Browsing Tag

boudh news

ଦେଶୀ ବନ୍ଧୁକ ସହ ଶିକାରୀ ଗିରଫ

ବୌଦ୍ଧ : ସୋମବାର ଦିନ ପୁରୁଣାକଟକ ରେଞ୍ଜର ବନକର୍ମଚାରୀ ବନ୍ଧୁକ ସହ ଜଣେ ଶିକାରୀକୁ ଗିରଫ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଛତରଙ୍ଗ ପଞ୍ଚାୟତର ଖରଭୂଇଁ ଗ୍ରାମର ବିରଞ୍ଚି ପ୍ରଧାନ (୫୦) ନିକଟସ୍ଥ ମୁଣ୍ଡେଶ୍ୱର ଜଙ୍ଗଲକୁ ଶିକାର କରିବାକୁ ଏକ ଦେଶୀ ବନ୍ଧୁକ ଧରି ଜଙ୍ଗଲ ଭିତରକୁ ଯାଇଥିଲେ…
Read More...

ମହାନଦୀ ଘାଟରୁ ମହିଳାଙ୍କ ମୃତଦେହ ଉଦ୍ଧାର

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ସହର ମହାନଦୀ ମାଳୀସାହି ଘାଟରୁ ରବିବାର ଜଣେ ମହିଳାଙ୍କ ଉଲଗ୍ନ ଶବ ଉଦ୍ଧାର ହୋଇଛି । ମହିଳାଙ୍କ ପରିଚୟ ମିଳି ନଥିବାରୁ ବୌଦ୍ଧ ଆଦର୍ଶ ଥାନା ପୁଲିସ ଶବ ଜବତ କରି ଶବାଗାରରେ ସଂରକ୍ଷିତ ରଖିଛି । ସୂଚନାନୁସାରେ, ସ୍ଥାନୀୟ ଲୋକ ରବିବାର ଗାଧୋଇ ଯିବା ସମୟରେ…
Read More...

ବୌଦ୍ଧ ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ବୌଦ୍ଧ ଟାଉନହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଅଧିକାରୀ ଡ଼ ଉଦୟନାଥ ମାଝୀ ଯୋଗଦେଇ ବ୍ଲକସ୍ତରରୁ ଜିଲ୍ଲାକୁ ମନୋନୀତ ହୋଇଥିବା ବିଭିନ୍ନ ବିଭାଗର…
Read More...

ବୌଦ୍ଧ ବ୍ଲକ ଏକ୍ସକ୍ୟାଡର ଶିକ୍ଷକଙ୍କ ସାଂଗଠନିକ ବୈଠକ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ସଦର ବ୍ଲକ ଏକ୍ସ କ୍ୟାଡର ଶିକ୍ଷକଙ୍କ ଏକ ସାଂଗଠନିକ ବୈଠକ ଅଇଲାପାଲି ସ୍କୁଲଠାରେ ବ୍ଲକ ସଭାପତି ସରୋଜ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂପାଦକ ବୀରବିକ୍ରମ ପ୍ରଧାନ ସଂଗଠନର ଉଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିବା ବେଳେ…
Read More...

ପଲସାଗୋରାରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଓ ସଭା 

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ପଲସାଗୋରାଠାରେ ବିଜୁ ଜନତା ଦଳ ପକ୍ଷରୁ ଆଜି ଏକ ବିଶାଳ ଜନ ସମ୍ପର୍କ ପଦଯାତ୍ରା ଏବଂ ସଭା ଅନୁଷ୍ଠିତ ହୋଇଥିଲା । ଏହି ପଦଯାତ୍ରାରେ କଣ୍ଟାମାଳ ବ୍ଲକର ବିଭିନ୍ନ ପୁରପଲ୍ଲୀରୁ ବହୁ ସଂଖ୍ୟକ ଦଳିୟ କର୍ମୀ ଏବଂ ସମର୍ଥକ ଯୋଗ ଦେଇଥିଲେ ।…
Read More...

ଓଭରଟେକ୍‌ ସମୟରେ କଣ୍ଟେନରରେ ପିଟି ହେଲା କାର୍‌, ଯୁବକ ମୃତ

ବୌଦ୍ଧ, (କେପିଏନ୍‌ଏସ୍‌) : ଖୋର୍ଦ୍ଧା-ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥର ବୌଦ୍ଧ ଥାନା ଅନ୍ତର୍ଗତ ମର୍ଜାପୁରଠାରେ ଏକ କଣ୍ଟେନରକୁ ଅତିକ୍ରମ କରିବା ସମୟରେ କାର୍‌ଟି କଣ୍ଟେନର ସହ ପିଟି ହେବାରୁ କାର୍‌ରେ ଥିବା ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ବୌଦ୍ଧ ଆଦର୍ଶ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା…
Read More...

ବନ୍ଧୁକ ତିଆରି କାରଖାନା ଉପରେ ପୋଲିସର ଚଢ଼ାଉ

ବୌଦ୍ଧ : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଧୀନ ଗୁନ୍ଦୁଲିଆ ପଞ୍ଚାୟତର ସାଲେଇପଡା ଗ୍ରାମରେ ବେଆଇନ ଭାବେ ଚାଲିଥିବା ଏକ ବନ୍ଧୁକ କାରଖାନା ଉପରେ ମନମୁଣ୍ଡା ପୋଲିସ ଚଢ଼ାଉ କରି ଦେଶୀ ବନ୍ଧୁକ, ପିସ୍ତଲ ଓ ବନ୍ଧୁକ ତିଆରି ସରଞ୍ଜାମ ଜବତ କରିଥିବା ଜଣାପଡିଛି । ଏହି ଘଟଣାରେ ଅଭିଯୁକ୍ତ ଶେଷଦେବ…
Read More...

ହରଭଙ୍ଗା ବ୍ଲକରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଓ ମିଶ୍ରଣ ପର୍ବ ଅନୁଷ୍ଠିତ

ବୌଦ୍ଧ, (ମମତା ମହାକୁର) : ହରଭଙ୍ଗା ବ୍ଲକରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଓ ମିଶ୍ରଣ ପର୍ବ ଅନୁଷ୍ଠିତ । ପୁରୁଣା କଟକ ଠାରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପୁରୁଣା କଟକ କଲ୍ୟାଣ ମଣ୍ଡପ ଠାରେ ପ୍ରଥମେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ।…
Read More...

ବାଇକ୍‌ ଦୁର୍ଘଟଣା : ୧ ମୃତ

ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ଖୋର୍ଦ୍ଧା ବଲାଙ୍ଗିର ଜାତୀୟ ରାଜପଥର କରୋଡକଥା ଠାରେ ଏକ ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ମୃତକଙ୍କର ପରିଚୟ ମିଳିପାରିନାହିଁ । ଖବରପାଇ ଘଟଣାସ୍ଥଳରେ ପୁରୁଣାକଟକ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ…
Read More...

ମିଳିତ ଶିକ୍ଷକ ସଂଘର କାର୍ଯ୍ୟକାରିଣୀ ବୈଠକ

ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସ୍ୱାର୍ଥ ପାଇଁ ଲଢେଇ ନିଷ୍ପତ୍ତି ବୌଦ୍ଧ, (ମମତା ମହାକୁର) : ମିଳିତ ପ୍ରାଥମିକ ଶିକ୍ଷକ ସଂଘ କଣ୍ଟାମାଲ ବ୍ଲକର କାର୍ଯ୍ୟକାରିଣୀ ବୈଠକ ପଲସାଗୋରା ସଂଘ ସଭାପତି ନୀଳାଚଳ ଭୋଇଙ୍କ ଅଧ୍ୟକ୍ଷତାରେ ପଲସାଗୋରା ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ଯୁଗ୍ମ…
Read More...