ରାଜ୍ୟପାଳଙ୍କୁ ଭେଟିଲେ ରାଜ୍ୟ ନିର୍ବାଚନ କମିସନର୍ : ପଞ୍ଚାୟତ ନିର୍ବାଚନ ନେଇ ଆସନ୍ତାକାଲି ଆସିପାରେ ବିଜ୍ଞପ୍ତି
ଭୁବନେଶ୍ୱର, (କେପିଏନ୍ଏସ୍) : ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଆଜି ରାଜଭବନରେ ଭେଟିଛନ୍ତି ରାଜ୍ୟ ନିର୍ବାଚନ କମିସନର । ପଞ୍ଚାୟତ ନିର୍ବାଚନ ପରିଚାଳନା ନେଇ ରାଜ୍ୟପାଳଙ୍କ କରିଛନ୍ତି ଆଲୋଚନା । ତେବେ ପଞ୍ଚାୟତ ନିର୍ବାଚନ ନେଇ ଆସନ୍ତାକାଲି ବିଜ୍ଞପ୍ତି!-->…
Read More...
Read More...