦର୍ଶନ ସାରି ନୃସିଂହନାଥ ଅଭିମୁଖେ ଯାଉଥିବା ବେଳେ ଏକ ତୀର୍ଥଯାତ୍ରୀ ବସ୍ ଭାରସାମ୍ୟ ହରାଇ ଗଛରେ ପିଟି!-->…
Read More...
Read More...